ଲଗାଣ ବର୍ଷାର ପ୍ରଭାବ: ହସ୍ପିଟାଲରେ…
ଓଏଲ୍ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର ଛତିଶଗଡ ଅଞ୍ଚଳରେ ଲଘୁଚାପ ପ୍ରଭାବ ସକ୍ରିୟ ରହିଥିଲା। ବର୍ଷା ପ୍ରଭାବରେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ପାଣି ଜମିଥିବା ଚିତ୍ର ସାମ୍ନାକୁ ଆସିଛି।…