Odisha Link
Bridging the Missing Links in Odisha
Browsing Tag

Bollywood

ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କର…

ଓଏଲ୍‌ ବ୍ୟୁରୋ : ବଲିଉଡର ଜଣେ ପ୍ରସିଦ୍ଧ ପ୍ରଯୋଜକଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।। ହୃଦଘାତ କାରଣରୁ ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କ ଦେହାନ୍ତ ହେବା ଜଣା ପଡିଛି। ସୂଚନା ଅନୁସାରେ ଡିସେମ୍ବର ୩ ତାରିଖରେ ନୀତିନ ମନମୋହନଙ୍କର ହୃଦଘାତ ହେବାପରେ…

ପରଲୋକରେ ପ୍ରସିଦ୍ଧ ଲେଖକ ତଥା ସିନେ…

ମୁମ୍ବାଇ: ବଲିଉଡ ଜଗତରେ ଶୋକର ଛାୟା। ଆଉ ନାହାନ୍ତି ପ୍ରସିଦ୍ଧ ଲେଖକ ତଥା ସିନେ ନିର୍ଦ୍ଦେଶକ ସାଗର ସରହଦୀ। ରବିବାର ବିଳମ୍ବିତ ରାତିରେ ସାଗର ସରହଦିଙ୍କ ଦେହାନ୍ତ ହୋଇଥିବାର ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି।…

ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତା…

ପୁରୀ: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କର ଆଶୀର୍ବାଦ ଲୋଡିଛନ୍ତି। ଗୋବିନ୍ଦା କହିଛନ୍ତି, ମୋ ଉପରେ ଭଗବାନଙ୍କ ବହୁତ କୃପା ରହିଛି। ଅନେକ ଅସୁବିଧାରୁ ମହାପ୍ରଭୁ ମତେ ମୁକ୍ତ କରିଛନ୍ତି।…

ଆୟକର ଜାଲରେ ଅଭିନେତ୍ରୀ ତାପସୀ ଓ…

ମୁମ୍ବାଇ: ଆୟକର ଜାଲରେ ପଡ଼ିଲେ ବଲିଉଡ଼ ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ବିକାଶ ବେହଲ। ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ବଲିଉଡ ଷ୍ଟାରଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ। ଏକକାଳୀନ ମୁମ୍ବାଇ ଏବଂ ପୁଣେ ସମେତ ୨୨ଟି ସ୍ଥାନରେ ଚଢ଼ାଉ କରିଛି ଆୟକର ବିଭାଗ। ପୁଣି ବଢ଼ିଲା ବଲିଉଡରେ…

ବିବାହ ବନ୍ଧନରେ ବାନ୍ଧି ହେବେ ଦିୟା…

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ଚଳିତ ମାସ ଫେବ୍ରୁଆରି ୧୫ ତାରିଖରେ ପ୍ରେମିକ ବୈଭବ ରେଖୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତାଙ୍କ ବିବାହରେ ମାତ୍ର ଅଳ୍ପ କେଇ ଜଣ ସଂପର୍କୀୟ ଓ ଶୁଭେଚ୍ଛୁ ଉପସ୍ଥିତ ରହିବେ। ଦିୟା ଏହା ପୂର୍ବରୁ ବ୍ୟବସାୟୀ ସାହିଲ୍‌ ସଂଘଙ୍କୁ ୨୦୧୪ରେ ବିବାହ କରିଥିଲେ। ୨୦୧୯…

ପଦ୍ମ ବିଭୂଷଣ ଗୁଲାମ୍ ମୁସ୍ତାଫା ଖାନଙ୍କ…

ନୂଆଦିଲ୍ଲୀ : ମହାନ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଦ୍ମ ବିଭୂଷଣ ଗୁଲାମ୍ ମୁସ୍ତାଫା ଖାନଙ୍କ ପରଲୋକ ଘଟିଛି। ଏହି ସୂଚନା ତାଙ୍କ ବୋହୂ ନମ୍ରତା ଗୁପ୍ତା ଖାନ ଦେଇଛନ୍ତି। ମୁମ୍ବାଇ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ବଲିଉଡରେ ଗୁଲାମ୍ ମୁସ୍ତାଫା ଖାନଙ୍କ ଦେହାନ୍ତରେ…

କେଜିଏଫ୍-୨ରେ ନଜର ଆସିବେ ରବିନା ଟଣ୍ଡନ

ମୁମ୍ବାଇ: ଖୁବ ଶୀଘ୍ର ସିନେ ପରଦାକୁ ଆସିବାକୁ ଯାଉଛି ଲୋକପ୍ରିୟ ଆକ୍ସନ୍ ଚଳଚ୍ଚିତ୍ର କେଜିଏଫ୍‌ର ଦ୍ବିତୀୟ ଭାଗ । ଏହି ସିନେମାରେ ବଲିଉଡ଼ର ଅଭିନେତ୍ରୀ ରବିନା ଟଣ୍ଡନ ନଜର ଆସିବେ। ନିକଟରେ ଏକ ସଭାରେ ଯୋଗ ଦେବା ଅବସରରେ ରବିନାଙ୍କ ସହ ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଭେଟ ହୋଇଥିଲା। ପରେ ପ୍ରଶାନ୍ତ…

୩୫ ବର୍ଷ ବୟସରେ ପାଦ ଥାପିଲେ ଦୀପିକା

ମୁମ୍ବାଇ: ଆଜି ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଜନ୍ମ ଦିନ । ସେ ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି। ସେ ନିଜର ଦମ୍ ଦାର ଅଭିନୟରେ ଅନେକ ଦର୍ଶକଙ୍କ ମନ ଜିଣିଛନ୍ତି ।  ୧୯୮୬ ମସିହା ଜାନୁୟାରୀ ୫ ରେ ଡେନମାର୍କରେ ଜନ୍ମଗ୍ରହଣ କରିଥିଲେ ଦୀପିକା। ସେ ୨୦୦୭ରେ ସିନେମା 'ଓମ୍ ଶାନ୍ତି ଓମ୍‌'ରେ ଅଭିନୟକରି…

ଖୁବ ଶୀଘ୍ର ବଲିଉଡ଼ରେ ପାଦ ଥାପିବେ ସାଉଥ…

ମୁମ୍ବାଇ: ବଲିଉଡ଼ରେ ପ୍ରବେଶ କରିବାକୁ ଯାଉଛନ୍ତି ସାଉଥ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ନିଜର ଭିନ୍ନ ଅଭିନେୟରେ ଅନେକ ଦର୍ଶକଙ୍କ ମନକୁ କିଣି ନେଇଛନ୍ତି।ରଶ୍ମୀକା ନିଜ ଅଭିନୟ ପାଇଁ ବେଶ ଜଣାଶୁଣା। ବଲିଉଡ଼ରେ ରଶ୍ମୀକାଙ୍କୁ ରାପର ବଦାଶାହାଙ୍କ ସହ ଦେଖିବାକୁ ମିଳିବ। ୟଶରାଜ ବ୍ୟାନରରେ ତିଆରି ହେବାକୁ…

ସଙ୍ଗରୋଧରେ ସଲମାନ ଖାନ୍

ମୁମ୍ବାଇ: ସଙ୍ଗରୋଧରେ ବଲିଉଡ ସୁପରଷ୍ଟାର ସଲମାନ ଖାନ। ସଲମାନଙ୍କ ଦୁଇ ଜଣ କର୍ମଚାରୀଙ୍କୁ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ସଲମାନ। ସଲମାନଙ୍କ ଡ୍ରାଇଭରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କର କୋଭିଡ୍…