Odisha Link
Bridging the Missing Links in Odisha

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ,…

ଓଏଲ୍‌ ବ୍ୟୁରୋ: ମୋବାଇଲ ବ୍ୟବହାର କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି। ଆଜି ସକାଳୁ ସକାଳୁ ମୋବାଇଲକୁ ଏମରଜେନ୍ସି ଆଲର୍ଟ ଆସୁଛି। ମୋବାଇଲରେ ଜରୁରୀକାଳୀନ ସୂଚନା ଦେବା ଭଳି ଏକ ମେସେଜ୍ ଆସୁଛି, ଯାହାକୁ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି…

ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ମୃତ,…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡାରେ ଛାତ୍ର ମାଡ଼ରେ ଗୁରୁତର ହୋଇ ଅଧ୍ୟାପକଙ୍କ ୯ ମାସ ପରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। କଟାପାଲି ପିକେଏସଏସ୍‌ କଲେଜ ଅଧ୍ୟାପକ ଅମିତ ବାରିକଙ୍କ ମୃତ୍ୟୁ ହୋଇଛି। ଅଧ୍ୟାପକ ଅମିତ ବାରିକ ୯ ମାସ ଧରି ବୁର୍ଲାରେ ଚିକିତ୍ସାଧୀନ ଥିଲେ। ଫେବୃଆରୀ ୨୨ରେ ଛାତ୍ରଙ୍କ…

ବ୍ରହ୍ମପୁର ଭସାଣିରେ ବାଜିବନି ଡିଜେ,…

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ବ୍ରହ୍ମପୁର ଭସାଣରେ କୌଣସି ପୂଜା ମଣ୍ଡପ ବଜାଇପାରିବେନି ଡିଜେ।…

ଗାଜା-ଇସ୍ରାଏଲ୍ ସଂଘର୍ଷ: ପଣବନ୍ଦୀ ଥିବା…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ…

ଅବପାତରେ ପରିଣତ ହେବ ବାତ୍ୟା…

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ‘ହାମୁନ’ ଓ ଆରବ ସାଗରରେ ‘ତେଜ’ ସକ୍ରିୟ ରହିଛି। ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ହାମୁନ୍‌’। ଏହା ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୬ ଘଣ୍ଟା ହେଲା ୧୮ କିମି ବେଗରେ ଆଗକୁ ଗତି କରୁଛି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହାମୁନ୍ ବର୍ତ୍ତମାନ…

ଆଜିଠୁ ନୀଳଗିରି ଅଭୟାରଣ୍ୟରେ ବାଘ ଗଣନା…

ଓଏଲ୍‌ ବ୍ୟୁରୋ: ଆଜିଠୁ ନୀଳଗିରି କୁଳଡିଆ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇ କୁଳଡିଆ ଅଭୟାରଣ୍ୟରେ ୬ଦିନ ଧରି ବାଘ ଗଣନା ଚାଲିବ। ୧୪ଟି ବିଟ୍‌ରେ ସ୍ବତନ୍ତ୍ର ଟିମ୍ ଗଠନ କରି ଗଣନା କାର୍ଯ୍ୟ ହେବ। ସୂଚନା ଅନୁସାରେ, ଗତ କିଛି ମାସ ପୂର୍ବରୁ ଏନଟିସିଏ ବାଘ ଗଣନା କରିଥିଲା। ବାଘ…

ଉପବାସରେ ମହାପ୍ରଭୁ ଲିଙ୍ଗରାଜ,…

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ମଙ୍ଗଳଆଳତି ପରେ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାଦେବଙ୍କ ନୀତି ହୋଇନାହିଁ। ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ…

କୋରାପୁଟରେ ଡବଲ୍‌ ମର୍ଡର, ରହସ୍ୟ ଘେରରେ…

ଓଏଲ୍‌ ବ୍ୟୁରୋ: କୋରାପୁଟରେ ଡବଲ୍‌ ମର୍ଡର ହୋଇଥିବା ଖବର ସାମ୍ନାକୁ ଆସିଛି। କୁନ୍ଦୁଲି ହାଟପଦାରେ ଏହି ଡବଲ୍‌ ମର୍ଡର ହୋଇଛି। ୨ ଯୁବକଙ୍କ ଗଣ୍ଡଗୋଳରେ ଜଣଙ୍କ ମୃତ୍ୟୁକୁ ନେଇ ଡବଲ ମର୍ଡର ହୋଇଥିବା ଚର୍ଚ୍ଚା ହେଉଛି। ହାଟପଦା ଗାଁ ଯୁବକଙ୍କ ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି। ଟେମା ଗାଁ…

ମେଲାଣି ନେବେ ମା’, ଅସ୍ଥାୟୀ…

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ମେଢ଼ ବିସର୍ଜନ ପାଇଁ ଭୁବନେଶ୍ୱରରେ ରାଜଧାନୀର ୪ ଟି ସ୍ଥାନରେ…

ଶେଷ ହେଲା ଦଶହରା, ଆଜିଠୁ ଶ୍ରୀମନ୍ଦିରରେ…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ତେବେ ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହେବ। ଆଶ୍ୱୀନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସ ନୀତି ପାଳନ କରାଯାଇଥାଏ। ଏହି ସମୟରେ ମହାପ୍ରଭୁ…