Odisha Link
Bridging the Missing Links in Odisha
Browsing Tag

Bahuda Yatra

ସିଂହଦ୍ବାରରେ ତିନି ଠାକୁର 

ଓଏଲ୍‌ ବ୍ୟୁରୋ: ବଡ଼ ଦେଉଳ ଆଗରେ ଠିଆହୋଇଛି ତିତି ରଥ। ନବଦିନାତ୍ମକ ଯାତ୍ରା ସରିବା ପରେ ବାହୁଡ଼ିଛନ୍ତି ତିନି ଠାକୁର। ସଂଧ୍ୟାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ବାର ସାମ୍ନାରେ ଲାଗିଲା ତିନି ରଥ। ପ୍ରଥମେ ତାଳଧ୍ବଜ ରଥ ଏବଂ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ପହଞ୍ଚିଥିଲା।…

ରତ୍ନ ସିଂହାସନକୁ ବାହୁଡ଼ିବେ ଶ୍ରୀଜିଉ;…

ଓଏଲ୍‌ ବ୍ୟୁରୋ: ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ। ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ଏପଟେ ପ୍ରଭୁ ସୁଦର୍ଶନ, ବଡ଼ ଠାକୁର…

ଆସନ୍ତା କାଲି ଶ୍ରୀଜୀଉଙ୍କ ବାହୁଡା…

ପୁରୀ : ଆଉ କିଛି ସମୟ ପରେ ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ସରିଯିବ । ପୁଣି ଆର ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ । ସଂଧ୍ୟାଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି । ସଂଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ହୋଇଯିବ । ଏହାପରେ ଆସନ୍ତା କାଲି…