Odisha Link
Bridging the Missing Links in Odisha
Browsing Tag

attack

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର: ଦୁଇ…

ଓଏଲ୍ ବ୍ୟୁରୋ: ଜମ୍ମୁକାଶ୍ମୀରରେ ଏନକାଉଣ୍ଟର ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଏନକାଉଣ୍ଟର ସୋପିଆନର ଆଲିସପୋରା ଅଞ୍ଚଳରେ ହୋଇଥିବାବେଳେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ସୋପିଆନର ଆଲିସପୋରା ଅଞ୍ଚଳରେ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ୨ ଆତଙ୍କୀଙ୍କ ପରିଚୟ ମିଳିଛି। ଏନେଇ କାଶ୍ମୀର ଏଡିଜିପି…

ରାଜଧାନୀରେ ରକ୍ତର ଛିଟା

ଓଏଲ୍‌ ବ୍ୟୁରୋ: ରଙ୍ଗର ପର୍ବ ହୋଲିରେ ରାଜଧାନୀ ଭୁବନେଶ୍ବରରେ ଲାଗିଲା ରକ୍ତର ଛିଟା। ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଯୁବକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ। ଆକ୍ରମଣରେ ଗ୍ୟାରେଜ ମାଲିକ ହାପି ଓ ତାର ସହଯୋଗୀ ଆହତ ହୋଇଥିବା ସୂଚନା। ଆହତ ଯୁବକମାନେ ହେଲେ ଭୁବନେଶ୍ବର ସୁନ୍ଦରପଦା କପିଳ ପ୍ରସାଦ…

ବାପ-ପୁଅଙ୍କୁ ବିବସ୍ତ୍ର କରି ନିସ୍ତୁକ…

ଖୋର୍ଦ୍ଧା: ମାନବବାଦୀ ସଂଗଠନର ଅମାନବୀୟ କାମ। ସଂଗଠନରେ ସାମିଲ ନ ହେବାରୁ ବାପ-ପୁଅଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ଼। ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ଦୁଇ ଜଣଙ୍କୁ ନିର୍ଘାତ ମାଡ଼ ମରାଯାଉଛି। ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ…

ବିଜେପି ନେତାଙ୍କୁ ଆକ୍ରମଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଚଁପୁରରେ ବିଜେପି ନେତାଙ୍କୁ ଆକ୍ରମଣ ଅଭିଯୋଗ। ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ ଗତକାଲି ରାତିରେ ଧାରୁଆ ଅସ୍ତ୍ରରେ କେତେକ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରି…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ମାଡ଼…

ବଲାଙ୍ଗୀର: ଆଧୁନିକ ବିଜ୍ଞାନ ଯୁଗରେ ଆଜି ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଦୂର ହୋଇପାରିନାହିଁ। ଆଜି ମଧ୍ୟ କିଛି ଲୋକେ ଏହାକୁ ବିଶ୍ବାସ କରୁଛନ୍ତି। ଯାହାର ଜ୍ବଳନ୍ତ ଉଦାହରଣ ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ପରୁଆଭାଡ଼ି ଗାଁରେ। ଗୁଣିଗାରେଡ଼ି କରି ଗାଁଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ…

ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାକୁ ଘରକୁ…

ବୀରମିତ୍ରପୁର: ସ୍ୱାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ। ପ୍ରଥମ ସ୍ତ୍ରୀ ଥିବା ବେଳେ ଆଉ ଜଣେ ମହିଳାଙ୍କୁ ଘରକୁ ଆଣିବାରୁ ସ୍ୱାମୀକୁ ଆକ୍ରମଣ କଲା ସ୍ତ୍ରୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ତଲସେରା ଗାଁରେ। ସ୍ୱାମୀଙ୍କ ନାଁ ଶ୍ୟାମ ସୁନ୍ଦର ସାହୁ। ସେ ବର୍ତ୍ତମାନ…

ସାବିତ୍ରୀରେ ସ୍ତ୍ରୀର ଆକ୍ରମଣରେ ସ୍ବାମୀ…

ବଡବିଲ: ସାବିତ୍ରୀରେ ସ୍ବାମୀକୁ ଆକ୍ରମଣ କଲା ସ୍ତ୍ରୀ। ସ୍ତ୍ରୀର ଆକ୍ରମଣରେ ସ୍ବାମୀ ଗୁରୁତର। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ବାମୀ ମେଡିକାଲରେ ଭର୍ତ୍ତି। କେନ୍ଦୁଝର ଜିଲ୍ଲା ବଡବିଲ ଥାନା ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତ ଝାଡଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ଝାଡଗାଁର ମୋଟୁ ମୁଣ୍ଡା…

ଭୋଜି ଖାଇବାକୁ ଯାଇ ମାଡ଼ ଖାଇଲେ ତିନି…

ବଲାଙ୍ଗୀର: ବିବାହ ଭୋଜି ଖାଇବାକୁ ଯାଇଥିଲେ। ହେଲେ ଆକ୍ରମଣର ଶିକାର ହେଲେ ତିନି ଭାଇ। ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତର ମାଲପଡ଼ା ଗାଁରୁ ଆସିଛି। ମିଳିଥିବା ସୂଚନା ମୁତାବିକ, ଗୋଟିଏ ପରିବାରର ୩ ଭାଇ ଏକ ବିବାହ ଭୋଜିକୁ ଯୋଗଦାନ ପାଇଁ ଆସିଥିବା ବେଳେ କୌଣସି ଘଟଣାକୁ ନେଇ…

ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ପୁରୀ: ସାମ୍ବାଦିକଙ୍କୁ ପିଟିଲା ପୁଲିସ। ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ସହ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ…

ଦଳିଦେଲା ଦନ୍ତା, ୩ ମୃତ

ପଦ୍ମପୁର: ଦନ୍ତା ଆତଙ୍କ। ପଦ୍ମପୁର ରେଂଜ ରାଇସଲପଦର ପଞ୍ଚାୟତର ୨ଟି ଗାଁରେ ହାତୀ ଆକ୍ରମଣ। ଆକ୍ରମଣରେ ତିନି ଜଣଙ୍କର ମୄତ୍ୟୁ ହୋଇଛି। ମୃତକ ହେଲେ ରାଇସଲପଦର ଗ୍ରାମପାୟତ ଉମରାଡ଼ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାର। ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ନାଥପାଲି ଗାଁକୁ ଆସି ହାତୀ ଆକ୍ରମଣର…