କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର ସଭ୍ୟତା

କଳାହାଣ୍ଡିରେ ୨୩ଶହ ବର୍ଷ ତଳର ନଗର ସଭ୍ୟତା

On

ଭବାନୀପାଟଣା: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍ଅ‍ାଇ) ସଂସ୍ଥାନ ଭୁବନେଶ୍ବର କ୍ଷେତ୍ରର ଖନନ ବିଭାଗ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଠାରେ ମୌର୍ଯ୍ୟ ସାମ୍ରାଜ୍ୟ ସମସାମୟିକ ଖ୍ରୀଷ୍ଟପୂର୍ବ ୩୨୨-୧୮୫ ସମୟର ଏକ ନଗର ସଭ୍ୟତା ଅ‍ାବିଷ୍କାର କରାଯାଇଛି। ଖନନ ସମୟରେ ରାଜକୀୟ ଠାଣିର ରୂପା ମୁଦ୍ରା, ଟାଇଲ୍ ଅ‍ାଚ୍ଛାଦିତ ଚଟାଣ, ପ୍ରବାଳ ଓ ଗୋଟିକା ପଥରର ଅଳଙ୍କାର ପ୍ରମୁଖ ମିଳିଛି।…