ଫନି ଝଡ଼, ପୁରୀରେ ଜଣେ ମୃତ

ଫନି ଝଡ଼, ପୁରୀରେ ଜଣେ ମୃତ

On

ପୁରୀ: ଆଜି ସକାଳ ୮ଟାରୁ ଅତ୍ୟନ୍ତ ଭୟଙ୍କର ଝଡ଼ ଫନିର ତାଣ୍ଡବ ଓଡ଼ିଶା ଉପକୂଳରେ ଜାରି ରହିଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପୁରୀ ଜିଲ୍ଲା। ପୁରୀରେ ଫନି ପ୍ରଭାବରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ ପ୍ରବଳ ପବନରେ ଗଛ ଉପୁଡ଼ି ଉପରେ ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପୁରୀର…

ବିଜେପିରେ ମିଶିଲେ ଶଙ୍କର ପରିଡ଼ା

ବିଜେପିରେ ମିଶିଲେ ଶଙ୍କର ପରିଡ଼ା

On

ଭୁବନେଶ୍ବର: ପୂର୍ବତନ ରାଜ୍ୟ ପଞ୍ଚାୟତ ପରିଷଦ ସଭାପତି ତଥା ପୁରୀର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର୍ଷଣ ପରିଡ଼ା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଜଣେ ସମାଜସେବୀ ଓ କବି ଭାବେ ପରିଚିତ ଶଙ୍କର୍ଷଣ ଜନତା ଦଳରୁ ନିଜର ରାଜନୈତିକ ଜୀବନ ଅ‍ାରମ୍ଭ କରିଥିଲେ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ହାେଇ ପାରିଥିଲେ। ପରବର୍ତ୍ତୀ…

ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ: ସମ୍ବିତ ପାତ୍ର

ପୁରୀରେ ପଦ୍ମ ନୁହେଁ, ଫୁଟିବ ଶଙ୍ଖ: ସମ୍ବିତ ପାତ୍ର

On

ପୁରୀ: କହୁ କହୁ କହିଦେଲେ ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର। ପଦ୍ମ ବଦଳରେ ପାଟିରୁ ବାହାରି ପଡ଼ିଲା ବିଜୁ ଜନତା ଦଳର ଦଳୀୟ ସଙ୍କେତ ଶଙ୍ଖର ପ୍ରଶସ୍ତି। ଗଣମାଧ୍ୟମରେ ମତ ରଖିଲା ବେଳେ ସମ୍ବିତ କହିଛନ୍ତି ଯେ, ପୁରୀରେ ଏଥର ଶଙ୍ଖ ଫୁଟିବ। ନିଜ ବକ୍ତବ୍ୟରେ ଗତକାଲି ସଂଧ୍ୟାରେ ଏଭଳି କହିଛନ୍ତି ସମ୍ବିତ। ସମ୍ବିତ କହିଥିଲେ…