Odisha Link
Bridging the Missing Links in Odisha
Browsing Tag

Bipin Rawat

ଜେନେରାଲ ରାୱତଙ୍କ ପ୍ରତି ଅଶାଳୀନ…

ନୂଆଦିଲ୍ଲୀ: ଇଚ୍ଛା ରାଜନୀତି କରିବା। ପୂର୍ବରୁ ଉପସରପଞ୍ଚ ଭାବେ କାର୍ଯ୍ୟ ତୁଲାଇ ସାରିଥିବା ଜଣେ ବ୍ୟକ୍ତି ସରପଞ୍ଚ ହେବା ଆଶାରେ ସିଡିଏସ୍‌ ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କ ପ୍ରତି ଦେଇଥିଲେ ଅସମ୍ମାନଜନକ ମନ୍ତବ୍ୟ। ଏଭଳି ମନ୍ତବ୍ୟ ଦେଇ ଚର୍ଚ୍ଚା ରହିବା ନେଇ କରିଥିଲେ ଆଶା। ହେଲେ ଏବେ ବନ୍ଧା ହେଲେ।…

ହେଲିକପ୍ଟର ଦୁର୍ଘଟଣା: ବଞ୍ଚିଥିଲେ…

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବେଳେ ଜେନେରାଲ ରାଓ୍ବତ ବଞ୍ଚିଥିଲେ ବୋଲି ଉଦ୍ଧାରକାରୀ ଦଳ…

କାହିଁକି ହେଲା CDS ବିପିନ୍‌ ରାଓ୍ବତଙ୍କ…

ଭୁବନେଶ୍ବର: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ବିପିନ୍‌ ରାଓ୍ବତଙ୍କ ଦେହାନ୍ତ। ତାମିଲନାଡୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ବିପିନ୍‌ ରାଓ୍ବତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ…

ପ୍ରତିରକ୍ଷା ବଜେଟ୍‌ ଭରଣା ପାଇଁ ବିକ୍ରି…

ନୂଆଦିଲ୍ଲୀ : କେନ୍ଦ୍ର ବଜେଟ୍‌ରେ ପ୍ରତିରକ୍ଷା ବିଭାଗକୁ ମୋଟ ୪.୭୦ ଲକ୍ଷ କୋଟି ଟଙ୍କା ବରାଦ କରାଯାଇଛି। ଏହି ଅର୍ଥରେ ଦେଶର ସୈନ୍ୟବାହିନୀର ଆବଶ୍ୟକତା ପୂରଣ ଅସମ୍ଭବ। ​‌ଏହି ପ୍ରତିରକ୍ଷା ବଜେଟ୍‌ ଗତ ଆର୍ଥିକ ବର୍ଷ ଅପେକ୍ଷା ୫.୮% ଅଧିକ ସତ ମାତ୍ର ଏଥିମଧ୍ୟରୁ ସୈନ୍ୟବାହିନୀର ଅବସରପ୍ରାପ୍ତ…

ଭାରତୀୟ ବାୟୁସେନାରେ ସାମିଲ ହେଲା…

ତାଞ୍ଜାଭୁର: ସମୁଦ୍ରରେ ଭାରତ ଉପରେ ହେଉଥିବା ଷଡଯନ୍ତ୍ର ଉପରେ ଏଣିକି ନଜର ରଖିବ ବାୟୁସେନା। ଦକ୍ଷିଣ ଭାରତ ପଟୁ ଭାରତକୁ ଆକ୍ରମଣ କରିବାକୁ ଯୋଜନା କରୁଥିବା ଶତ୍ରୁଙ୍କ ସହ ମୁକାବିଲା କରିବ ସୁଖୋଇ ଯୁଦ୍ଧ ବିମାନ। ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାବତ ଓ ବାୟୁସେନାର ଏୟାର ଚିଫ ମାର୍ଶାଲ…

ଆତଙ୍କବାଦକୁ ଅନ୍ତ କରିବାର ଉପାୟ…

ନୂଆଦିଲ୍ଲୀ: ଆତଙ୍କବାଦର ଅନ୍ତର ଉପାୟ ହେଉଛି କୂଟନୈତିକ ବାସନ୍ଦ। ଏଭଳି ମନ୍ତବ୍ୟ ଦେଇଛନ୍ତି ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ବିପିନ ରାଓ୍ଵତ। ଦିଲ୍ଲୀ ସ୍ଥିତି ‘ରାଇସିନା ଡାଇଲଗ୍‌’ରେ ଭାଷଣ ଦେଇ ରାଓ୍ଵତ୍‌ କହିଲେ ଯେ ଆତଙ୍କବାଦର ଭବିଷ୍ୟତ ପାରମ୍ପରିକ ଯୁଦ୍ଧ ଭଳି ଜଟିଳ ହେବ। ଆତଙ୍କବାଦକୁ…

ଆଜି ଏଲ୍‌ଓସି ଅଞ୍ଚଳକୁ ଯାଇପାରନ୍ତି ରାୱତ

ନୂଆଦିଲ୍ଲୀ: କଶ୍ମୀର ଗସ୍ତରେ ଅଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତ। ଆଜି କଶ୍ମୀରରେ ରାଓ୍ବତଙ୍କ ଦ୍ବିତୀୟ ଦିନ। ଆଜି ବି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି।…

ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ସ୍ଥିତିର ସମୀକ୍ଷା କରିବାକୁ ଆଜି ଶ୍ରୀନଗର ଯିବେ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ। ଜାତୀୟ ସୁରକ୍ଷା଼ ପରାମର୍ଶଦାତା( ଏନଏସଏମ୍‌) ଅଜିତ ଡୋଭାଲଙ୍କ ପରେ ବିପିନ ରାୱତ ପ୍ରଥମ ସୁରକ୍ଷା ଅଧିକାରୀ ଯେକି ଜମ୍ମୁ କଶ୍ମୀର ଗସ୍ତ କରୁଛନ୍ତି। ଏବେ କାଶ୍ମୀରର…

ଭାରତୀୟ ସେନା ସର୍ବଦା ପ୍ରସ୍ତୁତ:…

ନୂଆଦିଲ୍ଲୀ: ପଡ଼ୋଶୀ ପାକିସ୍ତାନ ଯଦି ଭାରତ ବିରୋଧରେ କୌଣସି ଦୁଃସାହସ କାର୍ଯ୍ୟ କରେ, ତେବେ ଏହାର ଉଚିତ୍‌ ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ ବୋଲି କହିଛନ୍ତି ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ। ବର୍ତ୍ତମାନ ଜମ୍ମୁ-କଶ୍ମୀରରୁ ଧାରା ଧାର ୩୭୦ ଉଚ୍ଛେଦ ହୋଇ ସାରିଛି। ଏହାକୁ ସହଜରେ ଗ୍ରହଣ…