Odisha Link
Bridging the Missing Links in Odisha
Browsing Category

ଜିଲ୍ଲା

କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ

କଟକ: କଟକ ଶିଶୁଭବନ ଆଇସିୟୁରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା କ୍ଷଣୀ ଆୟତ୍ତ କରାଯାଇଛି। କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରାଥମିକ ଭାବେ ଆକଳନରୁ ଜଣାପଡ଼ିଛି। ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୫ ମସିହାରେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ…

ଜେଲ୍‌ ପରିଦର୍ଶନ କରିବାକୁ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲରେ ବନ୍ଦୀ ଜୀବନ କାଟୁଥିବା ଅନ୍ତେବାସୀଙ୍କ ସମସ୍ୟାକୁ ନେଇ ଆଜି ଓଡ଼ିଶା ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅଚାନକ…

ନରକଙ୍କାଳ ମିଳିବା ଘଟଣା: ନିଲମ୍ବିତ ହେଲେ…

ଭୁବନେଶ୍ବର: ଫାଣ୍ଡି ପରିସରରେ ଗାଡ଼ିରୁ ନରକଙ୍କାଳ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରାଯାଇଛି। ଫାଣ୍ଡି ପରିସରରେ ଥିବା ଜବତ ଗାଡ଼ିରେ ମହିଳା ମୃତ୍ୟୁବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣିନପାରି କର୍ତ୍ତବ୍ୟରେ ଅବହେଳା କରିଛନ୍ତି। ଏଣୁ…

ଗଣଶିକ୍ଷା ମନ୍ତ୍ରୀଙ୍କର ଅଚାନକ ସ୍କୁଲ…

ପୁରୀ: ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କର ଅଚାନକ ସ୍କୁଲ ପରିଦର୍ଶନ। ପୁରୀ ଜିଲ୍ଲାକୁ ଅଚାନକ ଗସ୍ତ କରି ସ୍କୁଲରେ ଶିକ୍ଷାଦାନ ପ୍ରସଙ୍ଗରେ ପିଲାଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ। ଏଥିସହ ଅଭ୍ୟାସ ବୋର୍ଡ ପରୀକ୍ଷା କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ…

ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ୨୮ ତାରିଖରୁ ଝାରସୁଗୁଡ଼ାରୁ ଚେନ୍ନlଇକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା…

ଚୈତ୍ର ମେଳା ପାଇଁ ଗାଇଡଲାଇନ୍ ଜାରି

ବ୍ରହ୍ମପୁର: ତାରା ତାରିଣୀଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଚୈତ୍ର ମେଳାକୁ ଗାଇଡଲାଇନ୍ ଜାରି କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍‌ ମୁତାବକ, କେବଳ ଗଞ୍ଜାମ ଜିଲ୍ଲା ଲୋକଙ୍କୁ ଚୈତ୍ର ମେଳା ଯିବାକୁ ଅନୁମତି ମିଳିବ। ଜିଲ୍ଲା ବାହାରର କୌଣସି…

କେନ୍ଦ୍ରାପଡ଼ା ଗସ୍ତରେ ମିଶନ ଶକ୍ତି…

କେନ୍ଦ୍ରାପଡ଼ା: ମିଶନଶକ୍ତି କମିଶନର ସୁଜାତା କାର୍ତ୍ତିକେୟନ ଆଜି କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ମିଶନଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରାଯାଇଥିବା ବେଳେ ଏହି ବିଭାଗକୁ କିପରି ଲୋକାଭିମୁଖୀ କରାଯିବ, ମହିଳାମାନେ କିପରି ଉନ୍ନତି କରିବେ ଏବଂ ସରକାରଙ୍କ ଯୋଜନା କିପରି ମହିଳା ମାନଙ୍କ ପାଖରେ ପହଞ୍ଚିବ ସେ…

ଏପ୍ରିଲ ପହିଲାରୁ ଗଡ଼ିପାରେ ସବୁ ଟ୍ରେନ!

ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଆସନ୍ତା ଏପ୍ରିଲ ୧ରୁ ପୂର୍ବତଟ ରେଳପଥ ଅଧିନରେ ଥିବା ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ ଚାଲିବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ବରିଷ୍ଠ ଜନସଂପର୍କ ଅଧିକାରୀ। ସେ କହିଛନ୍ତି ଯେ, ବର୍ତ୍ତମାନ କୋଭିଡ କଟକଣା ଯୋଗୁଁ ୫୯ ଯୋଡ଼ା…

୭ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା…

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୧୧ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୱେଲୋ ୱାର୍ଣ୍ଣିଂ ଜାରି କରିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୧ ଜିଲ୍ଲାରେ ଆଗାମୀ ୩ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ଏବଂ ବଜ୍ରପାତ ହେବ। କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼,…

ଗୃହରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ…

ଭୁବନେଶ୍ବର : ମଣ୍ଡି ସମସ୍ୟାକୁ ନେଇ ଆଜି ବିଧାନସଭା ସରଗରମ ହୋଇଯାଇଛି। ଚାଷୀଙ୍କ ପାଇଁ ବିରୋଧୀ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି। ବିରୋଧୀଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଆଜି ଗୃହ ବାରବାର ମୁଲତବୀ ହୋଇଛି। ତେବେ ଅପରାହ୍ନରେ ଏକ ଅସ୍ୱାଭାବିକ ଘଟଣା ଦେଖିବାକୁ ମିଳିଥିଲା। ବିଜେପି ବିଧାୟକ ସୁବାସ…