Odisha Link
Bridging the Missing Links in Odisha
Browsing Tag

AGRA

ଚୀନରୁ ଆସିଥିବା ବ୍ୟକ୍ତି କରୋନା ପଜିଟିଭ…

ଓଏଲ୍‌ ବ୍ୟୁରୋ: ଭାରତର ପଡ଼ୋଶୀ ରାଷ୍ଟ୍ର ଚୀନରେ କରୋନା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବିଶ୍ବର ଆଉ କିଛି ଦେଶରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଚୀନର ବେଜିଂ ସହର ସହିତ ଛୋଟବଡ଼ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ତେବେ ଏସବୁ ମଧ୍ୟରେ ଚୀନରୁ ଫେରିଥିବା ଜଣେ ଯୁବକ…

ତାଜମହଲରେ ବୋମା ଖବର ମିଛ

ଆଗ୍ରା: ତାଜମହଲରେ ବୋମା ଖବର ମିଛ। ତାଜମହଲ ପରିସରରୁ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନ ଥିବା କଥା ଆଗ୍ରା ଜୋନ୍‌ ଏଡିଜି ରାଜୀବ କୃଷ୍ଣ କହିଛନ୍ତି। ଜଣେ ଯୁବକ ୧୧୨ ଡାଏଲ କରି ତାଜମହଲରେ ବୋମା ଥିବା ସୂଚନା ଦେଇଥିଲେ।ବୋମା ସୂଚନା ପାଇବା ପରେ ତାଜମହଲ ପରିସରରେ ଉପସ୍ଥିତ ଥିବା ପର୍ଯ୍ୟଟକଙ୍କୁ ବାହାର…

ସଡ଼କ ଦୁର୍ଘଟଣାରେ ୬ ମୃତ

ଆଗ୍ରା: ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରରୁ ୬ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାଟି ଉତ୍ତର ପ୍ରଦେଶର କନ୍ନୋଜ ଜିଲ୍ଲାରେ ଘଟିଛି। ଟ୍ରକଟି କାରଟିକୁ ଧକ୍କା ଦେବା ଫଳରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ସେମାନେ ଲକ୍ଷ୍ମୀପୁରରୁ ମେହଦୀପୁର ବାଲାଜୀ ଦର୍ଶନ କରିବାକୁ ଯାଉଥିଲେ। ସୂଚନା ପାଇ ସ୍ଥାନୀୟ…

୬ ମାସ ପରେ ଖୋଲିଲା ତାଜମହଲ

ଆଗ୍ରା : କରୋନା ମହାମାରୀ ଯୋଗୁଁ ଅନେକ ପରର୍ଯ୍ୟଟନ ସ୍ଥଳ ବନ୍ଦ ରହିଛି । ତେବେ ୬ ମାସ ହେବ ବନ୍ଦ ଥିବା ତାଜମହଲ ଖୋଲାଯାଇଛି । ତାଜମହଲ ଖୋଲିବା ପରେ ସର୍ବ ପ୍ରଥମେ ପ୍ରବେଶ କରିଥିଲେ ଜଣେ ଚାଇନିଜ ପର୍ଯ୍ୟଟକ ।ସେ ହେଲେ ଲିୟାଙ୍ଗ ଶି ଚେଙ୍ଗ । ସେ ବିଶ୍ୱ ପ୍ରସିଦ୍ଧ ବେଞ୍ଚରେ ବସି ଫଟୋ ମଧ୍ୟ ଉଠାଇଥିଲେ ।…

ଦେଵକୀନନ୍ଦନଙ୍କ ନାଁରେ ଏତଲା ରୁଜୁ

ଆଗ୍ରା: ଲୋକପ୍ରିୟ ଭାଗବତ ପ୍ରବଚକ ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇଙ୍କ ନାଁରେ ଏତଲା ରୁଜୁ କରିଛି ପୁଲିସ। ସୂଚନା ମୁତାବକ, ଦେଵକୀନନ୍ଦନ ଠାକୁର ଓ ତାଙ୍କ ଭାଇ ଜଣେ ଦଳିତଙ୍କ ଘରେ ପଶି ମାରପିଟ କରିବା, ଜାତିସୂଚକ ଶବ୍ଦ ବ୍ୟବହାର କରିବା ଓ ମହିଳାଙ୍କୁ ଅସଦାଚରଣ କରିବା ନେଇ ଅଭିଯୋଗ ଆସିଛି। ମଥୁରାର…

ଆଗ୍ରାରେ ଟ୍ରମ୍ପ୍‌

ଆଗ୍ରା: ଅହମଦାବାଦରୁ ଯାଇ ଆଗ୍ରାରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସପରିବାର ସହ ଆଗ୍ରାର ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ୍‌। ଇଷ୍ଟ୍‌ ଗେଟ୍‌ ଦେଇ ସପରିବାର ସହ ତାଜମହଲ ପରିସରରେ ପହଞ୍ଚିଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ତାଜମହଲ ପରିସର ବୁଲି ଫଟୋ ପୋଜ ଦେଇଛନ୍ତି ଡୋନାଲ୍‌ ଟ୍ରମ୍ପ୍‌। ଡୋନାଲ୍‌ ଟ୍ରମ୍ପ୍‌…

ନାଳକୁ ଖସିଲା ବସ୍: ୨୯ ମୃତ, ୨୦ ରୁ ଅଧିକ…

ଆଗ୍ରା: ଉତ୍ତରପ୍ରଦେଶର ଯମୁନା ଏକ୍ସପ୍ରେସୱେ ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ବ୍ରହ୍ମକୁମାରୀ ଆଶ୍ରମରେ ଯୁବତୀଙ୍କୁ…

ଆଗ୍ରା : ବ୍ରହ୍ମକୁମାରୀ ଆଶ୍ରମରେ ୪ ବର୍ଷ ହେଲା ରହୁଥିବା ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ପିଡୀତା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଆଶ୍ରମ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ପୀଡିତା ଜଣକ । ଘଟଣା ଘଟିବା ପରେ ଯୁବତୀ ଥାନାକୁ ଯାଇ…

ବାର କାନଉସିଲର ମୁଖ୍ୟଙ୍କୁ ଗୁଳି କରି…

ଆଗ୍ରା: ଅପରାଧର ମାତ୍ରା ଦିନକୁ ଦିନ ଭାରତରେ ବଢିବାକୁ ଲାଗିଛି। ଆଜି ଆଗ୍ରାରେ ଘଟିଛି କିଛି ଏଭଳି ଘଟଣା। ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦରଭେଶ ଯାଦବ। ଆଜି ଶ୍ରୀମତୀ ଯାଦବଙ୍କୁ ଆଜି(ବୁଧବାର) ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା…