Odisha Link
Bridging the Missing Links in Odisha
Browsing Category

Uncategorized

ଗମନାଗମନ ସୁବିଧା ପାଇଁ ମହିଳାଙ୍କୁ ମିଳିବ…

ଓଏଲ୍‌ ବ୍ୟୁରୋ : ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ କରିବା ପାଇଁ ଗୃହ ନଗର ଉନ୍ନୟନ ବିଭାଗର ନୂତନ ପ୍ରଚେଷ୍ଟା। ୮ ହଜାର ସ୍ୱୟଂ ସହାୟକ ମହିଳା, ଟ୍ରାନ୍ସଜେଣ୍ଡର ଓ ଅଳିଆ ଉଠାଳିଙ୍କୁ ମିଳିବ ସାଇକେଲ। ଯେଉଁମାନେ ନଗର ବିଭାଗ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କାମ କରୁଛନ୍ତି, ସେମାନଙ୍କ ଗମନାଗମନ ସୁବିଧା…

ତୁର୍କୀରେ ଭୂକମ୍ପର ତାଣ୍ଡବ, ଧ୍ୱଂସାବଶେଷ…

ଓଏଲ୍‌ ବ୍ୟୁରୋ : ପ୍ରକୃତିର ବିଚିତ୍ର ଲୀଳାରେ ଫସିଯାଇଛି ହଜାର ହଜାର ଜୀବନ। ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱବାସୀଙ୍କ ମନ ଆନ୍ଦୋଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୯ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା କରାଯାଉଛ। ସୂଚନା…

ଅଜଣା ଗାଡି ଧକ୍କାରେ ସ୍ତ୍ରୀ ମୃତ ଏବଂ…

ଓଏଲ୍ ବ୍ୟୁରୋ : ଆଜି ପ୍ରାୟ ଦିନ ୧୨ଟା ପାଖାପାଖି ଏକ ଅଭବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଏକ ଅଜଣା ଗାଡି ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଦମ୍ପତି। ଅଜଣା ଗାଡି ଧକ୍କା ଦେବା ଦ୍ୱାରା ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ଵାମୀ ଗୁରୁତର ଆହତ ହୋଇଛନ୍ତି। ସ୍ୱାମୀଙ୍କୁ…

ବିଶାଖାପାଟଣା ହେଲା ଆନ୍ଧ୍ରପ୍ରଦେଶର…

ଓଏଲ୍ ବ୍ୟୁରୋ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ ମିଳିଲା ଏକ ନୂଆ ପରିଚୟ। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ ବିଶାଖାପାଟଣାକୁ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀର ନାମ ଘୋଷଣା କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବିଶାଖାପାଟଣା ସହରକୁ…

ଜଙ୍ଗଲରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ

ଓଏଲ୍‌ ବ୍ୟୁରୋ : ଅପହୃତ ହୋଇଥିବା ଯୁବକଙ୍କ ମୃତଦେହ ଠାବ କଲା ପୁଲିସ। ଅପହୃତ ହୋଇଥିବା ମୃତ ବ୍ୟକ୍ତି ଜଣକ ହେଲେ ମାଲକାନଗିରି ମୋଟୁ ଥାନା ତିଙ୍ଗରପଲିର ଗଙ୍ଗା ପଡ଼ିଆମୀ। ସୂଚନା ଅନୁସାରେ, ଗତକାଲି ଗଙ୍ଗାଙ୍କ ଘରକୁ କିଛି ଦୁର୍ବୁତ୍ତ ପଶି ଆସି ତାଙ୍କୁ ଉଠାଇନେଇଥିଲେ। ଅପହରଣ ପରେ ଅଭିଯୋଗ କ୍ରମେ ପୁଲିସ…

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ନୂଆ…

ଓଏଲ୍ ବ୍ୟୁରୋ : ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ହ୍ବାଟ୍ସଆପ୍‌ରେ ନୂଆ ସୁବିଧା। ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଯଦି ହ୍ବାଟ୍ସଆପ୍‌ରେ ଆସୁଥିବା କାହାର ଷ୍ଟାଟସ୍ ଦେଖନ୍ତି ତେବେ ହ୍ବାଟ୍ସଆପ୍‌ରେ ଷ୍ଟାଟସ୍ ଦେଇଥିବା ବ୍ୟକ୍ତି ଜାଣି ପାରିବେ ନାହିଁ। କିଛି ଦିନ ପୂର୍ବରୁ ଏହି ସୁବିଧା ଆରମ୍ଭ ହୋଇଥିବା…

‘ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ…

ଓଏଲ୍‌ ବ୍ୟୁରୋ : 'ୟୁଥ କାଉନ୍ସିଲ ଫର ଡେଭଲପମେଣ୍ଟ ଅଲଟରନେଟିଭସ'ର ତିରିଶତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ ଓ ସିଭିଲ ସୋସାଇଟିର ଭୂମିକା ସମ୍ପର୍କିତ ବିକାଶ ସଂପାନ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ନିଜ ବକ୍ତବ୍ୟ ରଖି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ଼ଃ ଅରବିନ୍ଦ…

ବର୍ଷାଙ୍କ ମାରାଥନ୍‌ ପ୍ରଚାର, ଅନୁଭବଙ୍କ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ଶେଷ। ରାତି ପାହିଲେ ଅନୁଷ୍ଠିତ ହେବ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଏସବୁ ମଧ୍ୟରେ ନିର୍ବାଚନୀ ପ୍ରଚାର ମଇଦାନରେ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନ୍ୟପଟେ କେଉଁଠି ବି ଦେଖାଯାଇନାହାନ୍ତି ଅଭିନେତାରୁ ନେତା ବନିଥିବା…

କୋଭିଡ ସ୍ଥିତି ସଂପୂର୍ଣ୍ଣ…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସଂପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି । ତେଣୁ ଭୟଭୀତ ନ ହୋଇ କୋଭିଡର ସମସ୍ତ ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ…

ବିଶ୍ବ ନିଯୁକ୍ତି ବଜାରରେ ଓଡ଼ିଶାର ଦକ୍ଷ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫେରେନ୍‌ସିଂ ଜରିଆରେ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକ୍‌ସ ମେକାନିକ୍…