Odisha Link
Bridging the Missing Links in Odisha

ମାଘରେ ବାଘ ଖରା; ୩୭ ଡିଗ୍ରୀ ଛୁଇଁଲା…

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

ଲକ୍ଷ୍ମୀ ଯୋଜନା: ଆଜି ଯୋଡ଼ିହେବ ଆଉ ୫ଟି…

ଓଏଲ୍‌ ବ୍ୟୁରୋ: ଆହୁରି ସୁଗମ ହେବ ପରିବହନ ବ୍ୟବସ୍ଥା। ଆଜି ଆଉ ୫ଟି ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ। ବାଲେଶ୍ବର, ନୂଆପଡ଼ା, ବୌଦ୍ଧ, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଗଡ଼ିବ ଲକ୍ଷ୍ମୀ ବସ। ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ…

ଆସୁଛି ନିର୍ବାଚନ; କଂଗ୍ରେସ ଛାଡ଼ି…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ଘୋଷଣା ହୋଇନି ତାରିଖ। ହେଲେ ଏବେଠୁ ଜିତିବା ପାଇଁ ଅଙ୍କକଷା ଆରମ୍ଭ। ଅନ୍ୟପଟେ ମିଶ୍ରଣ ପର୍ବର ରଙ୍ଗରେ ରଙ୍ଗୀନ ହେଉଛନ୍ତି ବିଭିନ୍ନ ଦଳର ନେତା। ଜାତୀୟ ରାଜନୀତି କଥା କହିବାକୁ ଗଲେ ବିଜେପିରେ ସାମିଲ ହେଉଛନ୍ତି ଅନେକ ଦିଗଜ ନେତା। କଂଗ୍ରେସ, ସପା, ଆପ୍‌ ଭଳି ଦଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ରୁ ଅଧିକ…

ଓଏଲ୍‌ ବ୍ୟୁରୋ: ଯାତ୍ରୀବାହୀ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି। ବଣାଇ ଟିକାୟତପାଲି ଥାନା ଯାତ୍ରାଖମଣ ନିକଟରେ ଏହି ଦୁର୍ଘଟଣା ଘଟିଛି। ୮ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କଟକ ଗସ୍ତରେ ୫-ଟି ଅଧ୍ୟକ୍ଷ; ବାରବାଟୀ…

ଓଏଲ୍‌ ବ୍ୟୁରୋ: ଖେଳ ଏବଂ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟସରକାର। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳପଡିଆକୁ ପ୍ରସ୍ତୁତ କରାଗଲାଣି। ସେହିଭଳି ଆଗାମୀ ତିନି ବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ତତ୍ପରତା…

ଆଜି ବନ୍ଦ ରହିବ କାଳିଆ ଦର୍ଶନ

ଓଏଲ୍‌ ବ୍ୟୁରୋ: ବୁଧବାର ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ମାଘ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୯ ଟା ପର୍ଯ୍ୟନ୍ତ ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ…

୨୬ ଜିଲ୍ଲାର ୨ ଲକ୍ଷ ୫୦ ହଜାର ଚାଷୀ…

ଓଏଲ୍‌ ବ୍ୟୁରୋ: ଦୀର୍ଘ ବର୍ଷର ଜମିଜମା ସମସ୍ୟାର ହେଲା ସମାଧାନ। ସିକିମ ସ୍ୱତ୍ୱ ରୟତ ଚାଷୀଙ୍କୁ ମିଳିଲା ଜମି ପଟ୍ଟା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସ୍ୱତନ୍ତ୍ର ସମାରୋହରେ ପ୍ରଥମ ଦିନରେ ୨୬ଟି ଜିଲ୍ଲାର ଦଶ ହଜାର ସିକିମ ରୟତ ଚାଷୀମାନଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ଏହି ଅବସରରେ…

ରାଜ୍ୟର ଅଧା ସହରରେ ୩୫ଂ ପାର ତାପମାତ୍ରା,…

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ 'ମାଘ ମାସରେ ବାଘ ଶୀତ...', ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି…

ମାର୍ଚ୍ଚ ୨୨ରୁ ଆଇପିଏଲ୍‌! ଭାରତରେ ହିଁ…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଯେଉଁଥିପାଇଁ ଏବେଠୁ ଆରମ୍ଭ ହୋଇ ସାରିଲାଣି ଚର୍ଚ୍ଚା। ପଲ୍ଲୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏବେ ସବୁଠି ରାଜନୀତି କଥା। ଏସବୁ ମଧ୍ୟରେ ଗାଁରୁ ଆରମ୍ଭ କରି ସାରା ବିଶ୍ବରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୪କୁ ନେଇ ମଧ୍ୟ…

କୋର୍ଟରେ ଗଣା ହେଲା ବାଲଟ ପେପର, ଜଜ୍‌…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଶୁଣାଇଲେ ସୁପ୍ରିମ ରାୟ। ପ୍ରଥମଥର ପାଇଁ ସୁପ୍ରିମକୋର୍ଟରେ ଘଟିଛି ଐତିହାସିକ ଘଟଣା। ପ୍ରଥମଥର ପାଇଁ କୋର୍ଟ ରୁମରେ ପ୍ରକାଶ ପାଇଛି ଫଳାଫଳ। ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଜାରି ରହିଥିବା ବିବାଦ ଆଜି କୋର୍ଟ ରୁମରେ ସମାଧାନ ହୋଇଛି। କୋର୍ଟରେ…