ଫନି ଝଡ଼, ପୁରୀରେ ଜଣେ ମୃତ

ଫନି ଝଡ଼, ପୁରୀରେ ଜଣେ ମୃତ

On

ପୁରୀ: ଆଜି ସକାଳ ୮ଟାରୁ ଅତ୍ୟନ୍ତ ଭୟଙ୍କର ଝଡ଼ ଫନିର ତାଣ୍ଡବ ଓଡ଼ିଶା ଉପକୂଳରେ ଜାରି ରହିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା। ପୁରୀରେ ଫନି ପ୍ରଭାବରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ପ୍ରବଳ ପବନରେ ଗଛ ଉପୁଡ଼ି ଉପରେ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପୁରୀର…

କେନ୍ଦ୍ରାପଡ଼ାରେ ନିର୍ବାଚନ ବେଳେ ସିସିଟିଭି ଲଗାଇବାକୁ ଦାବି କଲା ବିଜେଡି

କେନ୍ଦ୍ରାପଡ଼ାରେ ନିର୍ବାଚନ ବେଳେ ସିସିଟିଭି ଲଗାଇବାକୁ ଦାବି କଲା ବିଜେଡି

On

ଭୁବନେଶ୍ବର: କେନ୍ଦ୍ରାପଡ଼ା ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ହେବାକୁ ମତଦାନରେ ବିଜେପି ଓ କଂଗ୍ରେସ ଗୁଣ୍ଡାମାନଙ୍କ ଦ୍ବାରା ବୁଥ କ୍ୟାପଚରିଂ ହେବା ଆଶଙ୍କା କରି ଅଧିକ ସୁରକ୍ଷା ବଳ ମୁତୟନ କରିବା ସହ ୯୧ଟି ସମ୍ବେଦନଶୀଳ ବୁଥରେ ସିସିଟିଭି ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେଡି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ…

ଭଦ୍ରକରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ’

ଭଦ୍ରକରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ସୋ’

On

ଭଦ୍ରକ: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭଦ୍ରକରେ ବିଶାଳ ରୋଡ ସୋ’ କରିଛନ୍ତି। ସ୍ଥାନୀୟ ସାତଭଉଣୀ ମନ୍ଦିର ସମ୍ମୁଖରୁ ଏହି ରାଲି ବାହାରି ସହର ସାରା ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ଭଦ୍ରକ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଓ ସଦର ବିଧାୟକ…

ବାଲେଶ୍ବରରେ ରାହୁଳ, କହିଲେ ନ୍ୟାୟ ଯୋଜନାକୁ ମୋଦିଙ୍କ ଭୟ

ବାଲେଶ୍ବରରେ ରାହୁଳ, କହିଲେ ନ୍ୟାୟ ଯୋଜନାକୁ ମୋଦିଙ୍କ ଭୟ

On

ରେମୁଣା: କଂଗ୍ରେସର ନ୍ୟାୟ ଯୋଜନାକୁ ମୋଦି ଡରି ଯାଇଛନ୍ତି। ସେଥିପାଇଁ ସେ ମଧ୍ୟବିତ୍ତଙ୍କୁ ବି ଡରାଉଛନ୍ତି। କହୁଛନ୍ତି, ମଧ୍ୟବିତ୍ତଙ୍କ ଟଙ୍କା ନେଇ ରାହୁଲ ଗାନ୍ଧୀ ଗରିବଙ୍କୁ ଦେଇଦେବ। ହେଲେ ଗୋଟିଏ ଟଙ୍କା ମଧ୍ୟବିତ୍ତଙ୍କ ଠାରୁ ନିଆଯିବ ନାହିଁ। ଅନୀଲ ଅମ୍ବାନୀ, ଲଳିତ ମୋଦି, ନୀରବ ମୋଦିଙ୍କ ଭଳି ଚୋରଙ୍କ ପକେଟରୁ ଟଙ୍କା ନେଇ ଗରିବ ଲୋକଙ୍କୁ ଦିଆଯିବ ବୋଲି…

କେନ୍ଦ୍ରାପଡ଼ା ରୋଡ ସୋ’ରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

କେନ୍ଦ୍ରାପଡ଼ା ରୋଡ ସୋ’ରେ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

On

କେନ୍ଦ୍ରାପଡ଼ା: ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ରୋଡ ସୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ରୋଡ ସୋ’ ମାଧ୍ୟମରେ ସାଧାରଣ ଜନତାଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି। ନବୀନ ଆଜି ଖରିନାସି ଗ୍ରାମପଂଚାୟତର ହରିଆବାଙ୍କ ମା’ ଶାରଳା ମନ୍ଦିର ନିକଟରୁ ରୋଡ ସୋ’ ଆରମ୍ଭ କରିଥିଲେ। ସେ…

ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ନାଁରେ ମାମଲା

ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ନାଁରେ ମାମଲା

On

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେଶ ସିଂଙ୍କ ନାଁରେ ମାମଲା ରୁଜୁ ହୋଇଛି। ଯୋଗେଶ ସିଂଙ୍କ ଭାଇ ରିତେଶଙ୍କ ସହ ୭ ଜଣଙ୍କ ନାଁରେ ଭସ୍ମା ଥାନାରେ ଏହି ମାମଲା ରୁଜୁ ହୋଇଛି। ବୀଣା ଗହୀର ନାମକ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା କରିଛି। ଅଭିଯୋଗକାରିଣୀଙ୍କ ଘର ଭସ୍ମା ଥାନା ରାଇବଗା ଅଞ୍ଚଳରେ। ଗତ…

ସମ୍ବଲପୁରରେ ନବୀନଙ୍କ ରୋଡ ସୋ’, ଆଜି ଯିବେ କୁଚିଣ୍ଡା

ସମ୍ବଲପୁରରେ ନବୀନଙ୍କ ରୋଡ ସୋ’, ଆଜି ଯିବେ କୁଚିଣ୍ଡା

On

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାତି ପ୍ରାୟ ୧୦ଟାରେ ସମ୍ବଲପୁରରେ ରୋଡ ସୋ’ ଶେଷ କରି ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ମା’ ସମଲେଶ୍ୱରୀଙ୍କ ଠାରୁ ଆଶୀର୍ବାଦ ନେଇ ନେବା ପରେ ନବୀନ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବା ପାଇଁ ପହଂଚିଛନ୍ତି। ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନବୀନ ପ୍ରଚାର…

ମୟୁରଭଞ୍ଜରେ ଭୂମିକମ୍ପ

ମୟୁରଭଞ୍ଜରେ ଭୂମିକମ୍ପ

On

ଭୁବନେଶ୍ବର: ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଓ ପଡ଼ୋଶୀ ଛାଡ଼ଖଣ୍ଡେର ଆଜି ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୨୦ ମିନିଟରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ଥିଲା ୪.୪ ମାଗ୍ନିଚ୍ୟୁଡ୍। ଏଥିରେ କେହି ମୃତାହତ ହୋଇନାହାନ୍ତି। ମୟୁରଭଞ୍ଜର ରାଇରଙ୍ଗପୁର, ବିଶୋୟୀ, ଗୋରୁମହିଷାଣୀ ଓ ବହଳଦା ଅଞ୍ଚଳରେ ଲୋକେ ଭୂକମ୍ପ ଅନୁଭବ କରିଥିବା ବେଳେ ଝାଡ଼ଖଣ୍ଡର ଖରସୁଆଁ, ଶଢ଼େଇକଳା,…

ମହିଳାଙ୍କୁ ହକ୍‌ ଦେଇଛି ବିଜୁ ଜନତା ଦଳ: ନବୀନ ପଟ୍ଟନାୟକ

ମହିଳାଙ୍କୁ ହକ୍‌ ଦେଇଛି ବିଜୁ ଜନତା ଦଳ: ନବୀନ ପଟ୍ଟନାୟକ

On

ଭୁବନେଶ୍ୱର: ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନା ଠାରୁ ଦୁଇଗୁଣ ଟଙ୍କା ପାଉଥିବା କଥା ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅଭିଯାନରେ ନୟଗଡ଼ର ରଣପୁର ଠାରେ ଆୟୋଜିତ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କ ଆଗରେ…

ପାଞ୍ଚ ଜଣଙ୍କୁ କଚାଡ଼ି ମାରିଲେ ହାତୀ

ପାଞ୍ଚ ଜଣଙ୍କୁ କଚାଡ଼ି ମାରିଲେ ହାତୀ

On

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ ଓ ନିକଟସ୍ଥ ସନ୍ଥପଡ଼ା ଗ୍ରାମର ଅନ୍ୟ ଜଣଙ୍କୁ କଚାଡ଼ି ମାରିଥିବା ସୂଚନା ମିଳିଛି। ଷଣ୍ଢଗାଁ’ର ମୃତ ବ୍ୟକ୍ତିମାନେ ଗୋଟିଏ ପରିବାର ଅନ୍ତର୍ଗତ। ସେମାନେ ସଂପର୍କରେ…