ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

ଏକଜିଟ ପୋଲ୍: କେନ୍ଦ୍ରରେ ପୁଣି ମୋଦି, ରାଜ୍ୟରେ ପୁଣି ନବୀନ

On

ଭୁବନେଶ୍ବର: ଆଜି ୭ମ ପର୍ଯ୍ୟାୟ ମତଦାନ ଶେଷ ହେବା ସହ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ଭାରତରେ ୨୦୧୯ ନିର୍ବାଚନରେ ପୂର୍ଣ୍ଣଛେଦ ପଡ଼ିଛି। ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ୨୩ ତାରିଖକୁ। ୨୩ରେ ହେବାକୁ ଥିବା ଭୋଟ ଗଣତି ପୂର୍ବରୁ ଆଜି ବିଭିନ୍ନ ସଂସ୍ଥା ନିଜ ନିଜର ବୁଥ-ବାହୁଡ଼ା ମତ ବା ଏକଜିତ ପୋଲ ପ୍ରକାଶ କରିଛନ୍ତି। ପ୍ରାୟ ଅଧିକାଂଶ…

  • 379
    Shares
ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

ଜାତୀୟ ସର୍ଭେ: ଓଡ଼ିଶାରେ ୧୦ ଲୋକସଭା ଆସନରେ ଜିତିବ ବିଜେପି

On

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ଏନଡିଟିଭି ସର୍ଭେ ଅନୁସାରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି)କୁ ୧୦ଟି, ଭାରତୀୟ ଜନତା ପାର୍ଟି (ବିଜେପି)କୁ ୧୦ଟି ଓ କଂଗ୍ରେସକୁ…

ଓଡ଼ିଶା ବିଧାନସଭା ନିର୍ବାଚନ: ୨୪ ଆସନରେ ଟକ୍କର କଡ଼ାକଡ଼ି

ଓଡ଼ିଶା ବିଧାନସଭା ନିର୍ବାଚନ: ୨୪ ଆସନରେ ଟକ୍କର କଡ଼ାକଡ଼ି

On

ଭୁବନେଶ୍ବର: ରାଜ୍ୟରେ ୨୪ଟି ବିଧାନସଭା ଆସନରେ କଡ଼ା ଲଢ଼େଇ ହୋଇଛି। କିଏ ଜିତିବ କିଏ ହାରିବ ପୂର୍ବାନୁମାନ କଠିନ ହୋଇପଡ଼ିଛି। ଶାସକ ବିଜେଡିକୁ ନିକଟତମ ପ୍ରତିଦ୍ବନ୍ଦ୍ବୀମାନେ ଦେବେ ଏହିସବୁ ଆସନରେ କଡ଼ା ଟକ୍କର ଦେବେ। ଏହି ୨୪ଟି ଆସନ ମଧ୍ୟରେ ରହିଛି ଚିଲିକା, ବ୍ରହ୍ମଗିରି, ରଣପୁର, ନୟାଗଡ଼, କୁଚିଣ୍ଡା, ରେଙ୍ଗାଲି, ଦେଓଗଡ଼, ପାଲଲହଡ଼ା, ତେଲକୋଇ, କରଞ୍ଜିଆ, ବାରବାଟୀ-କଟକ ଭଳି…

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

୧୫ ସାଂସଦ, ୧୦୩ ବିଧାୟକ ପାଇବ ବିଜେଡି

On

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ମେ ୨୩ ତାରିଖରେ ଭୋଟ ଗଣତି କରାଯିବ। ତେବେ ଆରମ୍ଭ ହୋଇଯାଇଛି ବିଜୟ ଓ ପରାଜୟକୁ ନେଇ ଗଣିତ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କରାଯାଇଥିବା ସ୍ବାଧୀନ ବାହୁଡ଼ା ମତ ସର୍ଭେ ଆଧାରରେ ଓଡ଼ିଶା ଷ୍ଟୋରୀ ଓ ଓଡ଼ିଶା ଲିଙ୍କ ପକ୍ଷରୁ…

ତୀର୍ଥରେ ଗଲେ ନରେନ୍ଦ୍ର ମୋଦି

ତୀର୍ଥରେ ଗଲେ ନରେନ୍ଦ୍ର ମୋଦି

On

ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସର ନିର୍ବାଚନ ପ୍ରଚାର ସରିବା ପରେ କେଦାରନାଥ ଓ ବଦ୍ରିନାଥ ଧାମ ଥୀର୍ଥରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପୂର୍ବାହ୍ନରେ ସେ ଦିଲ୍ଲୀରୁ ଆସି ଡେରାଡୁନର ଜଲି ଗ୍ରାଣ୍ଡ ବିମାନମନ୍ଦରରେ ଓହ୍ଲାଇଥିଲେ। ଏଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ହିମାଳୟ ପାର୍ବତ୍ୟାଞ୍ଚଳ ଉପରେ ଥିବା କେଦାରନାଥରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ୨୦୧୩ ମସିହାରେ କ୍ଷତିଗ୍ରସ୍ତ…

ଆହାର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୨୯ କୋଟି ଖର୍ଚ୍ଚ

ଆହାର ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୨୯ କୋଟି ଖର୍ଚ୍ଚ

On

ଭୁବନେଶ୍ବର: ବିଭିନ୍ନ ବିପତ୍ତି ବେଳେ ଜନସାଧାରଣ ସହଯୋଗ ଯୋଗାଇଦେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଟି କୋଟି ଟଙ୍କା ଦାନ ଆସୁଥିବା ବେଳେ ସରକାର ଏହାକୁ ଅନ୍ୟ ଉପାୟରେ ଖର୍ଚ୍ଚ କରୁଛନ୍ତି। ଆରଟିଆଇ ଆଇନ ବଳରେ ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ ବିଗତ ୩ ବର୍ଷରେ ସରକାର ରିଲିଫ ଫଣ୍ଡରୁ ୧୨୯ କୋଟି ଟଙ୍କା ଆହାର ଯୋଜନାରେ ଖର୍ଚ୍ଚ…

ଜେଡ୍‌ ଇଷ୍ଟେଟ କ୍ରେନ୍‌ ଖସି ୭ ଘର ଛାରଖାର, ଦେଖନ୍ତୁ ଲୋମଟାଙ୍କୁରା ଫଟୋ ଆଉ ଭିଡିଓ

ଜେଡ୍‌ ଇଷ୍ଟେଟ କ୍ରେନ୍‌ ଖସି ୭ ଘର ଛାରଖାର, ଦେଖନ୍ତୁ ଲୋମଟାଙ୍କୁରା ଫଟୋ ଆଉ ଭିଡିଓ

On

ଭୁବନେଶ୍ବର: “ପ୍ରକୃତିର ତାଣ୍ଡବ ମହାବାତ୍ୟା ଫନିର ପ୍ରକୋପରୁ ସିନା ଆମେ ନିସ୍ତାର ପାଇଗଲୁ। ହେଲେ ମାନବକୃତ ଧ୍ବଂସଲୀଳା ଆମ ଘରସଂସାର ଛାରଖାର କରିଦେଇଛି। ଜେଡ୍‌ ଇଷ୍ଟେଟ୍‌ କନଷ୍ଟ୍ରକ୍ସନ୍‌ ସଂସ୍ଥାର ଅବହେଳା ଯୋଗୁଁ ଆମେ କଲୋନିବାସୀ ଏବେ ଆତଙ୍କିତ।” ଭୁବନେଶ୍ବର ଉପକଣ୍ଠରେ ଥିବା ନିର୍ମାଣାଧୀନ ଜେଡ୍‌ ଓ୍ବାନ୍‌ ଟାଓ୍ବାର ପାଖରେ ଥିବା ସୋମୁ ଭିଲ୍ଲାର ବାସିନ୍ଦା ଏଭଳି ମତ ଦେଇଛନ୍ତି।…

ଫନି ମୁକାବିଲା: ଓଡ଼ିଶାକୁ ଜାତିସଂଘର ପ୍ରଶଂସା

ଫନି ମୁକାବିଲା: ଓଡ଼ିଶାକୁ ଜାତିସଂଘର ପ୍ରଶଂସା

On

ଭୁବନେଶ୍ବର: ମହାବାତ୍ୟା ଫନି ମୁକାବିଲା ନେଇ ଓଡ଼ିଶାର ସଫଳତାକୁ ପ୍ରଶଂସା କରିଛନ୍ତି ମିଳିତ ଜାତିସଂଘ କର୍ତୃପକ୍ଷ। ରାଜ୍ୟ ସରକାରଙ୍କର ପୂର୍ବ ପ୍ରସ୍ତୁତି ତଥା ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ଫଳରେ ବାତ୍ୟାଜନିତ ଜୀବନହାନି କମିଥିବା ବେଳେ ଏହାକୁ ସାବାସୀ ଦେଇଛନ୍ତି ଜାତିସଂଘ। ମେ ୩ ତାରିଖରେ ଫନି ପୁରୀ ଠାରେ ଓଡ଼ିଶା ଉପକୂଳ ଛୁଇଁଥିବା ବେଳେ ଏହାର ପ୍ରଭାବରେ…

ଫନି: ଓଡ଼ିଶା ପାଇଁ ବଲିଉଡ ବଢ଼ାଇଲା ହାତ

ଫନି: ଓଡ଼ିଶା ପାଇଁ ବଲିଉଡ ବଢ଼ାଇଲା ହାତ

On

ଭୁବନେଶ୍ବର: ଓଡ଼ିଶାର ଫନି ବାତ୍ୟା ପ୍ରପୀଡ଼ିତଙ୍କ ପାଇଁ ସହଯୋଗର ହାତ ବଢ଼ାଇଛି ବଲିଉଡ ସିନେମା ଶିଳ୍ପ। ସବୁବେଳେ ନିଜର ବଦାନ୍ୟତା ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ଅକ୍ଷୟ କୁମାର ପ୍ରଥମେ ସାମନାକୁ ଆସିଛନ୍ତି। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିବା ବେଳେ ଅନ୍ୟ ଅଭିନେତା-ଅଭିନେତ୍ରୀ ଓ ସିନେନିର୍ମାତାମାନେ ମଧ୍ୟ ସହଯୋଗ…

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

ଓଡ଼ିଶାରେ ହାହାକାର ବେଳେ ଅରୁଣ ସାହୁଙ୍କ ନିର୍ବାଚନୀ ଚିନ୍ତା

On

ଭୁବନେଶ୍ବର: ମହାବାତ୍ୟା ଫନିର ପ୍ରଭାବରେ ଫାଳେ ଓଡ଼ିଶା ଆକ୍ତାମାକ୍ତା। ସରକାରୀ ହିସାବରେ ୩୫ ଜଣଙ୍କ ଜୀବନ ଗଲାଣି। ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ଲକ୍ଷ ଲକ୍ଷ ଲୋକ ବେଘର ହୋଇ ଏଣେତେଣେ ଆଶ୍ରୟ ନେଇଛନ୍ତି। ଓଡ଼ିଶା ସରକାର ଥଇଥାନ ଓ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସହ ନରହି, ନୟାଗଡ଼ର…