Odisha Link
Bridging the Missing Links in Odisha
Browsing Tag

Bhubaneswar

ପ୍ରାକ୍ ମୌସୁମୀ ପ୍ରଭାବ! ଭୁବନେଶ୍ୱରର…

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ଥିବା ପାଣିପାଗ ବିଭାଗ ଏକ ପ୍ରକାର ସୂଚନା ଦେଇଛି। ରାଜଧାନୀରେ…

ଆମେରିକାରୁ ଆସି ଭୁବନେଶ୍ବରରେ ହେଲା ୨…

ଓଏଲ୍ ବ୍ୟୁରୋ: ସାଧାରଣତଃ ପୁଅଙ୍କ ବ୍ରତଘର ହୋଇଥାଏ। ଝିଅଟିଏର ବ୍ରତଘର ହେବା ବୋଧେ ପ୍ରାୟତ ଦେଖିବାକୁ କମ୍ ମିଳିଥାଏ। ଭୁବନେଶ୍ୱରର ଏକ ସ୍ଥାନୀୟ ହୋଟେଲରେ ଦେଖିବାକୁ ମିଳିଥିଲା ଏମିତି କିଛି ଘଟଣା। ବାଲେଶ୍ୱରର ଗୁରୁସୋମ ନାମକ ଜଣେ ବ୍ୟକ୍ତି ତାଙ୍କର ଜଣେ ପୁଅ ସହ ୨ଝିଅଙ୍କର ମଧ୍ୟ ବ୍ରତଘର କରାଇଛନ୍ତି।…

ଦୁବାଇକୁ ପ୍ରଥମ ଉଡ଼ାଣ, ଅରୁଣ କହିଲେ…

ଭୁବନେଶ୍ବର: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ଓଡ଼ିଶାର ରାଜଧାନୀ ଭୁବନେଶ୍ବରରୁ ଦୁବାଇ, ସଙ୍ଗାପୁର ଭଳି ସହର ଆଉ ବେସି ଦୂର ନୁହେଁ। ଆଜିଠାରୁ ଭୁବନେଶ୍ବରରୁ ସିଧାସଳଖ ଦୁବାଇକୁ ଉଡ଼ିଲା ବିମାନ। ଭାରତୀୟ ସମୟ ସନ୍ଧ୍ୟା ୬ଟା୩୦ରେ ଉଡ଼ିଲା ବିମାନ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଏଣିକି ପୋଷା କୁକୁର ରାସ୍ତାରେ ଝାଡା କଲେ,…

ଭୁବନେଶ୍ବର: ଆପଣ ରାଜଧାନୀ ଭୁବନେଶ୍ବରରେ ରହୁଛନ୍ତି କି? ଘରେ ପୋଷା କୁକୁର ରଖିଛନ୍ତି କି ? ଆଉ ପୋଷା କୁକୁରକୁ ବାହାରେ ବୁଲାଇ ମଳତ୍ୟାଗ କରାଉଛନ୍ତି କି ? ଯଦି ଏପରି କରୁଛନ୍ତି ତେବେ କୁକୁରର ମାଲିକ ମାନେ ସାବଧାନ ହେଇ ଯାଆନ୍ତୁ। କାରଣ ଆପଣଙ୍କ ପୋଷା କୁକୁରର ଅଭ୍ୟାସ ଆପଣଙ୍କୁ ସମସ୍ୟାରେ ପକାଇପାରେ।…

“ଭୁବନେଶ୍ବର@୭୫ :…

ଭୁବନେଶ୍ବର: ବିଗତ ୧୦ ବର୍ଷ ଭିତରେ ଭୁବନେଶ୍ବର ସହରର ଦ୍ରୁତ ବିକାଶ ଘଟିଛି। ତେବେ ସହରର ଉନ୍ନତିରେ ସରକାରଙ୍କର ଯେତିକି ଦାୟିତ୍ବ, ନାଗରିକଙ୍କର ଦାୟିତ୍ବ ମଧ୍ୟ ତତୋଧିକ। ଭୁବନେଶ୍ବରର ବିକାଶ ପାଇଁ ନାଗରିକ ସମାଜର ସହଭାଗିତା ଜରୁରୀ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ପେନ୍‌ ଇନ୍‌ ବୁକ୍ସ…

ଭୁବନେଶ୍ବରରେ ନିର୍ମାଣ ହେବ ଅଗ୍ରିଆ ଭବନ,…

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରେ ହେଉଛି ଉପନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରଚାର। ଏସବୁ ମଧ୍ୟରେ ଆଜି ପଶ୍ଚିମ ଓଡ଼ିଶାର ଅଗ୍ରିଆ ସମାଜ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ଼ ଘୋଷଣା। ସେମାନେ ନିକଟରେ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ…

ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା…

ଓଏଲ୍‌ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରକୁ ପୁରିଲା ୭୫ ବର୍ଷ। ରାଜ୍ୟର ରାଜଧାନୀ ଭୁବନେଶ୍ବରର ଜନ୍ମଦିନ ବା ପ୍ରତିଷ୍ଠା ଦିବସ। ୭୫ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଇଁ ଉତ୍ସବ ମୁଖର ପୂରା ସହର। ଆଜିଠୁ ତିନି ଦିନ ଧରି ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ। ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ…

ଭୁବନେଶ୍ବରରେ ନୟାଗଡ଼ ଦିବସ, ପଠାଣି…

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଐତିହ୍ୟସ୍ଥଳ, ମନ୍ଦିର ଓ ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମପୀଠର ରୂପାନ୍ତରଣ କାର୍ଯ୍ୟ ଚାଲିଥିବାବେଳେ ଏବେ ମନୋଜ ଦାସଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ହେଉଛି। ଏଭଳି ପଦକ୍ଷେପ ନିଶ୍ଜିତ ଭାବରେ ସ୍ବାଗତଯୋଗ୍ୟ। ତେବେ କେବଳ ଭାରତରେ ନୁହେଁ, ବିଶ୍ବସ୍ତରରେ ଓଡ଼ିଶା ପାଇଁ ପରିଚୟ…

ସେବାୟତଙ୍କ କଳି ଯୋଗୁଁ ୮ଦିନ ହେଲାଣି…

ଓଏଲ୍‌ ବ୍ୟୁରୋ: ସପ୍ତାହେରୁ ଅଧିକ ଦିନ ହେଲାଣି ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପଡ଼ିଛି ତାଲା। ୮ ଦିନ କାଳ ମନ୍ଦିର ଫାଟକରେ ଚାବି ପଡ଼ିଥିବାରୁ ବାବା କପିଳ ନାଥ ଭୋକ ଉପବାସରେ ଅଛନ୍ତି। ଅନ୍ୟପଟେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ ନକରିପାରି ନିରାଶ ହୋଇ ଫେରୁଛନ୍ତି।ମନ୍ଦିରର ମଲ୍ଲିଆ ଓ ଖୁଣ୍ଟିଆ…

ବରମୁଣ୍ଡା ବସଷ୍ଟାଣ୍ଡରେ ବୋମାମାଡ଼

ଓଏଲ୍‌ ବ୍ୟୁରୋ : ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ କାଣ୍ଡ ଘଟାଇଥିବା ଖବରରୁ ଜଣା ପଡିଛି। ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମାମାଡ ହୋଇଥିବା ଜଣା ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ବୋମାମାଡ ହୋଇଛି। ସୂଚନା ଅନୁସାରେ, ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ଉପରକୁ ବୋମା…