Odisha Link
Bridging the Missing Links in Odisha
Browsing Tag

Ananta Naryan Jena

ଅନନ୍ତଙ୍କ ନାଁରେ ମାମଲା ହେଉ: ସାଲୁଜା

ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନାମରେ ମାମଲା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଓ ଡିଏସପି ଯାଇ ଭୟଭୀତ କରିଛନ୍ତି। ଭୟମୀତ ହୋଇ ସେ ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା। ରାତି ଅଧରେ ଭୟଭୀତ…

ବିଧାନସଭା: ଓଡ଼ିଶା କେବେ ମଦମୁକ୍ତ ହେବ…

ଭୁବନେଶ୍ବର: ଗୋଟିଏ ପଟେ ସରକାର ମଦ ବିକ୍ରି ବୃଦ୍ଧି କରି ମୋଟା ଅଙ୍କର ରାଜସ୍ୱ ଆଦାୟ ପାଇଁ ଯୋଜନା କରୁଥିବା ବେଳେ ମଦମୁକ୍ତ ଓଡ଼ିଶା ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ଖୋଦ୍ ବିଜୁ ଜନତା ଦଳ ବିଧାୟକ। ଏପରିକି ମଦକୁ ନେଇ ରାଜ୍ୟ ରାଜନୀତି ସର୍ବଦା ସରଗରମ ରହିଥାଏ। ଆଜି ବିଧାନସଭା…

୫୦୦ ଟଙ୍କା ତଣ୍ଡ ଗଣିଲେ ବିଧାୟକ

ଭୁବନେଶ୍ବର: ହଟହଟା ହେଲେ ବିଧାୟକ। ଲୋକଙ୍କୁ ନୂଆ ଟ୍ରାଫିକ୍ ଆଇନ୍ ସମ୍ପର୍କରେ ସଚେତନ କରିବାକୁ ଆସି ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ହଟହଟା ହୋଇଛନ୍ତି। କାରଣ ବେଆଇନ ଭାବେ ଗାଡ଼ି ପାର୍କିଂ କରି ଦେଇଥିବା ଅଭିଯୋଗରେ ବିଧାୟକ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି। ଭୁବନେଶ୍ୱର ସ୍ଥିତ ଏଜି ଛକକୁ…