Odisha Link
Bridging the Missing Links in Odisha
Browsing Tag

BJD MLA

ଛାତ୍ରଛାତ୍ରୀଙ୍କ ସହିତ ରିଲ୍ସ କରିବେ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ୬ ମାସରୁ କମ୍‌ ସମୟ ରହିିଛି। ଏଥିପାଇଁ ଏବେଠୁ ସଜବାଜ ହେଲେଣି ବିଭିନ୍ନ ରାଜନୈତିକ ଦଳ। ଯୁବ ଭୋଟରଙ୍କୁ ନଜରରେ ରଖି ଶାସକ ଦଳରେ ଥିବା ବିଜୁ ଜନତା ଦଳ ଆରମ୍ଭ କରିଛି ଜୋରଦାର ପ୍ରସ୍ତୁତି। ରାଜ୍ୟରେ ଥିବା ୨ ହଜାର କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବେ ରାଜ୍ୟ…

ବିଧାୟକ ବିଜୟ ଶଙ୍କର ବାହାହେବେ କାହାକୁ?…

ଓଏଲ୍‌ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ।ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ…

ଆଜି ଝାରସୁଗୁଡ଼ାରେ କିଶୋର କୁମାର…

ଝାରସୁଗୁଡ଼ା: ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗରର ବିଧାୟକ କିଶୋର କୁମାର ମହାନ୍ତି୍ଙ୍କ ଅନ୍ତିମ ସଂସ୍କାର ଆଜି ଅରାହ୍ନରେ ଅନୁଷ୍ଠିତ ହେବ। ଝାରସୁଗୁଡ଼ାର ଝାଡ଼େଶ୍ବର ମନ୍ଦିର ନିକଟସ୍ଥ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ରହିଛି। ଗତକାଲି ରାତିରେ ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ,…

ଚିଲିକା ବିଧାୟକଙ୍କ ଦବଙ୍ଗଗିରି

ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଚର୍ଚ୍ଚାରେ। ତାଙ୍କ ନାମରେ ଆସିଛି ବଡ଼ ଅଭିଯୋଗ। ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଜଗଦ୍ଦେବ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଛନ୍ତି ପ୍ରଶାନ୍ତ।…

ବିଜେଡି ବିଧାୟକଙ୍କ ସମୁଦି ହୋଇଥାଆନ୍ତେ…

ଭୁବନେଶ୍ବର: ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ସିଦ୍ଧହସ୍ତ ଥିଲେ ସରକାରୀ ବାବୁ। କେବଳ ସେତିକି ନୁହେଁ କଳା ଟଙ୍କାକୁ ଧଳାରେ ପରିଣତ କରିବାର କଳାରେ ଥିଲେ ନିପୁଣ। ସରକାରୀ ବାବୁଙ୍କ ପରି ତାଙ୍କ ପୁଅ ମଧ୍ୟ ଏହି କଳାରେ ଥିଲେ ମାହିର। କେବଳ ସେତିକି ନୁହେଁ ପୁନେରେ ମାସିକ ପ୍ରାୟ ୫ଲକ୍ଷ…

ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କରୋନା

ଭୁବନେଶ୍ବର: ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କରୋନା। କରୋନା ପଜିଟଭ୍‌ ଚିହ୍ନଟ ହୋଇଥିବା ନେଇ ଆଜି ପ୍ରମିଳା ମଲ୍ଲିକ ନିଜେ ଟ୍ବିଟ୍‌ କରି ସୂଚନା ଦେଇଛିନ୍ତି। ସେ ଟ୍ବିଟ୍‌ କରି ଲେଖି‌ଛନ୍ତି ଯେ, ମୋର କୋରୋନା ପରୀକ୍ଷା କରିଥିଲି, ଆଜି ଏହାର ରିପୋର୍ଟ ପଜିଟିଭ ଆସିଅଛି। କୋର କରୋନାର କୌଣସି ଲକ୍ଷଣ…

ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା

ଭୁବନେଶ୍ବର: ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ କରୋନା। କରୋନା ସଂକ୍ରମିତ ହୋଇଥିବା ନେଇ ସେ ଗତକାଲି ନିଜର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଯେଉଁ ମାନେ ଗତ କିଛି ଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ବୋଲି ବିଧାୟକ ପ୍ରଦୀପ ମହାରଥୀ ତାଙ୍କ ସୋଶିଆଲ…

ବିଧାୟକଙ୍କୁ ନବୀନଙ୍କ ମନ୍ତ୍ର:…

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖା ଦେଇଛି। ଏ ସମସ୍ତ ଘଟଣାକୁ ନଜରରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ବିଧାୟକ ମାନଙ୍କୁ ଉଦବୋଧନ ଦେଇଛନ୍ତି। ନବୀନ ପଟ୍ଟନାୟକ…

ଗୋଟିଏ କଥା କହିବି, ‘ଭୋଟ ନାହିଁ ତ…

ଭୁବନେଶ୍ବର: ଆପଣମାନଙ୍କୁ ଗୋଟିଏ କଥା କହିବି। ଯେଉଁମାନେ ମୋତେ ଭୋଟ ଦେଇ ନାହାନ୍ତି ସେମାନଙ୍କର କୌଣସି କାମ କରାଇଦେବି ନାହିଁ। ମୁଁ ଆପଣଙ୍କୁ ଗୋଟିଏ କଥା କହିବି ଯଦି ଆପଣମାନେ ୨୦୨୨ରେ ହେବାକୁ ଥିବା ଜିଲ୍ଲା ପରିଷଦ ପାର୍ଥୀକୁ ଜିତେଇ ଦେଖେଇବ ତେବେ ଆପଣମାନଙ୍କ ପାଇଁ କାମ କରିବି। ଏକ କର୍ମୀ ସମ୍ମିଳନୀରେ…