Odisha Link
Bridging the Missing Links in Odisha
Browsing Tag

Biopic

ଯୁବରାଜଙ୍କ ବାୟୋପିକରେ ନଜର ଆସିବେ ଗଲିବୟ…

ମୁମ୍ବାଇ : ବଲିଉଡ ଅଭିନେତା ସିଦ୍ଧାନ୍ତ ଚର୍ତୁବେଦୀ ସିନେମା 'ଗଲି ବୟ' ରେ ଶାନଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ । ସେ ବର୍ତ୍ତମାନ ଏକ ବାୟୋପିକରେ ନଜର ଆସିପାରନ୍ତି । ସିଦ୍ଧାନ୍ତଙ୍କ ଅଭିନୟକୁ ନେଇ ଏବେ ଯୁବରାଜ ତାଙ୍କୁ ନିଜ ବାୟୋପିକର ପ୍ରମୁଖ କଳାକାର ଭାବେ ଦେଖିବାକୁ ଚାହୁଛନ୍ତି । …

ବାପା ଅନୀଲ କପୁରଙ୍କ ସହ ନଜର ଆସିବେ…

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ ବୟ ହେଉଛନ୍ତି ଅନୀଲ କପୁର । ସେ ଅନେକ ହିଟ ସିନେମାରେ ଅଭିନୟ କରିସାରିଛନ୍ତି । ହେଲେ ତାଙ୍କ ପୁଅ ହର୍ଷବର୍ଦ୍ଧନ କପୁର ଏବେ ନିଜର ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସେ ସିନେମା 'ମିର୍ଜିୟା' ଜରିଆରେ ବଲିଉଡରେ ହିରୋ ଭାବେ ଡେବ୍ୟୁ କରିଥିଲେ । ସିନେମାଟି…

ପ୍ରିୟଙ୍କା ଚୋପ୍ରାଙ୍କୁ ଲିଗାଲ ନୋଟିସ୍‌…

ମୁମ୍ବାଇ : ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଆନନ୍ଦ ଶିଲା । ସେ ହେଉଛନ୍ତି Indian Guru Rajneesh  ର ଟ୍ରଷ୍ଟି । ଖୁବ ଶୀଘ୍ର ତାଙ୍କ ଜୀବନୀ ଉପରେ ସିନେମା ହେବାକୁ ଯାଉଛି । ପ୍ରିୟଙ୍କା ଚୋପ୍ରା ତାଙ୍କ ଉପରେ ବାୟୋପିକ୍‌ ବନାଇବା ଏବଂ ତାହାକୁ ପ୍ରଡ୍ୟୁସ୍‌ କରିବାକୁ ନେଇ ଚର୍ଚ୍ଚାରେ ଥିଲେ । ହେଲେ…

ଅଭିଯୁକ୍ତ କସାଵ ବିପକ୍ଷରେ କେଶ ଲଢ଼ିଥିବା…

ମୁମ୍ବାଇ : ସବୁ ହିରୋ ଟୋପି ପିନ୍ଧନ୍ତିନି , କେତେକ କଳା କୋର୍ଟ ବି ପିନ୍ଧନ୍ତି । ଏହା ଆମେ କହୁନୁ ଏହାକୁ ନିର୍ଦ୍ଦେଶକ ଉମେଶ ଶୁକ୍ଳା କହିଛନ୍ତି । ସେ 'ଓ ମାଇଁ ଗଡ଼' ଓ '୧୦୨ ନଟ ଆଉଟ' ପରି ଅନେକ ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି । ବର୍ତ୍ତମାନ ଉମେଶ ଏକ ବାୟୋପିକ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।…

ରଣବୀର କପୁର ମୋର ପ୍ରଥମ ପସନ୍ଦ : ଅନୁରାଗ…

ମୁମ୍ବାଇ : ବଲିଉଡରେ ଏବେ ବାୟୋପିକ୍‌ର ଋତୁ ଚାଲିଛି । ବହୁତ ଜଲଦି ଦର୍ଶକ ଆଉ ଏକ ବାୟୋପିକ୍‌ ସିନେମା ଦେଖିବାକୁ ପାଇବେ । କିଶୋର କୁମାରଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ୍‌ । ସିନେମାଟିକୁ ଅନୁରାଗ ବାସୁ ନିର୍ଦ୍ଦେଶନା ଦେବା ସହ ରଣବୀର କପୁର କିଶୋରଙ୍କ ଚରିତ୍ରରେ ନଜର ଆସିବେ । ବାୟୋପିକଟି…

କଙ୍ଗନାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ…

 ମୁମ୍ବଇ : ବଲିଉଡରେ ଗୋଟେ ପରେ ଗୋଟେ ବାୟୋପିକ ପ୍ରସ୍ତୁତ ହେଉଛି । ନିକଟରେ ଅଭିନେତ୍ରୀ କଙ୍ଗନା ରାଣାୱତ ଅଭିନୀତ ସିନେମା ପଙ୍ଗ ଏକ ଜୀବନ ଶୈଳି ଉପରେ ଆଧାରିତ ହୋଇଛି ।ତେବେ ଖୁବ୍ ଶୀଘ୍ର କଙ୍ଗନାଙ୍କ ଜୀବନୀକୁ ନେଇ ଖୁବ୍ ଶୀଘ୍ର ସିନେମା ନିର୍ମାଣ ହେବାକୁ ଯାଉଛି । ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ…

‘ପ୍ଲାଟଫର୍ମ ସିଙ୍ଗର ରାନୁ…

ମୁମ୍ବାଇ: ବଲିଉଡରେ ଜୋର ଧରିଛି ବାୟୋପିକ୍‌ ସିନେମା ।ସେମିତି ଆଉ ଜଣଙ୍କ ଜୀବନ ଉପରେ ତିଆରି ହେବାକୁ ଯାଉଛି ଆଉ ଏକ ବାୟୋପିକ୍ । ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଛି। ତାଙ୍କ ସୁମଧୁର କଣ୍ଠ ପାଇଁ ଆଜି ସେ ଘରେ ଘରେ ପରିଚିତ ହୋଇଛନ୍ତି। ସେ ରେଳ ଷ୍ଟେସନରେ ଗୀତ ଗାଈ ଭିକ ମାଗିଚଳୁ ଥିଲେ…

୨୦୧୯ ନିର୍ବାଚନକୁ ପ୍ରଭାବିତ କରିପାରେ ଏଇ…

ଭୁବନେଶ୍ବର: ଦେଶ ସାରା ଏବେ ନିର୍ବାଚନୀ ଉଷ୍ମତା ବେଶ୍‌ ବାରି ହୋଇ ପଡ଼ୁଥିବା ବେଳେ ଏଥିରେ ଘିଅ ଢାଳିବାକୁ ସଜବାଜ ହେଉଛି ସିନେମା ହଲ୍। ୨୦୧୯ରେ ଓଡ଼ିଆ ସିନେମା ଠାରୁ ଆରମ୍ଭ କରି ବଲିଉଡ୍‌ ଯାଏଁ ଏମିତି କିଛି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି, ଯାହା ଭୋଟରଙ୍କ ଭାବାବେଗକୁ ପ୍ରଭାବିତ କରିବାର…