ଜଳିଗଲା ବାୟୁସେନାର ବିମାନ; ଅଳ୍ପକେ…
ଓଏଲ୍ ବ୍ୟୁରୋ: ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ଜୈସଲମେରରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଲସିଏ ତେଜସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ରହିଛି। ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଜାରି ହୋଇଛି।…