Odisha Link
Bridging the Missing Links in Odisha
Browsing Tag

2019 Elections

ବିଜେଡ଼ିରେ ଯୋଗଦେଲେ ରାମ ସୋରେନ୍ ଓ ଶଶି…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ସାରସକଣା ବିଧାନସଭା ନିର୍ବାଚନ ମଣ‌ଡଳୀର ସମ୍ଭାବ୍ୟ ବିଜେପି ପ୍ରାର୍ଥୀ ତଥା ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି ରାମ କୁମାର ସୋରେନ୍ ବିଜେଡିରେ ଯୋଗ ଦେଇଛନ୍ତିି। ଅନୁରୂପ ଭାବେ ବାଲେଶ୍ବର ଜିଲ୍ଲା ସିମୁଳିଅ‍ା ନିର୍ବାଚନ ମଣ୍ଡଳୀର ବିଜେପି ଅ‍ାଶାୟୀ ଶଶି କୁମାର…

ନିର୍ବାଚନ ପାଇଁ ମାଓ ଅଞ୍ଚଳରେ କଡ଼ା…

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବୁଧବାର ପୁଲିସ୍-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୁଲିସର ପାଲଟା ଗୁଳିରେ ଜଣେ ମହିଳା କ୍ୟାଡର୍ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମହିଳା କ୍ୟାଡରଙ୍କ ପରିଚୟ ମିଳି ପାରିନାହିଁ। ଏଥିସହ ଘଟଣାସ୍ଥଳରୁ ପୁଲିସ୍ ବ୍ୟାପକ ବିସ୍ପୋରକ ସହ ମାଓ…

ନବୀନଙ୍କ ବାଣରେ ବିଜେପି ଛାନିଅ‍ା

ଭୁବନେଶ୍ବର: ଅ‍ାଗାମୀ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରଷ୍ଟ୍ରୋକ୍ ବିରୋଧୀ ଦଳଗୁଡ଼ିକୁ ଛାନିଅ‍ା କରିଦେଇଛି। ନବୀନଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକରେ ବିରୋଧୀଦଳ ଧରାାୟୀ ହେବା ଅ‍ାାଶଙ୍କାରେ ରହିଛି। ବିଶେଷ କରି ଭାରତୀୟ ଜନତା ପାର୍ଟି…

ଭୁବନେଶ୍ବରରେ ରାଲି ପାଇଁ ପ୍ରାର୍ଥୀଙ୍କୁ…

ଭୁବନେଶ୍ବର:  ଅ‍ାଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଉପଦେଶ ଜାରି କରିଛି କମିସନରେଟ୍ ପୋଲିସ୍ । ନିର୍ବାଚନ ପର୍ଯ୍ୟନ୍ତ ବିଭିନ୍ନ ରାଜନୈତିକ ଦଳ ମାନେ କରିବାକୁ ଥିବା ଶୋଭାଯାତ୍ରାରେ ତଥା ସାଧାରଣ ସଭାରେ କ’ଣ କରିବେ ଓ କ’ଣ କରିବେ ନାହିଁ ସେ ନେଇ ଆଡଭାଇଜରି ଜାରି କରିଛି କମିସନରେଟ ପୋଲିସ । ୧-…

ରାଜ୍ୟ ବିଜେପି ସଂକଳ୍ପପତ୍ର ସମିତି ଘୋଷଣା

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି । ଏହି ସମିତିର ଅଧ୍ୟକ୍ଷ ରୂପେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦାୟିତ୍ୱ ପ୍ରଦାନ…

୨୦୧୯ ନିର୍ବାଚନକୁ ପ୍ରଭାବିତ କରିପାରେ ଏଇ…

ଭୁବନେଶ୍ବର: ଦେଶ ସାରା ଏବେ ନିର୍ବାଚନୀ ଉଷ୍ମତା ବେଶ୍‌ ବାରି ହୋଇ ପଡ଼ୁଥିବା ବେଳେ ଏଥିରେ ଘିଅ ଢାଳିବାକୁ ସଜବାଜ ହେଉଛି ସିନେମା ହଲ୍। ୨୦୧୯ରେ ଓଡ଼ିଆ ସିନେମା ଠାରୁ ଆରମ୍ଭ କରି ବଲିଉଡ୍‌ ଯାଏଁ ଏମିତି କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି, ଯାହା ଭୋଟରଙ୍କ ଭାବାବେଗକୁ ପ୍ରଭାବିତ କରିବାର…