Odisha Link
Bridging the Missing Links in Odisha
Browsing Tag

Bijaya Mohapatra

ହୀରାକୁଦ ଜଳସ୍ତର ଏତେ ତଳକୁ ଚାଲିଯିବା…

ଓଏଲ୍‌ ବ୍ୟୁରୋ : ହୀରାକୁଦ ଜଳସ୍ତରକୁ ନେଇ ବିଜେପି ନେତା ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେ ହୀରାକୁଦ ଜଳସ୍ତର ୬୧୬.୬୯ ଫୁଟ ଅଛି। ହୀରାକୁଦ ଜଳସ୍ତର ଗଲାବର୍ଷ ୬୨୧.୫ ଥିଲା। ୪ ଦିନ ତଳେ ୬୧୭.୫୧ ଥିଲା ହୀରାକୁଦ ଜଳସ୍ତର, ଅର୍ଥାତ୍ ୪ ଦିନକୁ ଫୁଟେ କମୁଛି। ବିଜୟ…

ସରକାରଙ୍କ ଜାଣତରେ ସବୁ କିଛି ହୋଇଛି:…

ଭୁବନେଶ୍ବର: ୟେସ୍ ବ୍ୟାଙ୍କରେ ପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଜମା ରହିବା ପ୍ରସଙ୍ଗରେ ପୁଣି ତଥ୍ୟ ରଖି ବର୍ଷିଛନ୍ତି ବିଜୟ ମହାପାତ୍ର। ଶ୍ରୀ ମହାପାତ୍ର କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକିନା, ସବୁ ସରକାରଙ୍କ ଜାଣତରେ ହୋଇଛି। ୨୦୧୫ରେ ଏଜି ଜଣାଇ ଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ…

ଶ୍ରୀକ୍ଷେତ୍ର ନୁହେଁ କୁରୁକ୍ଷେତ୍ର: ବିଜୟ

ଭୁବନେଶ୍ୱର: ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। ସେ ବିଷୋଦଗାର କରି କହିଛନ୍ତି ଯେ, ଶ୍ରୀକ୍ଷେତ୍ର ଏବେ ପାଲଟିଛି କୁରୁକ୍ଷେତ୍ର। ରାଜ୍ୟ ସରକାର କିଛି ବାଟ ପାଉନାହାନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଉଚ୍ଛେଦ ହେଉଛି ସରକାରଙ୍କ ଏକ…

ନବୀନଙ୍କ ପତନ ମୁଁ ଦେଖିବି: ବିଜୟ

ଭୁବନେଶ୍ବର: ପାଟକୁରା ନିର୍ବାଚନ ସରିଯାଇଛି। ଫଳାଫଳ ମଧ୍ୟ ସମସ୍ତଙ୍କ ସାମ୍ନାରେ ଅଛି। ଏଥିସହିତ ରାଜ୍ୟରେ କିଛି ମାତ୍ରାରେ ଥମିଛି ପ୍ରତ୍ୟେକ୍ଷ ରାଜନୀତି। ଏବେ ସୁଦ୍ଧା ଚର୍ଚ୍ଚାରେ ପାଟକୁରା ନିର୍ବାଚନ। ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ବିଜୟ ଯେତିତି ଚର୍ଚ୍ଚାରେ ନାହିଁ ତାଠୁ ଅଧିକ ଚର୍ଚ୍ଚା…

ପରାଜୟ ପରେ କଣ କହିଲେ ବିଜୟ ଜାଣନ୍ତୁ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ଶେଷରେ ବାଜି ମାରିଛି ବିଜେଡ଼ି। ସ୍ବାଭିମାନ ଓ ସମ୍ମାନର ଲଢେଇରେ ବାଜି ମାରିଛନ୍ତି ସାବିତ୍ରୀ ଅଗ୍ରଓ୍ବାଲ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲାଙ୍କ ଠାରୁ ୧୭,୯୨୦ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି।…

ପାଟକୁରା: କଥା ରଖିଲେନି ଦିଲୀପ

ଭୁବନେଶ୍ବର: ପାଟକୁରା ନିର୍ବାଚନ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ହେବ। ସେ ନେଇ ପାଟକୁରାରେ ଜମୁଛି ନିର୍ବାଚନୀ ପ୍ରଚାର। ଆଜି ସନ୍ଧ୍ୟାରେ ସରିବ ପ୍ରଚାର କାର୍ଯ୍ୟକ୍ରମ। ସେଥିପାଇଁ ତିନି ପ୍ରମୁଖ ଦଳ ପାଟକୁରା ବାସୀଙ୍କୁ ମନେଇବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ବିଜେଡ଼ି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…