ନୂଆପଡ଼ାରେ ୫ କିଲୋମିଟର ଦୋଳାରେ ବୁହାହେଲେ ଗର୍ଭବତୀ

ନୂଆପଡ଼ାରେ ୫ କିଲୋମିଟର ଦୋଳାରେ ବୁହାହେଲେ ଗର୍ଭବତୀ

On

ଭୁବନେଶ୍ବର: ଗାଡ଼ି ଯାତାୟତ ପାଇଁ ରାସ୍ତା ନଥିବା ହେତୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟର ବାଟ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ପହଞ୍ଚାଇବାକୁ ପଡ଼ିଛି। ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ କପୁରଗଡ଼ ଗାଁରେ। ସେହି ଗାଁର ପରମାନନ୍ଦ ମାଝୀଙ୍କ ପତ୍ନୀ ଜୁଗୁନି ମାଝୀ ଆଜି ସକାଳୁ ପ୍ରସବ ବେଦନା ଭୋଗିବାରୁ ପରିବାର ଲୋକେ ତୁରନ୍ତ…