Odisha Link
Bridging the Missing Links in Odisha
Browsing Tag

BJP

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିିଛି ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ବିଜେପି ପୁଣିଥରେ ସଙ୍ଗଠନ ସ୍ତରରେ କରିଛି ବଡ଼ ଅଦଳବଦଳ। ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ସମେତ ଆଉ କିଛି ରାଜ୍ୟର…

ଭାଗ ଭାଗ ହୋଇଯିବ ବିଜେଡି: କଂଗ୍ରେସ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଯେଉଁ ମହାଡ୍ରାମା ଚାଲିଛି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାରାଷ୍ଟ୍ର…

ଆଗକୁ ଲୋକସଭା ନିର୍ବାଚନ: ବଦଳିଲେ ୪…

ଓଏଲ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏଥିରୁ ବାଦ ପଡିନି ବିଜେପି। ଭାରତୀୟ ଜନତା ପାର୍ଟି ୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ କରିଛି। ସୁନୀଲ ଜାଖର ହେଲେ ପଞ୍ଜାବ ବିଜେପି ସଭାପତି। କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ…

ଓଡ଼ିଶା ବିଜେପିରେ ଫାଟ, ସମ୍ବିତଙ୍କ ପଟକୁ…

ଓଡ଼ିଶାରେ ବିଜେପିର ଅବସ୍ଥା ଏବେ ମଇଁଷି ଶିଙ୍ଗ ଭଳି ହେବାକୁ ଯାଉଛି। ଯୁଝିଲା ବେଳକୁ ବିଜେପି ଏକାଠି ଥିବା ଭଳି ଜଣାପଡ଼ୁଥିଲେ ବି ଦଳ ଭିତରେ ଏକାଧିକ ଫଟା ସିଙ୍ଗ ଗଜୁରିବାରେ ଲାଗିଛି। ଦଳରେ ୧୦ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କର ନେତୃତ୍ବକୁ ଗୁରୁତ୍ବ ଦିଆ ହୋଇ ଆସୁଥିବାବେଳେ ଏବେ ତାଙ୍କର ବିକଳ୍ପ ଭାବେ…

୨୦୧୯ର ପ୍ରତିଶୋଧ ନେଲା ବିଜେପି, ୨୦୨୪…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଏବେ ଜାତୀୟ ରାଜନୀତିରେ ଦୁଇଟି ଚର୍ଚ୍ଚାର ପ୍ରସଙ୍ଗ ରହିଛି। ଗୋଟିଏ ହେଲା ବର୍ତ୍ତମାନର ବିଜେପି ସରକାର ବିରୋଧରେ ବିରୋଧୀଙ୍କ ମେଳି ଓ ଅନ୍ୟଟି ମହରାଷ୍ଟ୍ର ରାଜନୀତିର…

‘କେନ୍ଦ୍ରର ଚିଠି ଏକ ସ୍ବାଭାବିକ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଆରମ୍ଭ ହେକଣି ରାଜନୈତିକ ଚର୍ଚ୍ଚା। ଏସବୁ ମଧ୍ୟରେ ୫ଟି ସଚିବଙ୍କ ଗସ୍ତକୁ ନେଇ ତେଜୁଛି ବିବାଦ। ୫-ଟି ସଚିବଙ୍କୁ ବିରୋଧୀଙ୍କ ବିରୋଧ ପରେ ବିଜେଡିର ପ୍ରତିକ୍ରିୟା। କ୍ଷମତା ହସ୍ତାନ୍ତର କରାଯାଇନି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ। କ୍ଷମତା…

ବିରୋଧୀଙ୍କ ବୈଠକ ପୂର୍ବରୁ ଆକ୍ସନମୁଡରେ…

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଏହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ରଣନୀତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ମଧ୍ୟରେ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯେଉଁଥିପାଇଁ ଏବେଠୁ ସାରେ ଦେଶରେ ଦେଖିବାକୁ ମିଳିଲାଣି…

ବିଜେପିର ଅଭିଯୋଗ, ବାହାନଗା ଦୁର୍ଘଟଣା…

ଓଏଲ୍‌ ବ୍ୟୁରୋ: ବାଲେଶ୍ୱରରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ଗତ ଶୁକ୍ରବାର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଏହି ଦୁର୍ଘଟଣା ପରେ ତଦନ୍ତ ଜାରି ହୋଇଛି। ଦୁର୍ଘଟଣା ପଛର କାରଣ କଣ ହୋଇପାରେ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ରେଳମନ୍ତ୍ରୀଙ୍କ…

ବିଜେଡିରେ ବିଘଟନ ପ୍ରକ୍ରିୟା ଆରମ୍ଭ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ ପ୍ରକ୍ରିୟା। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ତେବେ ଏହାରି ମଧ୍ୟରେ ବିଜେଡିରେ ଶହେରୁ ଅଧିକ ବିଭୀଷଣ ବାହାରିବେ ବୋଲି କହି ଚର୍ଚ୍ଚାରେ ବିଜେପିର ପୃଥ୍ବୀରାଜ ହରିଚନ୍ଦନ। ବିଜେଡିର ରାବଣରାଜ୍ ଶେଷ କରିବାକୁ ଶହେ ବିଭୀଷଣ ବାହାରିବେ। ଯେଉଁମାନେ…

ଭାରତର ସ୍ବାଧୀନତାରେ ରାଜଦଣ୍ଡ…

ଓଏଲ୍‌ ବ୍ୟୁରୋ: ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିବାଦ ପ୍ରଥମରୁ ଥିଲା। ହେଲେ ଏବେ ରାଜଦଣ୍ଡ ‘ସେଙ୍ଗୋଲ’କୁ ନେଇ ନୂଆ ଆଙ୍ଗେଲ ଏବେ ବିବାଦରେ ଯୋଡ଼ି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ, ନୂଆ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ସେଙ୍ଗୋଲ…