ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ କଲା ବିଜେପି

ବିଜେପୁରରୁ ସନତ ଗଡ଼ତିଅ‍ାଙ୍କୁ ପ୍ରାର୍ଥୀ କଲା ବିଜେପି

On

ଭୁବନେଶ୍ବର: ଭାରତୀୟ ଜନତା ଦଳର ଚତୁର୍ଥ ବିଧାୟକ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ଅ‍ାଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ସାମନା କରିବେ ବିଜେପିର ସନତ ଗଡ଼ତିଅ‍ା। ୪ଟି ପର୍ଯ୍ୟାୟରେ ବିଜେପି ଏଯାବତ୍ ଓଡ଼ିଶାରୁ ୧୩୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଅ‍ାଉ ୧୫…