Odisha Link
Bridging the Missing Links in Odisha
Browsing Tag

Bhubaneswar

କାଲିଠୁ ଓଡ଼ିଶାରେ ୫ଜି ସେବା

ଓଏଲ୍‌ ବ୍ୟୁରୋ : ଆସନ୍ତାକାଲିଠୁ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଫାଇଭ୍ ଜି ସେବା। ଏହି ସେବାକୁ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲଞ୍ଚ କରିବେ। ରାଜଧାନୀ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଏହି ସେବା ପ୍ରଦାନ…

ନୂଆରୂପ ପାଇବ ଶିଖରଚଣ୍ଡୀ ମନ୍ଦିର

ଓଏଲ୍‌ ବ୍ୟୁରୋ: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ। ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଭୁବନେଶ୍ୱରରୁ ସିଧାସଳଖ ଦୁବାଇ,…

ଓଏଲ୍‌ ବ୍ୟୁରୋ : ଆନ୍ତର୍ଜାତିକ ବିମାନ ଚଳାଚଳକୁ ନେଇ ରାଜ୍ୟ ସରକାରଙ୍କ ନୂତନ ପଦକ୍ଷେପ। ଖୁବଶୀଘ୍ର ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରୁ ଦୁବାଇ, ବ୍ୟାଙ୍କକ ଓ ସିଙ୍ଗାପୁର ଭଳି ଆନ୍ତର୍ଜାତିକ ସହରକୁ ସିଧାସଳଖ ବିମାନ ଚଳାଚଳ କରାଯିବା ନେଇ ନିଷ୍ପତି ନିଆଯାଇଛି। ରାଜ୍ୟ କ୍ୟାବିନେଟରେ ଏଭଳି ନିଷ୍ପତି…

ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର…

ଓଏଲ୍‌ ବ୍ୟୁରୋ : ରାଜ୍ୟସରକାର ଘୋଷଣା କରିଥିବା ସ୍ଥାୟୀ ନିଯୁକ୍ତି ପରେ ଚୁକ୍ତି ଭିତ୍ତିକ ନିଯୁକ୍ତିରେ ଥିବା ବିଭିନ୍ନ ଶିକ୍ଷକ ସଙ୍ଘ ଧାରଣା ଦେବାର ପୂର୍ବରୁ ଦେଖିବାକୁ ମିଳିଥିଲା। ଆଜି ରାଜଧାନୀ ରାଜରାସ୍ତାରେ ପୁଣି ଶିକ୍ଷକ ସଙ୍ଘର ବିକ୍ଷୋଭ ଦେଖିବାକୁ ମିଳିଛି। ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି…

ହକି ବିଶ୍ବକପ୍‌ ୨୦୨୩: ଭୁବନେଶ୍ବରରେ…

ଓଏଲ୍‌ ବ୍ୟୁରୋ: ଜାନୁଆରୀରେ ଖେଳାଯିବ ହକି ମହାକୁମ୍ଭ । ମୋଟ ୧୬ଟି ଦଳ ଭାଗ ନେବେ ଏହି ମହାକୁମ୍ଭରେ। ପ୍ରଥମ ଦଳ ଭାବେ ଭୁବନେଶ୍ବରରେ ପହଁଞ୍ଚିଛି ଭାରତୀୟ ହକି ଟିମ୍‌। ପୁରୁଷ ହକି ବିଶ୍ବକପ୍‌ ୨୦୨୩ ଖେଳିବା ପାଇଁ ଭୁବନେଶ୍ବରରେ ପହଁଞ୍ଚିଲେ ଭାରତୀୟ ହକି ଟିିମ୍‌ । ଓଡ଼ିଆ ପୁଅ ଅମିତ ରୋହିତ ଦାସ ଦଳର…

ଜୟପୁରକୁ ଉଡ଼ିବ ଆଉ ଏକ ବିମାନ, ପରିବହନ…

ଓଏଲ୍‌ ବ୍ୟୁରୋ: ଜୟପୁରବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। କାରଣ ରାଜଧାନୀ ଭୁବନେଶ୍ବରରୁ ଜୟପୁରକୁ ଉଡ଼ିବ ଆଉ ଏକ ବିମାନ। ଭୁବନେଶ୍ବର-ଜୟପୁର ସିଧାସଳଖ ବିମାନ ସେବା ସଫଳ ହେବା ପରେ ଏବେ ଆଉ ଏକ ବିମାନ ଉଡ଼ିବା ନେଇ ସୂଚନା ମିଳିଛି। ଏନେଇ ସୋମବାର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି…

କାଲିଠୁ ରାଜଧାନୀ ଭୁବନେଶ୍ୱରରେ ପଥୋତ୍ସବ

ଓଏଲ୍‌ ବ୍ୟୁରୋ : କାଲିଠୁ ଭୁବନେଶ୍ୱରରେ ପୁଣି ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ। ବିଏମସି ପକ୍ଷରୁ ପଥୋତ୍ସବ ଆରମ୍ଭ ହେବାର ସୂଚନା ଦିଆଯାଇଛି । ପଥୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଜାନୁଆରୀ ୧ ନୂଆବର୍ଷ ପଡୁଥିବାରୁ ଏହି ଦିନ ପଥୋତ୍ସବ ବନ୍ଦ ରହିବ ଏବଂ ରବିବାର ଅର୍ଥାତ ଜାନୁଆରୀ ୮…

ଉଦ୍ଧାର ହେଲେ ମୁକ୍ତିକାନ୍ତ

ଓଏଲ୍‌ ବ୍ୟୁରୋ: ସଫଳ ହେଲା ଅପରେସନ୍‌ ମୁକ୍ତିକାନ୍ତ। ଦୀର୍ଘ ୪ ଘଣ୍ଟା ପରେ ସମାଜସେବୀ ମୁକ୍ତିକାନ୍ତ ବିଶ୍ବାଳଙ୍କୁ ହୋଡିଂ ଉପରୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଲାଡର ସାହାଯ୍ୟରେ ପହଞ୍ଚି ମୁକ୍ତିକାନ୍ତଙ୍କୁ କାବୁ କଲା ଉଦ୍ଧାରକାରୀ ଟିମ୍‌। ପ୍ରଥମେ ମୁକ୍ତିକାନ୍ତଙ୍କ ଉପରକୁ ପାଣି ମାଡ କରିଥିଲେ। ଫଳରେ…

ମିଳିଲାନି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ,…

ଓଏଲ୍‌ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନହେବାରୁ ଯୁବକଙ୍କ ଅଭିନବ ପ୍ରତିବାଦ। ରାଜଧାନୀର ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଇଲେ ସୁରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱରର ଜନଗହଲି ପୂର୍ଣ୍ଣ ଶିଶୁଭବନ ଛକରେ ଥିବା ଏକ ବିଜ୍ଞାପନ ହୋର୍ଡିଂ ଉପରେ…

‘ମୋ ବସ’ ଲୁଟେରା…

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମୋ ବସରୁ ଲୁଟ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସିଥିଲା। ଯାତ୍ରୀମାନେ ମୋ ବସରେ ଯାତ୍ରା କରିବା ସମୟରେ ମୋ ବସରୁ ଲୁଟ ହେଉଥିଲା। ଲୁଟର ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରିବା ଦ୍ୱାରା ୭ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୁଲିସ। ଲୁଟେରାଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି…