Odisha Link
Bridging the Missing Links in Odisha
Browsing Tag

Bahuda Jatra

ସିଂହଦ୍ବାରରେ ତିନି ଠାକୁର 

ଓଏଲ୍‌ ବ୍ୟୁରୋ: ବଡ଼ ଦେଉଳ ଆଗରେ ଠିଆହୋଇଛି ତିତି ରଥ। ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡ଼ିଛନ୍ତି ତିନି ଠାକୁର। ସଂଧ୍ୟାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ। ପ୍ରଥମେ ତାଳଧ୍ବଜ ରଥ ଏବଂ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା।…

ରତ୍ନ ସିଂହାସନକୁ ବାହୁଡ଼ିବେ ଶ୍ରୀଜିଉ;…

ଓଏଲ୍‌ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଏପଟେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର…

ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର…

ପୁରୀ: ଭାବର ଠାକୁର ସେ ଭାବ ବିନୋଦିଆ। ମହାପ୍ରଭୁଙ୍କ ପାଖରେ ଭକ୍ତି ଓ ସମର୍ପଣର ବିକଳ୍ପ ନାହିଁ। ଗତକାଲି ଶ୍ରୀଜିଉଙ୍କ ବାହୁଡା ଯାତ୍ରା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ନିକଟରେ ସେଇ ଭକ୍ତି ଓ ସମର୍ପଣ ଭାବ ଦେଖିବାକୁ ମିଳିଥିଲା। ମହାପ୍ରଭୁଙ୍କ ରଥ ମାଉସୀମା ମନ୍ଦିର ନିକଟରେ…

ସିଂହଦ୍ବାର ସାମ୍ନାରେ ଲାଗିଲା ୩ ରଥ, ଗୀତ…

ପୁରୀ: ବଡ଼ଦାଣ୍ଡରେ ଭିଜି ଭିଜି ସିଂହଦ୍ବାରରେ ପହଁଞ୍ଚିଲେ ଭାଇ ଭଉଣୀ। ସିଂହଦ୍ବାରା ସାମ୍ନାରେ ଆସି ପହଁଞ୍ଚିଲା ଶ୍ରୀଜିଉଙ୍କ ରଥ। ତଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖରେ ଲାଗିଲା। ୩ ରଥ ପହଁଞ୍ଚିବା ପରେ ଶହ ଶହ ସେବାୟତ କଲେ ଗୀତଗୋବିନ୍ଦ ଗାନ। ଗୁଣ୍ଡିଚା ମନ୍ଦିରରେ ନବ ଦିନାତ୍ମକଯାତ୍ରା…

ରାତି ପାହିଲେ ବାହୁଡ଼ା ଯାତ୍ରା

ପୁରୀ: ରାତି ପାହିଲେ ଶ୍ରୀଜିଉଙ୍କ ବାହୁଡା ଯାତ। ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମାଉସୀ ମା' ମନ୍ଦିର ସମ୍ମୁଖରେ ଏଥିପାଇଁ ଠିଆ ହୋଇଛି ତିନି ରଥ। ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଛି ନୀତି ନର୍ଘଣ୍ଟ। ଆଜି ରାତିରେ ଠାକୁରଙ୍କ ବଡ଼ ସିଂହାର ବେଶ…

ଆଜି ବାହୁଡ଼ା ଯାତ୍ରା: ବାହୁଡ଼ିବେ…

ପୁରୀ: ଆଜି ପବିତ୍ର ବାହାୁଡ଼ା ଯାତ୍ରା। ଆଜି ମାଉସୀ ଘରୁ ବଡ଼ ଦେଉଳକୁ ବାହୁଡ଼ିବେ ଶ୍ରୀଜିଉ। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଯିବେ ବଡ଼ ଦେଉଳକୁ।…

ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡ଼ ହେଲା…

ପୁରୀ: ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା ହେରାପଞ୍ଚମୀ ନୀତି। ଅଭିମାନିନୀ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶରଧାବାଲିରେ ନନ୍ଦିଘୋଷ ରଥର କାଠ ଭାଙ୍ଗିଲେ। ଏହାପରେ ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ବାରକୁ ନିଆଯିବ। ଆଜି ସକାଳୁ ଆଜ୍ଞାମାଳ ବିଜେ ପରେ ତିନି ରଥର ଦକ୍ଷିଣମୋଡ଼ ଆରମ୍ଭ…

ଫୁଲରେ ଝଲସିଲା ତିନି ରଥ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଦୀର୍ଘ ୯ଦିନର ରହଣୀ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧା ମୂର୍ତ୍ତୀ। ଏଥିପାଇଁ ରଥ ବି ପ୍ରସ୍ତୁତ ଭକ୍ତ ବି ପ୍ରସ୍ତୁତ। ରଥଯାତ୍ରା ଦିନ ଫୁଲରେ ସଜେଇ ହୋଇଥିଲା ଶ୍ରୀମନ୍ଦିର। ଏହାର କିଛି ଝଲକ ମଧ୍ୟ ଆଜି ବାହୁଡ଼ା ଯାତ୍ରାରେ ଦେଖିବାକୁ ମିଳିଛି। ଏଥର…

ବାହାୁଡ଼ା ଯାତ୍ରା ଦେଖିବା ପାଇଁ ପୁରୀ…

ପୁରୀ: ଆଜି ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଆଜି ଯାତ୍ରା କରିବେ ମହାପ୍ରଭୁ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଦୀର୍ଘ ୯ଦିନର ଯାତ୍ରାର ଅନ୍ତ ଘଟିବ ଆାଜି। ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଏଥିପାଇଁ ଭୋର ୪ଟାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।…

ଆଜି ବାହୁଡ଼ା ଯାତ୍ରା: ରତ୍ନବେଦୀକୁ…

ପୁରୀ: ଆଜି ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଆଜି ଯାତ୍ରା କରିବେ ମହାପ୍ରଭୁ ଜଗା, ବଳିଆ ଓ ଭଉଣୀ ସୁଭଦ୍ରା। ଦୀର୍ଘ ୯ଦିନର ଯାତ୍ରାର ଅନ୍ତ ଘଟିବ ଆାଜି। ଚତୁର୍ଦ୍ଧା ମୂର୍ତ୍ତି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ଏଥିପାଇଁ ଭୋର ୪ଟାରୁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।…