ମହିଳାଙ୍କୁ ହକ୍‌ ଦେଇଛି ବିଜୁ ଜନତା ଦଳ: ନବୀନ ପଟ୍ଟନାୟକ

ମହିଳାଙ୍କୁ ହକ୍‌ ଦେଇଛି ବିଜୁ ଜନତା ଦଳ: ନବୀନ ପଟ୍ଟନାୟକ

On

ଭୁବନେଶ୍ୱର: ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍‌ ଦେଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ କେନ୍ଦ୍ର ଯୋଜନା ଠାରୁ ଦୁଇଗୁଣ ଟଙ୍କା ପାଉଥିବା କଥା ଶୁକ୍ରବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅଭିଯାନରେ ନୟଗଡ଼ର ରଣପୁର ଠାରେ ଆୟୋଜିତ ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ସମବେତ ଜନତାଙ୍କ ଆଗରେ…

ଦଶପଲ୍ଲାରେ ରମେଶ ବେହେରାଙ୍କ ପ୍ରତି ବଢ଼ୁଛି ଜନସମର୍ଥନ

ଦଶପଲ୍ଲାରେ ରମେଶ ବେହେରାଙ୍କ ପ୍ରତି ବଢ଼ୁଛି ଜନସମର୍ଥନ

On

ନୟାଗଡ଼: ଦଶପଲ୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରତି ବିପୁଳ ଜନସମର୍ଥନ ଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ତାଙ୍କର ପ୍ରତିଦ୍ବନ୍ଦ୍ବୀମାନେ ଉଭୟ ପ୍ରଚାରରେ ଓ ଲୋକପ୍ରିୟତାରେ ବହୁ ପଛରେ ପଡ଼ିଛନ୍ତି। ଜଣେ ଯୁବ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ରମେଶ ବେହେରାଙ୍କର ପ୍ରସିଦ୍ଧି ଥିବା ବେଳେ ଚଳିତ…

ଦଶପଲ୍ଲା: ପ୍ରଚାରରେ ରମେଶ ଆଗୁଆ, ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଦଶପଲ୍ଲା: ପ୍ରଚାରରେ ରମେଶ ଆଗୁଆ, ଆସନ୍ତାକାଲି ଆସୁଛନ୍ତି ମୁଖ୍ୟମନ୍ତ୍ରୀ

On

ନୟାଗଡ଼: ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଆସନ୍ତା ଏପ୍ରିଲ ୧୮ ତାରିଖରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ମତଦାତାଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚାଲିଛି। ତେବେ ପ୍ରଚାରରେ ସର୍ବାଗ୍ରେ ଅଛନ୍ତି ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା। ଜଣେ ଯୁବ ଓଡ଼ିଶା ପ୍ରଶାସନିକ…

ସ୍ବାର୍ଥ ନୁହେଁ, ଦଳୀୟ ଶୃଙ୍ଖଳା ଆଗ: ଅନୁଭବ ପଟ୍ଟନାୟକ

ସ୍ବାର୍ଥ ନୁହେଁ, ଦଳୀୟ ଶୃଙ୍ଖଳା ଆଗ: ଅନୁଭବ ପଟ୍ଟନାୟକ

On

ଗୋଦ୍ରେଜ କମ୍ପାନୀରେ ସହକାରୀ ମହା ପ୍ରବନ୍ଧକ (ଏଜିଏମ୍) ଭାବେ କାର୍ଯ୍ୟ କରୁଥିଲେ ଅନୁଭବ ପଟ୍ଟନାୟକ। ଚାକିରି ଛାଡ଼ି ୨୦୧୪ ମସିହାରେ ରାଜନୀତିରେ ପାଦଦେଲେ। ଖଣ୍ଡପଡ଼ାରୁ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଯୁବ ବିଧାୟକ ଅନୁଭବ ପଟ୍ଟନାୟକ ଏଥର ବିଜେଡି ଟିକେଟରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ବିଜେଡି ଟିକେଟ ପାଇଥିବା ତାଙ୍କର ଏକଦା ପ୍ରତିଦ୍ବନ୍ଦ୍ବୀ…

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ, ପ୍ରସ୍ତାବକ ରହିଲେ ଅନୁଭବ

ଖଣ୍ଡପଡ଼ା: ନାମାଙ୍କନ ଦାଖଲ କଲେ ସୌମ୍ୟରଂଜନ, ପ୍ରସ୍ତାବକ ରହିଲେ ଅନୁଭବ

On

ନୟାଗଡ଼: ନିଜର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ସମର୍ଥକ କରିବାରେ ସଫଳ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ। ବିଜେଡି ଟିକେଟରେ ସେ ଆଜି ଖଣ୍ଡପଡ଼ା ବିଧାନସଭା ଆସନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କୁ ତାଙ୍କ ସହ ଦେଖିବାକୁ ମିଳିଥିଲା। ବର୍ତ୍ତମାନର ବିଧାୟକ ତଥା ଏଥର ଖଣ୍ଡପଡ଼ାରୁ ଟିକେଟ ପାଇଁ…

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ ସହ ବୁଝାମଣା!

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ ସହ ବୁଝାମଣା!

On

ନୟାଗଡ଼: ଖଣ୍ଡପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପାଇଁ ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଗତକାଲି ଠାରୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ସେଥିରେ ଭଟ୍ଟା ପଡ଼ିଛି। ଅନୁଭବଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ସହ ବୁଝାମଣା କରି…

ଖଣ୍ଡପଡ଼ା: ଆସନ୍ତାକଲି ସ୍ବାଧୀନ ଭାବେ ନାମାଙ୍କନ କରିବେ ଅନୁଭବ

ଖଣ୍ଡପଡ଼ା: ଆସନ୍ତାକଲି ସ୍ବାଧୀନ ଭାବେ ନାମାଙ୍କନ କରିବେ ଅନୁଭବ

On

ନୟାଗଡ଼: ବିଜେଡି ପକ୍ଷରୁ ଆଜି ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଖଣ୍ଡପଡ଼ାରୁ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଟିକେଟ୍‌ କଟିଛି। ତାଙ୍କ ବଦଳରେ ରାଜ୍ୟସଭା ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ତେବେ ଟିକେଟ୍‌ ନପାଇବା ପରେ ସ୍ବାଧୀନ ଭାବେ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅନୁଭବ। ଆସନ୍ତାକାଲି ସେ ନିଜର ନାମାଙ୍କନ ପତ୍ର ଦାଖଲ…

ବିଜେଡିର ୮ମ ପ୍ରାର୍ଥୀ ତାଲିକା: ଖଣ୍ଡପଡ଼ାରୁ ସୌମ୍ୟ, ଭୁବନେଶ୍ବର ମଧ୍ୟରୁ ଅନନ୍ତ

ବିଜେଡିର ୮ମ ପ୍ରାର୍ଥୀ ତାଲିକା: ଖଣ୍ଡପଡ଼ାରୁ ସୌମ୍ୟ, ଭୁବନେଶ୍ବର ମଧ୍ୟରୁ ଅନନ୍ତ

On

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ଅଷ୍ଟମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଭୁବନେଶ୍ବର ମଧ୍ୟରୁ ବିଜୟ ମହାନ୍ତିଙ୍କ ଟିକେଟ କଟିଥିବା ବେଳେ ତାଙ୍କ ସ୍ଥାନରେ ଟିକେଟ ପାଇଚନ୍ତି ଭୁବନେଶ୍ବରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା। ଅନୁରୂପ ଭାବେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରୁ ଅନୁଭବ ପଟ୍ଟନାୟକଙ୍କ ପରିବର୍ତ୍ତେ…

ଜବାବ ମାଗୁଛି ଖଣ୍ଡପଡ଼ା: ଅନୁଭବଙ୍କ ସପକ୍ଷରେ ଏକାଠି ହେଲେ ବିଜେଡି କର୍ମୀ, ଦେଖନ୍ତୁ ଭିଡିଓ

ଜବାବ ମାଗୁଛି ଖଣ୍ଡପଡ଼ା: ଅନୁଭବଙ୍କ ସପକ୍ଷରେ ଏକାଠି ହେଲେ ବିଜେଡି କର୍ମୀ, ଦେଖନ୍ତୁ ଭିଡିଓ

On

ନୟାଗଡ଼: “କିଛି ଦିନ ତଳେ ଖଣ୍ଡପଡ଼ାରେ ବିଜୁ ଜନତା ଦଳ ପକ୍ଷରୁ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମ ହେଉଥିଲା। ତେବେ ଏବେ ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗୁଛି ଖଣ୍ଡପଡ଼ା। ବିଧାୟକ ଅନୁଭବ ପଟ୍ଟନାୟକଙ୍କର କଣ ଏମିତି ତ୍ରୁଟି ରହିଗଲା ଯେ ତାଙ୍କୁ ଟିକେଟରୁ ବଞ୍ଚିତ କରିବା ପାଇଁ ମସୁଧା ଚାଲିଛି। ଖଣ୍ଡପଡ଼ାରେ ବିକାଶ ପୁରୁଷ ସାଜିଥିବା…

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

ଖଣ୍ଡପଡ଼ାରୁ ପ୍ରାର୍ଥୀ ହେବେ ସୌମ୍ୟରଂଜନ

On

ନୟାଗଡ଼: ବିଜୁ ଜନତା ଦଳ ଆଜି ଏହାର ସପ୍ତମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଆହୁରି ୧୦ଟି ବିଧାନସଭା କ୍ଷେତ୍ର ଓ ୨ଟି ଲୋକସଭା କ୍ଷେତ୍ର ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ। ଖଣ୍ଡପଡ଼ା ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଅସମାହିତ ଥିବା ବେଳେ ଏଠାରୁ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।…