Odisha Link
Bridging the Missing Links in Odisha
Browsing Tag

16th ASSEMBLEY

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ…

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ୧୬ତମ ବିଧାନସଭାର ପ୍ରଥମ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଏହା ଅଗଷ୍ଟ ୮ ତାରିଖ ଯାଏ ଚାଲିବ। ୧୨ ତାରିଖରେ ୧୦ଟି ଷ୍ଟାଣ୍ଡିଂ କମିଟି ୩୮ଟି ବିଭାଗର ଖର୍ଚ୍ଚଦାବି ତର୍ଜମା କରି ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବ। ଏହା ସହ ରାଜ୍ୟ ମାନବାଧିକାର…

ଊପବାଚସ୍ପତି ନିର୍ବାଚନ ଆଜି

ଭୁବନେଶ୍ବର: ଆଜି ବିଧାନସଭା ଉପବାଚସ୍ପତି ନିର୍ବାଚନ ହେବ। ଏନେଇ ଗତକାଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ବିଧିବଦ୍ଧ ଘୋଷଣା କରିଛନ୍ତି। ପ୍ରଶ୍ନକାଳ ଶେଷ ହେବା ମାତ୍ରେ ବାଚସ୍ପତି ଗତକାଲି ମଧ୍ୟାହ୍ନ ୧୨ ଟା ସୁଦ୍ଧା ଉପବାଚସ୍ପତି ନିର୍ବାଚନ ପାଇଁ ଇଚ୍ଛୁକ ସଦସ୍ୟମାନେ ବିଧାନସଭା ସଚିବଙ୍କ…

ବିଧାନସଭାରେ ଶୋକପାଳନ ବେଳେ ଶୋଇପଡ଼ିଲେ…

ଭୁବନେଶ୍ବର: ଆଜି ଷୋଡ଼ଶ ବିଧାନସଭା ଆରମ୍ଭ ହୋଇଛି। ଦିବଙ୍ଗତ ପୂର୍ବତନ ସାଂସଦ, ବିଧାୟକ ଓ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ବିଧାନସଭା ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସମୟରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଶୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନର ଆରମ୍ଭ…

ଷୋଡ଼ଶ ବିଧାନସଭା: ରାଜ୍ୟ ସରକାରଙ୍କୁ…

ଭୁବନେଶ୍ବର: ଆଜିଠୁ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଏହି ବଜେଟ୍ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ…