Odisha Link
Bridging the Missing Links in Odisha
Browsing Tag

Akshay Kumar

ବ୍ରହ୍ମପୁରର ସୁବାସଙ୍କୁ ଅକ୍ଷୟଙ୍କ…

ବ୍ରହ୍ମପୁର: ବ୍ରହ୍ମପୁରର ସୁବାସ ଚନ୍ଦ୍ର ମହାରଣାଙ୍କୁ ପ୍ରଶଂସା କଲେ ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାର। କୋଭିଡ ମହାମାରୀ ସମୟରେ ସାହାଯ୍ୟ କରିଥିବାରୁ ସୁବାସଙ୍କୁ ସାବାସି ଦେଇଛନ୍ତି ଖିଲାଡି ଷ୍ଟାର ଅକ୍ଷୟ କୁମାର। ଗତ ମେ ୬ ତାରିଖରେ ଅକ୍ଷୟ କୁମାରଙ୍କ ବ୍ୟକ୍ତିଗତ କର୍ମଚାରୀ ଟୁଟୁ ଭୂୟାଁଙ୍କ ସ୍ତ୍ରୀ…

ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ…

ମୁମ୍ୱାଇ: ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା। ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଅକ୍ଷୟ କୁମାର। କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିବା ସହ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି।…

ସିନେମା ‘ବଚନ ପାଣ୍ଡେ’ ଟିମ୍ ବିରୁଦ୍ଧରେ…

ଜୟପୁର : ବଲିଉଡ ସିନେମା ‘ବଚନ ପାଣ୍ଡେ’ ନାଁରେ ମାମଲା ରୁଜୁ। ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ପୁରା ଟିମ ବିରୋଧରେ କରୋନା ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ହୋଇଛି । ଜୈସଲମେର ର ଜଣେ ବସିନ୍ଦା ପୁରା ଟିମ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁସାରେ, ଜୈସଲମେର ଭାସ୍କର…

ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟିର ମାନହାନୀ…

ମୁମ୍ବାଇ: ଜଣେ ୟୁଟ୍ୟୁବରଙ୍କ ନାଁରେ ମାନହାନୀ ଅଭିଯୋଗ ଆଣିଛନ୍ତି ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। ୟୁଟ୍ୟୁବର ଜଣଙ୍କ ଅକ୍ଷୟଙ୍କ ସମ୍ମାନହାନୀ କରିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ୟୁଟ୍ୟୁବର ଜଣଙ୍କ ଅକ୍ଷୟ କୁମାରଙ୍କୁ ନେଇ ମିଥ୍ୟା ଓ…

ଆଜି ମୁକ୍ତିଲାଭ କରୁଛି ଫିଲ୍ମ ‘ଲକ୍ଷ୍ମୀ’

ମୁମ୍ବାଇ: ଆଜି ମୁକ୍ତିଲାଭ କରୁଛି ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘ଲକ୍ଷ୍ମୀ’। ଫିଲ୍ମ ‘ଲକ୍ଷ୍ମୀ’ ଏକ ଭିନ୍ନ ଚରିତ୍ର ଓ ଲୁକ୍‌ରେ ନଜର ଆସିବେ ଅକ୍ଷୟ କୁମାର।ଫିଲ୍ମରେ ଅକ୍ଷୟ କୁମାର ଲିଡ ରୋଲରେ ଥିବା ବେଳେ କିୟାରା ଆଡଭାନୀ ଫିମେସ ଲିଡରେ ନଜର ଆସିବେ। ଅନେକ ରାଜ୍ୟରେ ସିନେମା ହଲ୍ ଖୋଲି ନ ଥିବାରୁ…

ନିଜ ପୁଅର ଜନ୍ମ ଦିନରେ ଖୁସି ଖବର ଦେଲେ…

ମୁମ୍ବାଇ : କରୋନା କାରଣରୁ ଅନେକ ସିନେମା ରିଲିଜ ହୋଇପାରିନଥିଲା । ବର୍ତ୍ତମାନ ଅନେକ ସିନେମା ଗୁଡ଼ିକ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହେବାରେ ଲାଗିଛି । ବର୍ତ୍ତମାନ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ‘ଲକ୍ଷ୍ମୀବମ୍‍’ର ରିଲିଜ୍‍ ତାରିଖ ଘୋଷଣା କରାଯାଇଛି। ନିଜ ପୁଅର ଜନ୍ମଦିନ ଅବସରରେ…

ପୋଲ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ

ମୁମ୍ବାଇ : ବଲିଉଡ ଆକ୍ସନ ହିରୋ ଅକ୍ଷୟ କୁମାର ନିଜର ଫିଟନେସକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ନିଜକୁ ସୁସ୍ଥ ରଖିବା ପାଇଁ ନୂଆ ନୂଆ ତରିକା ଗହଣ କରିଥାନ୍ତି। କେତେବେଳେ କିକ୍, ବକ୍ସିଂ, ମାର୍ସଲ ଆର୍ଟସ୍ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍, ସାଇକେଲିଂ ସୁଇମିଙ୍ଗ୍ କରିଥାନ୍ତି । ଅକ୍ଷୟ…

ସିନେମା ‘ଅତରଙ୍ଗୀ ରେ’ ର…

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲି ଖାନ୍‌ ଅନେକ ହିଟ ସିନେମାରେ କାମ କରିସାରିଛନ୍ତି । ବର୍ତ୍ତମାନ ସେ ନିଜ ଆଗାମୀ ସିନେମା 'ଅତରଙ୍ଗୀ ରେ' ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ସହ ଆକ୍ସନ ହିରୋ ଅକ୍ଷୟ କୁମାର, ଅଭିନେତା ଧନୁଷ ମଧ୍ୟ ନଜର ଆସୁଛନ୍ତି । ସିନେମାଟି ମାର୍ଚ୍ଚ ୫ରୁ…

ଅକ୍ଷୟ ଓ ରୋହିତଙ୍କୁ ସୁଟିଙ୍ଗରେ ସାହାଯ୍ୟ…

ମୁମ୍ବାଇ : ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ସୂର୍ଯ୍ୟବଶିଂର ଟ୍ରେଲର ସୋମବାର ଦିନ ରିଲିଜ ହୋଇଥିଲା । ଏହା ଅନେକ ବ୍ୟାପକ ପ୍ରଶଂସାରେ ମୁକ୍ତିଲାଭ କରିଛି । ରୋହିତ ଶେଟ୍ଟୀ ଏବଂ ଅକ୍ଷୟ ଦୁହେଁ ପ୍ରଥମ ଥର ପାଇଁ ଏକାଠି କାମ କରିଛନ୍ତି । ରୋହିତ ପୂର୍ବରୁ ପୋଲିସ ଉପରେ ତିନୋଟି ସିନେମା କରିସାରିଥିଲେ ।…

କିନ୍ନର ଆଶ୍ରୟ ଗୃହକୁ ଦେଢ଼ କୋଟି ଦାନ କଲେ…

ମୁମ୍ବାଇ: ବଲିଉଡ୍‌ର ସୁପର ଷ୍ଟାର ଅକ୍ଷୟ କୁମାର ନିଜର ଅଭିନୟ ଓ ସୁବ୍ୟବହାର କାରଣରୁ ସମସ୍ତଙ୍କର ପ୍ରିୟ ପାତ୍ର ପାଲଟି ସାରିଛନ୍ତି । ସେ ଅନେକ ହିଟ ସିନେମାରେ ଅଭିନୟ କରିସାରିଛନ୍ତି । ସିନେମା ‘ଲକ୍ଷ୍ମୀ ବମ୍ବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ସିନେମରେ ଅକ୍ଷୟ ଜଣେ କିନ୍ନର ଭୂମିକାରେ ଅଭିନୟ…