ପାଞ୍ଚ ଜଣଙ୍କୁ କଚାଡ଼ି ମାରିଲେ ହାତୀ

ପାଞ୍ଚ ଜଣଙ୍କୁ କଚାଡ଼ି ମାରିଲେ ହାତୀ

On

ଅନଗୁଳ: ଗୁରୁବାର ମଧ୍ୟ ରାତ୍ରୀରେ ଅନୁଗୋଳ ଜିଲ୍ଲା ତାଳଚେରରେ ହାତୀ ଆକ୍ରମଣରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେର ଅନ୍ତର୍ଗତ ଷଣ୍ଢଗାଁରେ ମଧ୍ୟରାତ୍ରରେ ପଲେ ହାତୀ ପଶି ଗୋଟିଏ ଗ୍ରାମର ୪ ଜଣ ଓ ନିକଟସ୍ଥ ସନ୍ଥପଡ଼ା ଗ୍ରାମର ଅନ୍ୟ ଜଣଙ୍କୁ କଚାଡ଼ି ମାରିଥିବା ସୂଚନା ମିଳିଛି। ଷଣ୍ଢଗାଁ’ର ମୃତ ବ୍ୟକ୍ତିମାନେ ଗୋଟିଏ ପରିବାର ଅନ୍ତର୍ଗତ। ସେମାନେ ସଂପର୍କରେ…