Browsing Category
ଜିଲ୍ଲା
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ
ଭୁବନେଶ୍ବର: ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ।ଏଭଳି ଅଭାବନୀୟ ଘଟଣାଟି ଚନ୍ଦ୍ରଶେଖରପୁର ଥାନାସ୍ଥିତ ବିର୍ଷା ମୁଣ୍ଡା ବସ୍ତିରେ ଘଟିଛି। ପାରିବାରିକ କଳହରୁ ଏପରି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି କୁହାଯାଉଛି। ସ୍ତ୍ରୀ ମମିନା ପୂର୍ତ୍ତିକୁ ପିଟିପିଟି ହତ୍ୟା କରିଛି ସ୍ବାମୀ ରଙ୍ଗଲାଲ ପୂର୍ତ୍ତି।…
ସାବୁନ ପାଇଁ କଳି, ହତ୍ୟା କଲା ନାବାଳକ
କେନ୍ଦ୍ରାପଡ଼ା: ସାବୁନ ପାଇଁ ହତ୍ୟା। ନିଜ ସାବୁନ ନ ପାଇବାରୁ ଜଣେ ୭ ବର୍ଷ ନାବାଳକର ବେକ କାଟି ଦେଇଥିଲା ଆଉ ଜଣେ ନାବାଳକ। ଆକ୍ରମଣର ଶିକାର ହୋଇଥିବା ନାବାଳକ ହେଲେ ପାପୁନି। ସେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛି। ଅନେକ ତନାଘନା ପରେ ପୁଲିସ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଭିଯୁକ୍ତ ନାବାଳକକୁ ଅଟକ ରଖିଛି।…
ଶୁଣାଣି ହେବ ୨୦୨୧-୨୨ ବର୍ଷର ବିଦ୍ୟୁତ୍…
ଭୁବନେଶ୍ୱର: ଆଜିଠାରୁ ଶୁଣାଣି ଆରମ୍ଭ ହେବ ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଦର । ବିଦ୍ୟୁତ୍ ନିୟାମକ ଆୟୋଗରେ ଫେବ୍ରୁଆରୀ ୧୯ ଯାଏ ଏହି ଶୁଣାଣି ଚାଲିବ । ଫେବ୍ରୁଆରୀ ୨୨ରେ ରାଜ୍ୟ ପରାମର୍ଶଦାତା କମିଟି ବୈଠକ ବସିବ ।
ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ…
ଭୁବନେଶ୍ବର: ଶୀତର ଚାଦରରେ ଆବରଣ ହୋଇ ରହିଛି ଓଡ଼ିଶା। ରାଜ୍ୟର ୬ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିବାର ସୂଚନା ମିଳିଛି। ପ୍ରକାଶ ଯେ, କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩.୨ ଡିଗ୍ରୀ, ଫୁଲବାଣୀରେ ୫.୫ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ି ଠାରେ ରାତ୍ରି-ତାପମାତ୍ରା ୬.୫ ଡିଗ୍ରି…
ପୁଲିସକୁ ଆକ୍ରମଣ ଘଟଣାରେ ୭ ଜଣ ଗିରଫ
ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ଲକ୍ ପୁଲିସ ପାରାଦୀପ ଗଡ଼ ଗ୍ରାମର ମଠସାହୀରୁ ୭ ଜଣଙ୍କୁ ଗିରଫ କରିଛି। ପୁଲିସକୁ ଆକ୍ରମଣ ଘଟଣାରେ ସେମାନଙ୍କୁ ଉଠେଇ ନେଇ ଥାନାରେ ପଚରାଉଚରା କରୁଛି ପୁଲିସ ।
ପ୍ରକାଶ ଯେ, ଗତକାଲି ସନ୍ଧ୍ୟାରେ ଅଭୟଚାନ୍ଦପୁର ପୋଲିସ ପାରାଦୀପ ଗଡ଼ ଗାଁର ତ୍ରୀନାଥ ଦଳାଇକୁ…
ସନ୍ଥକବି ଭୀମ ଭୋଇଙ୍କ ଚିରନ୍ତନ ବିଚାର…
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ସନ୍ଥକବି ଭୀମ ଭୋଇଙ୍କ “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ” ଚିରନ୍ତନ ବିଚାରକୁ ପାଥେୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କରୁଥିବା ବେଳେ ଗରିବ ଓ ଦେଶର କଲ୍ୟାଣ ପାଇଁ…
ରେଳ ଧାରଣା କଡରୁ ବେଦାନ୍ତ ମେଡିକାଲ…
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ରୋଡ୍ ରେଳଷ୍ଟେସନର ସିକେରକୁପା ରେଳ ଲାଇନରୁ ମୃତ ଦେହ ଠାବ।ମୃତକ ହେଲେ ବେଦାନ୍ତ ମେଡିକାଲ କର୍ମଚାରୀ । ତାଙ୍କ ନାମ ଜଗନ୍ନାଥ ବାଗ । ତାଙ୍କ ବୟସ ୪୭ ବର୍ଷ ବୋଲି ଜଣାପଡିଛି । ତାଙ୍କ ଘର ଭବାନୀପାଟଣା ଗୌଟିଆପଡାର । ସେ ୨୦୦୫ ମସିହାରୁ ଲାଞ୍ଜିଗଡ ବେଦାନ୍ତ…
ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର
ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକର କଲେଇ ପଞ୍ଚାୟତ ବଳାଜିତପଡା ଗାଁରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪ଟି ପରିବାରର ୧୦ରୁ ଊର୍ଦ୍ଧ୍ଵ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। କେବଳ ଘର ନୁହେଁ ଘରର ଆସବାବପତ୍ର ସମେତ ଘରର ଧାନ, ଚାଉଳ, ଘର କରଣା ଜିନିଷ, ପିନ୍ଧାଲୁଗା ପୋଡି ପାଉଁଶ ହୋଇଛି। ନିଆଁର…
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ଲମତାପୁଟ: ଓଡ଼ିଶା ଆନ୍ଧ୍ରପ୍ରଦେଶରର ସୀମାନ୍ତରୁ ଛତିଶଗଡକୁ ଚାଲଣା ହେଉଥିବା ଗଞ୍ଜେଇକୁ ଜବତ କରିଛି ପୁଲିସ। ଗଞ୍ଜେଇର ମୂଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କାର ହେବ। ପୁଲିସ ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ପଡୁଆ ଥାନା ଅଧିକାରୀ ରାଇଶିଙ୍ଗ ଗ୍ରାମ ନିକଟରେ ପେଟ୍ରୋଲିଂ କରିଥିଲେ ।…
ଗଛରେ ପିଟିହେଲା କାର, ଚାଲିଗଲା ଦୁଇ…
ବଲାଙ୍ଗୀର: ଆଜି ଟିଟିଲାଗଡ଼ ରାସ୍ତାର ସାଗରପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଗଛରେ ଏକ କାର ପିଟି ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ସହ ୨ ଗୁରୁତରଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। କାରଟି…