ଅପରାଧର ବର୍ଷେ ପରେ ଦୋଷୀଙ୍କୁ ମିଳିଲା…
ଓଏଲ୍ ବ୍ୟୁରୋ: କଣ୍ଟାବାଂଜିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଅପରାଧର ଏକ ବର୍ଷ ପରେ ଏହି ମାମଲାରେ ୨ ଦୋଷୀଙ୍କୁ ସଜା ଦିଆଯାଇଛି। ୨ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦେଲେ କଣ୍ଟାବାଂଜି ଏଡିଜେ। ୨୦ ବର୍ଷ ଜେଲ୍ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ବି ନିର୍ଦ୍ଦେଶ…