Odisha Link
Bridging the Missing Links in Odisha
Browsing Tag

Bhubaneswar

ନିଶା ନିବାରଣ କେନ୍ଦ୍ରରେ ମାଡ଼ ମାମଲା :…

ଓଏଲ୍‌ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ଘଟିଥିବା ଘଟଣାର ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ନିଶା ଛଡ଼ାଇବା ନାଁରେ ଜଣେ ଯୁବକଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୁତ୍ତ। ତେବେ ଭୁବନେଶ୍ୱର ଘରୋଇ ସେଣ୍ଟରରେ ମାଡ଼ ଖାଇ ଗୁରୁତର ହୋଇଥିବା ଯୁବକ ସର୍ବେଶ୍ୱର ବେହେରାଙ୍କ ମୃତ୍ୟୁ ହୋଇଛି।…

ଆଜିଠୁ ଖଣ୍ଡଗିରି ଯାତ୍ରା

ଓଏଲ୍ ବ୍ୟୁରୋ : ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ୨୮ଜାନୁଆରୀରୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଖଣ୍ଡଗିରି ଓ ଉଦୟଗିରିରେ ସାଧୁସନ୍ଥଙ୍କ ଭିଡ ଦେଖିବାକୁ ମିଳିଛି। ଖଣ୍ଡଗିରି ମେଳାରେ ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରୁଛନ୍ତି। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି…

ଆଜିଠୁ ଖଣ୍ଡଗିରି ମେଳା

ଓଏଲ୍ ବ୍ୟୁରୋ : ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ଆଜିଠୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ। ଆଜିଠୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ…

ଆଜି ଡଟ୍‌ ଫେଷ୍ଟର ଶେଷ ସନ୍ଧ୍ୟା

ଓଏଲ୍ ବ୍ୟୁରୋ : ଶୀତୁଆ ସନ୍ଧ୍ୟାରେ ଝୁମୁଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଆୟୋଜିତ ଡଟ୍‌ ଫେଷ୍ଟର ମଜା ନେଉଛନ୍ତି ଦର୍ଶକ। ଡଟ୍‌ ଫେଷ୍ଟ ୧୦ଦିନ ହେବ ଆରମ୍ଭ ହୋଇଥିବାବେଳେ ଆଜି ହେଉଛି ଏହାର ଶେଷ ଦିନ। ଡଟ୍‌ ଫେଷ୍ଟର ଶେଷ ଦିନରେ ଦର୍ଶକଙ୍କ ମନକୁ ଛୁଇଁବ ବିଶିଷ୍ଟ…

ଭୁବନେଶ୍ୱର ବରମୁଣ୍ଡାରେ ଜଳିଗଲା ବସ୍

ଓଏଲ୍ ବ୍ୟୁରୋ : ହଠାତ୍ ନିଆଁ ଲାଗି ଜଲିଗଲା ବସ୍। ରାଜଧାନୀ ଭୁବନେଶ୍ଵରର ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଯାଇଥିବା ଖବର ସାମ୍ନାକୁ ଆସିଛି। ନିଆଁ ଲାଗି ହୁତ୍ ହୁତ୍ ହୋଇ ଜଳିଥିବା ଗାଡ଼ିର ନାମ ହେଉଛି 'ଖଣ୍ଡାଧାର କୁଇନ'। ବରମୁଣ୍ଡା ବସଷ୍ଟାଣ୍ଡରେ ବସ ଛିଡା ହୋଇଥିବାବେଳେ ନିଆଁ ଲାଗିଥିବା…

ହକି ବିଶ୍ୱକପ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ପେସିଆଲ ରେଳ…

ସକାଳୁ ସକାଳୁ ରାଜଧାନୀରେ କୃଷକଙ୍କ ଗର୍ଜନ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ…

ଆଇଟି କମ୍ପାନୀ ଡିଲଏଟ୍ ଶାଖାର ଉଦ୍‌‌ଘାଟନ…

ଓଏଲ୍‌ ବ୍ୟୁରୋ : ଆଇସିଓଏମସି କୋଠାରେ ଡିଲଏଟ୍‌‌ କମ୍ପାନୀର ଶୁଭାରମ୍ଭ। ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ ଯାହାର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ…

ହକି ବିଶ୍ୱକପ ପାଇଁ ହ୍ୱାଟ୍‌ସଆପ୍ ନମ୍ବର…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ରାଜ୍ୟବାସୀ। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ହକି ବିଶ୍ୱକପକୁ ନେଇ ସରକାର ଖୁବ ସଜାଗ ଥିବାବେଳେ ବିଶ୍ୱକପ ପାଇଁ କମିଶନରେଟ ପୁଲିସ ଦ୍ୱାରା ଏକ ହ୍ୱାଟ୍‌ସଆପ୍ ନମ୍ବର ଜାରି କରାଯାଇଛି।…

ହକି ବିଶ୍ବକପ: ପ୍ରଥମ ବିଦେଶୀ ଦଳ ଭାବେ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୧୩ରୁ ଓଡ଼ିଶାରେ ଆରମ୍ଭ ହେବ ହକି ମହାକୁମ୍ଭ। ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଲା ନେଦରଲାଣ୍ଡସ୍‌ ଟିମ୍‌। ଏହାପୂର୍ବରୁ ଭାରତୀୟ ହକି ଦଳ ଓଡ଼ିଶାରେ ପହଁଞ୍ଚି ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମ୍‌ରେ ଅଭ୍ୟାସ ଜାରି ରଖିଛି। ସୂଚନା ମୁତାବିକ, ନେଦରଲାଣ୍ଡ୍‌ସ…