ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ
ଶୁଭସ୍ବର | ଶୁଭ୍ରାଂଶୁ ପଣ୍ଡା
ବିଷ୍ଣୁ ସେଠୀ ଓ ବିଷ୍ଣୁପୁରାଣ
ପ୍ରସଙ୍ଗକୁ ଯିବା ଆଗରୁ ପିଲାବେଳର ଗୋଟିଏ ସ୍ମୃତି ବାବଦରେ ଉଲ୍ଲେଖ କରିବାକୁ ଚାହୁଁଛି। ଆମେ ହାଇସ୍କୁଲ ସମୟରେ ହଷ୍ଟେଲରେ ରହୁଥିଲୁ ଓ ଘରୁ ସ୍କୁଲ ଯିବାଆସିବା କରୁଥିବା ସହପାଠୀଙ୍କ ଠାରୁ ନିଜକୁ ବେଶ୍ ବୟସ୍କ ବା ପରିପକ୍ବ (matured) ମନେ…