Odisha Link
Bridging the Missing Links in Odisha

ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ…

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ। ଏହାପୂର୍ବରୁ ଘର ସଜାଡ଼ିବାରେ ଲାଗିଛି ଓଡ଼ିଶା ରାଜ୍ୟ ବିଜେପି। ଗୋଟିଏ ପରେ ଗୋଟିଏ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରିବାରେ ଲାଗିଛି ବିଜେପି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ରାଜ୍ୟ…

ମନ୍ତ୍ରୀ, ବିଧାୟକଙ୍କ ମୋଟା ଅଙ୍କର ଦରମା…

ଓଏଲ୍‌ ବ୍ୟୁରୋ: ବଢ଼ିଲା ବିଧାୟକ ଓ ମନ୍ତ୍ରୀଙ୍କ ଦରମା। ମୋଟା ଅଙ୍କର ଦରମା ବଢ଼ାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ରାଜ୍ୟ ବିଧାନସଭାରେ ମମତା ବାନାର୍ଜୀ ଦରମା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଦେଶର ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କ ଦରମା…

ଧାର୍ଯ୍ୟ ହେଲା ଲଗ୍ନ, ସେପ୍ଟେମ୍ବର ୨୦ରେ…

ଓଏଲ୍‌ ବ୍ୟୁରୋ: ଦୁଲୁକିବ ଗାଁ ଦାଣ୍ଡରୁ ସହରର ଗଳିକନ୍ଦି। ଏକ ହେବେ ପରିବାରର ସମସ୍ତ ସଦସ୍ୟ। କାରଣ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ଲଗ୍ନ ନିର୍ଦ୍ଧାରଣ ହୋଇଛି। ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭା ଦ୍ଵାରା ଲଗ୍ନ ନିର୍ଦ୍ଧାରଣ ହୋଇଛି। ସକାଳ ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ…

ଜି-୨୦ ସମ୍ମିଳନୀ: ସମ୍ୱଲପୁରୀ…

ଓଏଲ୍‌ ବ୍ୟୁରୋ: ସଜେଇ ହୋଇଛି ଭାରତର ରାଜଧାନୀ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି। ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି। ଏଥିରେ ବିଶ୍ୱର ଅନେକ ବଡ଼ ବଡ଼ ନେତା ସାମିଲ ହେବେ। ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ମରିସସ୍ ପ୍ରଧାନମନ୍ତ୍ରୀଙ୍କୁ…

ପ୍ରେମ ବିବାହ କଲେ ଝିଅ, ଶୁଦ୍ଧିକ୍ରିୟା…

ଓଏଲ୍‌ ବ୍ୟୁରୋ: ସତରେ ପ୍ରେମର କୌଣସି ନିର୍ଦ୍ଧିଷ୍ଟ ସଂଜ୍ଞା ବୋଧେ ନଥାଏ। ପ୍ରେମ ଯେ ଚିରଶାଶ୍ୱତ ଆଉ ଚିରନ୍ତନ। ଏଭଳି ଅନେକ ସଂଜ୍ଞା ପ୍ରେମୀଯୁଗଳଙ୍କ ପାଖରୁ ଶୁଣିବାକୁ ମିଳେ। ତେବେ ପ୍ରେମର ଖାଲି ସଂଜ୍ଞା ନୁହେଁ ବରଂ ପ୍ରେମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହା ବୋଧେ ଅତ୍ୟନ୍ତ ଆଶ୍ଚର୍ଯ୍ୟକର…

ପୁଣି ଚର୍ଚ୍ଚାରେ ସାରଥି, ଶ୍ରୀକୃଷ୍ଣଙ୍କ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥି। କେନ୍ଦ୍ରାପଡ଼ାର ଚର୍ଚ୍ଚିତ ଚେହେରା ତଥା ବାବା ସାରଥୀ ବା ସନ୍ତୋଷ ରାଉଳଙ୍କୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ସିଂହାସନରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଥିବା ଏକ ଖବର ସାମ୍ନାକୁ ଆସିଛି।…

ଜବତ ହେଲା ୨ କେଜିରୁ ଅଧିକ ଓଜନର ସୁନା…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ବିସ୍କୁଟ ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀଙ୍କ ଘରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଡିଆରଆଇ ଅଢେଇ କିଲୋଗ୍ରାମରୁ ଅଧିକ ସୁନା ବିସ୍କୁଟ ଜବତ କରିଛି । ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଡିଆରଆଇ ଜବତ କରିଛି। ଏହି ସୁନା…

ରାଜଧାନୀରେ ତୀବ୍ର ବୃଷ୍ଟିପାତ, ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ଗତକାଲିର ଘୂର୍ଣ୍ଣିବଳୟ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏହା ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ…

ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ:…

ଓଏଲ୍ ବ୍ୟୁରୋ: ରାଜଧାନୀରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଥିବା ଖବର ସାମ୍ନାକୁ ଆସୁଛି। ଏଭଳି ଆତଙ୍କକୁ ରୋକିବା ପାଇଁ ପୁଲିସ ମଧ୍ୟ ଉଦ୍ୟମ ଜାରି କରିଛି। ତେବେ ଭୁବନେଶ୍ୱରରେ ଜଣେ ଫ୍ଲୋର ମ୍ୟାନେଜରଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ବାର୍‌ର ଜଣେ ଫ୍ଲୋର ମ୍ୟାନେଜରଙ୍କୁ…

ସାମ୍ନାକୁ ଆସିଲା ପୃଥିବୀ ଓ ଚନ୍ଦ୍ରର…

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଇସ୍ରୋର ସବୁଠାରୁ ଭରସା ଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଥିଲା।…