Odisha Link
Bridging the Missing Links in Odisha

ରାଜଧାନୀରେ ବ୍ୟାପୁଛି ଡେଙ୍ଗୁ, ପଦକ୍ଷେପ…

ଓଏଲ୍‌ ବ୍ୟୁରୋ: ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି। ରାଜଧାନୀ ଭୁବନେଶ୍ବରରେ ଘରେ ଘରେ ଡେଙ୍ଗୁ ସଂକ୍ରମଣ ମାଡିବାର ଖବର ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ଅଭାବନୀୟ ସ୍ଥିତି…

ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ ସରଗରମ ହୋଇଉଠିଛି ଗଂଜାମ ସହର। ଖୋର୍ଦ୍ଧା ପରେ ଆଜିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଆଗକୁ ସାଧାରଣ ନିର୍ବାଚନ: ଓଡ଼ିଶା ଆସିବେ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି। ଆସନ୍ତା ଅକ୍ଟୋବରରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିବେ ବୋଲି…

ଇସ୍ରୋ ଜାରି କଲା ଭିଡିଓ, ସାମ୍ନାକୁ…

ଓଏଲ୍‌ ବ୍ୟୁରୋ: ଦେଶର ଗଳିକନ୍ଦିରେ ଉତ୍ସବର ମାହୋଲ। ସବୁଠି ଖୁସି ଆଉ ଖୁସି। କାରଣ ଇତିହାସ ରଚିଛି ଇସ୍ରୋ। ସାରା ବିଶ୍ବ ଦେଖିଲା ଭାରତର ପରାକ୍ରମ। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ…

ଗଞ୍ଜାମ ଗସ୍ତରେ ୫-ଟି ସଚିବ, ରୂପାନ୍ତର…

ଓଏଲ୍‌ ବ୍ୟୁରୋ: ଖୋର୍ଦ୍ଧା ପରେ ଆଜିଠୁ ୩ ଦିନିଆ ଗଞ୍ଜାମ ଗସ୍ତରେ ୫-ଟି ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶନିମନ୍ଦିର…

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ: ବିଏମସି…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ ପାଇଁ  ୨୧୦ଟି ପଦବୀ ଥିବାବେଳେ ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି କରାଯାଇଛି। ନୂତନ ଭାବେ ୩ଟି ଅତିରିକ୍ତ କମିଶନର ଓ…

ନିଜ କଲେଜ ପ୍ରତି ପୂର୍ବତନ ଛାତ୍ରଙ୍କ…

ଓଏଲ୍‌ ବ୍ୟୁରୋ: ନିଜ ପଢ଼ୁଥିବା କଲେଜ ପ୍ରତି ଭଲପାଇବା ଦେଖାଇଛନ୍ତି ଜଣେ ଛାତ୍ର। ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ବମ୍ବେ'ରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ପ୍ରଥମ କରି ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ବମ୍ବେ’ (ଆଇଆଇଟି) ଜଣେ ଅଜ୍ଞାତ ଦାତାଙ୍କଠାରୁ ୧୬୦…

ମାଓବାଦୀଙ୍କ ବର୍ବରକାଣ୍ଡ, ଜାଳିଦେଲେ…

ଓଏଲ୍‌ ବ୍ୟୁରୋ: ନୂଆପଡ଼ା ସଦର ଥାନା ଗୋଳାବନ୍ଧ ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ଜଙ୍ଗଲ ବିଭାଗର ବିଟ୍‌ ହାଉସକୁ ମାଓବାଦୀ ଉଡ଼ାଇଦେଇଥିବା ଜଣା ପଡିଛି। ବିଟ୍‌ ହାଉସ୍‌ ଉଡ଼ାଇବା ସହ ଏକ ଜେସିବି ଜାଳିଦେଇଛନ୍ତି। ଏହା ସହ ବିଭିନ୍ନ ସ୍ଥାନରେ ସରକାରୀ ବିରୋଧୀ ମାଓ ପୋଷ୍ଟର ମରାଯାଇଛି। ଯାହାକୁ ନେଇ…

ମହିଳା ଏସ୍ଆଇଙ୍କ ମିଳୁନି ପତ୍ତା, କାଲି…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିରର ସଇଁତଳା ଥାନା ମହିଳା ଏସ୍ଆଇ ବିଷପିଇ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଗୁରୁତର ଏସ୍ଆଇଙ୍କୁ ସଇଁତଳାରୁ ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବିଳମ୍ବିତ ରାତିରେ ସଇଁତଳା ସ୍ଥିତ ଭଡ଼ାଘରେ ବିଷପାନ କରିଥିବା ସୂଚନା ରହିଥିଲା। ବର୍ତମାନ ମହିଳା ଏସ୍ଆଇ ଜଣକ…

ଅମାପ ସମ୍ପତି ପଡ଼ିଲା ମହଙ୍ଗା, ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଡିଏଫ୍ଓ ଜଣକ ହେଉଛନ୍ତି ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ହୋଇଥିଲା। ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କ ଅମାପ ସମ୍ପତ୍ତି ଠାବ…