Odisha Link
Bridging the Missing Links in Odisha

ବଡ଼ ଖବର: ଓଡ଼ିଶାକୁ ଫେରିଲା କରୋନା; ଦେଶରେ…

ଓଏଲ୍‌ ବ୍ୟୁରୋ: କରୋନାର ନୂଆ ଭାରିଆଣ୍ଟ JN.1 ଭାରତରେ ଦ୍ରୁତ ସଂକ୍ରମଣ କରୁଛି। ଏସବୁ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ପରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାରେ ଡିସେମ୍ବର ମାସର ପ୍ରଥମ କୋରୋନା ସଂକ୍ରମିତ ଚିହ୍ନଟ। ଦେଶରେ ଗତ ୨୪ ଘଣ୍ଟାରେ ୪୨୩ ପଜିଟିଭ ବାହାରିଲେ।।ମୋଟ…

କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୫୯୪…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ଦେଶରେ ଶୀତ ଋତୁ ଚାଲିଥିବା ବେଳେ ହଠାତ୍‌ କରୋନା ମାମଲା ବଢ଼ିବାରେ ଲାଗିଛି। ଦେଶରେ ପ୍ରଥମ ଥର ପାଇଁ ଜେଏନ୍‌ ୧ ଭ୍ୟାରିଆଣ୍ଟ କରୋନା ଭୂତାଣୁ ଠାବ ହୋଇଛି। ଯାହାକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥିବା ବେଳେ ରଖି କେନ୍ଦ୍ର ସରକାର ଜାରି କରିଛନ୍ତି ସତର୍କ ସୂଚନା। ଇନଫ୍ଲୁଏଞ୍ଜା…

ସ୍ବାସ୍ଥ୍ୟ ନିର୍ଦେଶକଙ୍କ ଅପିଲ୍: ଲକ୍ଷଣ…

ଓଏଲ୍‌ ବ୍ୟୁରୋ: ଦେଶରେ କୋଭିଡ୍ ରୋଗୀଙ୍କ ସଂଖ୍ୟା ବଢୁଛି। ୫ଟି ରାଜ୍ୟରେ ୯୮ ପ୍ରତିଶତ ରୋଗୀ ଅଧିକ, ୮୮ ପ୍ରତିଶତ କେବଳ କେରଳରେ। ନୂଆ ଭାରିଏଣ୍ଟ JN.1 ଯଦିଓ ବ୍ୟାପୁଛି କିନ୍ତୁ ସାଙ୍ଘାତିକ ହେଉନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ୍‌…

ଶିମିଳିପାଳରେ ଅଛନ୍ତି ୧୦ଟି କଳା ମହାବଳ:…

ଓଏଲ୍‌ ବ୍ୟୁରୋ: ଶିମିଳିପାଳରେ ଅଛନ୍ତି ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଛି। ରାଜ୍ୟସଭାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନ ଚୌବେ କହିଛନ୍ତି ଯେ, ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ମହାବଳ। ଶିମିଳିପାଳରେ ୧୦ଟି କଳା ମହାବଳ ରହିଛନ୍ତି। ଅନ୍ୟପଟେ, ଝାରସୁଗୁଡ଼ା ଜଙ୍ଗଲରେ ପୁଣି ବାଘ…

କନ୍ଧମାଳରେ ୫-ଟି ସଚିବ;…

ଓଏଲ୍‌ ବ୍ୟୁରୋ: କନ୍ଧମାଳରେ ୫-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲାର ୨ଟି ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି। ଏହା ସହ ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିୟମଠାରେ ଆଜି ଯୁବ ଓଡିଶା,ନବୀନ ଓଡିଶା” ନୂଆ-ଓ” ଯୁବ ଫେଷ୍ଟର ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୧୦ ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମାଗମରେ ଅନୁଷ୍ଠିତ…

ରାଉରକେଲାରେ ବ୍ୟାପୁଛି ହଇଜା: ପୁଣି…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୫ ଟପିଥିବା ସୂଚନା ରହିଛି। ଆଜି ଆଉ ଜଣଙ୍କ ମୃତ୍ୟୁ…

ଦୁର୍ବୁତ୍ତଙ୍କ ଛୁରାମାଡ଼: ପୋଲସରା…

ଓଏଲ୍‌ ବ୍ୟୁରୋ: ଚାରିଆଡେ଼ ମାତିଛନ୍ତି ଦୁର୍ବୁତ୍ତ। ଦୁର୍ବୁତ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା। କେତେବେଳେ ଆକ୍ରମଣ କରି କାହା ଜୀବନ ନେଲେଣି ତ ପୁଣି କେତେବେଳେ କେଉଁଠି ଲୁଟପାଟ କଲେଣି। ତେବେ ଆଜି ଘଟିଥିବା ଆଉ ଦୁଖଦଃ ଖବର ସାମ୍ନାକୁ ଆସିଛି। ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ…

ଆୟ ବହିର୍ଭୂତ ସମ୍ପତ୍ତି ପଡ଼ିଲା ମହଙ୍ଗା:…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ କର୍ମଚାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଥିଲା। ଭିଜିଲାନ୍ସ ଜାଲରେ ପଡିଥିବା କର୍ମଚାରୀ ଜଣକ ହେଉଛନ୍ତି ଭୁବନେଶ୍ବରର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ। ରେଡ୍‌…

ଝାରସୁଗୁଡ଼ା ଜଙ୍ଗଲରେ ବାଘ: ଟ୍ରାପ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଜଙ୍ଗଲରେ ପୁଣି ବାଘ ଆତଙ୍କ। ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ବୁଲୁଛି। ପିକୋଲ ଜଙ୍ଗଲ ପାଖ ଗାଁ ଗୁଡିକରେ ଲୋକେ ଆତଙ୍କିତ ରହିଛନ୍ତି। ଟ୍ରାପ କ୍ୟାମେରାରେ କଲରାପତରିଆ ଫଟୋ କଏଦ ହୋଇଛି। ଗତ ୧୪ ତାରିଖରେ କଏଦ ହୋଇଛି ବାଘର ଫଟୋ। କଲରାପତରିଆ ସମ୍ପର୍କରେ ଝାରସୁଗୁଡ଼ା ଡିଏଫଓ…

ସୁବର୍ଣ୍ଣପୁରରେ ନୂଆ ଓଡ଼ିଶା ଫେଷ୍ଟ…

ଓଏଲ୍‌ ବ୍ୟୁରୋ: ସୁବର୍ଣ୍ଣପୁରର ରାମେଶ୍ୱର ଷ୍ଟାଡିୟମଠାରେ ଆଜି ଯୁବ ଓଡିଶା,ନବୀନ ଓଡିଶା" ନୂଆ-ଓ" ଯୁବ ଫେଷ୍ଟର ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୧୦ ହଜାର କଲେଜ ଛାତ୍ରଛାତ୍ରୀଙ୍କ ସମାଗମରେ ଅନୁଷ୍ଠିତ ହୋଇଯାଇଛି। ଏମାଟିର କାଳଜୟୀ ସନ୍ଥକବି ଭୀମଭୋଇଙ୍କ "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ" ଗୀତର ସମୂହ ମାନବ…