ଥମୁନି ମଣିପୁର ହିଂସା: ଏଯାବତ୍ ଗଲାଣି…
ଓଏଲ୍ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ଦୀର୍ଘଦିନ ହେବ ମଣିପୁରରେ ଥମୁନି ହିଂସା। ଏହାରି ମଧ୍ୟରେ ବିଷ୍ଣୁପୁର ଜିଲ୍ଲାରେ ୩ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବେଳେ ୩ ଜଣଙ୍କୁ ହତ୍ୟା କରାଯାଇଛି। ଅନେକ ଘର ନିଆଁ ଲଗାଇ…