Browsing Category
ବାଣିଜ୍ୟ
ବଦଳିଲା ଏୟାର ଇଣ୍ଡିଆ ଲୋଗୋ
ଓଏଲ୍ ବ୍ୟୁରୋ: ଟାଟା ଗ୍ରୁପ୍ର ଏୟାରଲାଇନ୍ସରେ ପରିଣତ ହୋଇଥିବା ଏୟାର ଇଣ୍ଡିଆ ଏହାର ନୂଆ ଲୋଗୋ ଲଞ୍ଚ କରିଛି। ନୂତନ ଲୋଗୋ, ବ୍ରାଣ୍ଡ ଏବଂ ପରିଚୟ ସହିତ ଏୟାରଲାଇନ ଦେଖାଯିବ।ଏୟାର ଇଣ୍ଡିଆର ନୂତନ ଲୋଗୋ ଅସୀମିତ ସମ୍ଭାବ୍ୟତାର ପ୍ରତୀକ ପ୍ରତିଫଳିତ କରେ।
ଏୟାର ଇଣ୍ଡିଆ ଗତ ୧୫ ମାସ ଧରି ନୂଆ ଲୋଗୋ ଉପରେ…
ବ୍ୟାଙ୍କକୁ ଫେରିଲାଣି ୮୮% ଦୁଇ ହଜାର…
ଓଏଲ୍ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପଡେଟ୍ ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଯେ, ୮୮ ପ୍ରତିଶତ ଦୁଇ ହଜାଟ ଟଙ୍କିଆ ନୋଟଗୁଡ଼ିକ ଦେଶର ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଫେରି ଆସିଛି। ଜୁଲାଇ ୩୧ ସୁଦ୍ଧା ବଜାରରେ କେବଳ ୪୨ ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦…
ଆଜିଠୁ ବଦଳ କରିପାରିବେ ୨ହଜାର ଟଙ୍କିଆ…
ଓଏଲ୍ ବ୍ୟୁରୋ: ଆପଣ ୨ହଜାର ଟଙ୍କଆ ନୋଟ୍ ରଖିଛନ୍ତି କି? ଯଦି ହଁ ତେବେ ବ୍ୟାଙ୍କରେ ଯାଇ କରିନିଅନ୍ତୁ ବଦଳ। କାରଣ ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା। ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍। ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର…
୨୦୦୦ ଟଙ୍କିଆ ନୋଟ ଫେରାଇ ନେବ ଆରବିଆଇ
ଓଏଲ୍ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କର ସବୁଠାରୁ ବଡ଼ କରେନ୍ସି ୨୦୦୦ ଟଙ୍କିଆ ନୋଟ ଉପରେ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ନେଣଦେଣରୁ ବିଦାୟ ନେବ ୨ ହଜାର ଟଙ୍କିଆ ନୋଟ୍। ବିଦାୟ ନେଲେ ବି ଏବେ ଅଚଳ ହେବନି ୨ ହଜାର ଟଙ୍କିଆ ନୋଟ୍।
ଆପଣଙ୍କ ପାଖେ ଯଦି…
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିଲା…
ଓଏଲ୍ ବ୍ୟୁରୋ : ବୃଦ୍ଧି ପାଇଲା ଇପିଏଫଓ ସୁଧହାର। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫଓ ସୁଧହାର ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି। ଗତବର୍ଷ ଇପିଏଫଓ ସୁଧହାର ୮.୧ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୧-୨୨ ପାଇଁ ଇପିଏଫ୍ଓ ଘୋଷଣା କରିଥିବା ୮.୧ ପ୍ରତିଶତ ସୁଧ ହାର ସହିତ ଏବର୍ଷର ହାର ପ୍ରାୟ…
ଏୟାର ଇଣ୍ଡିଆ କିଣିବ ୨୫୦ଟି ବିମାନ
ଓଏଲ୍ ବ୍ୟୁରୋ: ଟାଟା ସନ୍ସ ମଙ୍ଗଳବାର କରିଛି ବଡ଼ ଘୋଷଣା। ବିମାନ ଚଳାଚଳ ଇତିହାସରେ ସବୁଠାରୁ ବଡ଼ ବିମାନ କ୍ରୟ ଚୁକ୍ତି କରିଛି ଟାଟା ଗ୍ରୁପ୍। ଏୟାର ଇଣ୍ଡିଆ ପାଇଁ ଫ୍ରାନ୍ସର ଏୟାରବସଠାରୁ ୨୫୦ଟି ଏୟାରବସ ଏ୩୫୦ ବିମାନ କିଣିବାକୁ ଟାଟା ଗ୍ରୁପ ଚୁକ୍ତି କରିଛି। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ…
ବଜାରରେ ହାହାକାର, ଦିନକରେ ବୁଡ଼ିଗଲା ୩…
ଓଏଲ୍ ବ୍ୟୁରୋ : ଗୁରୁବାର ଦିନ ସେୟାର ବଜାରରେ ହାହାକର ସ୍ଥିତି । ଯାହାଫଳରେ ବିଏସଇ ସେନସେକ୍ସ ୮୭୮.୮୮ ପଏଣ୍ଟ ହ୍ରାସ ହୋଇ ୬୧,୭୯୯ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ଏନଏସଇ ନିଫ୍ଟି ମଧ୍ୟ ୨୪୫.୪୦ ପଏଣ୍ଟ ତଳକୁ ଖସି ୪୮,୪୧ ପଏଣ୍ଟରେ ବନ୍ଦ ହୋଇଛି। ବୁଧବାର ରାତିରେ ଆମେରିକୀୟ ଫେଡେରାଲ ରିଜର୍ଭ ସୁଧ…
ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ, ଉଦଘାଟନ…
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ । ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬…
ଆଜିଠୁ ରାଜଧାନୀରେ ଶିଳ୍ପ ମହାକୁମ୍ଭ
ଓଏଲ୍ ବ୍ୟୁରୋ: ୩ ବର୍ଷର ଅନ୍ତର ପରେ ଆଜିଠୁ ଆରମ୍ଭ ହେଉଛି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଏହି ଶିଳ୍ପ ମହାକୁମ୍ଭର ୩ୟ ସଂସ୍କରଣକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଦିନ ଧରି ହେବାକୁ ଥିବା କନକ୍ଲେଭରେ ବିଭିନ୍ନ ଶିଳ୍ପ ସଂସ୍ଥାମାନେ ସାମିଲ ହେବେ। ତେବେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ…
ଶନିବାର ବ୍ୟାଙ୍କ ଧର୍ମଘଟ
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଶନିବାର। ଆପଣ ଯଦି କାଲି ପାଇଁ କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି ତେବେ ଆଜି ହିଁ କରି ନିଅନ୍ତୁ। କାରଣ ଶନିବାର ଦିନ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ।
ଆଉଟସୋର୍ସିଂ ନିଯୁକ୍ତିକୁ ବିରୋଧ କରି ଏହି…