Odisha Link
Bridging the Missing Links in Odisha
Browsing Tag

Bribe

ରାସ୍ତାରେ VLWଙ୍କୁ ମାଡ଼ ମାରିଲେ ମହିଳା

ନିଆଳି:  ଅବସରପ୍ରାପ୍ତ VLWଙ୍କୁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା। ରାସ୍ତାକୁ ଟାଣିଟାଣି VLWଙ୍କୁ ମାରିଲେ ମହିଳା। ଅବସରପ୍ରାପ୍ତ VLW ତ୍ରିଲୋଚନ ସାହୁ ଲାଞ୍ଚ ନେବା ଅଭିଯୋଗରେ ମାଡ଼ ମାରିଲେ ମହିଳା। ଆବାସିକ ଯୋଜନା ଘର ଦେବାକୁ କହି ଲାଞ୍ଚ ମାଗୁଥିଲେ ତ୍ରିଲୋଚନ। ସେ ମହିଳାଙ୍କୁ ଘର ତିଆରି କରିବା ପାଇଁ…

ଲାଞ୍ଚ କାରବାରରେ ଏସିଆରେ ଭାରତ ପ୍ରଥମ

ନୂଆଦିଲ୍ଲୀ: ଦେଶରେ ଦୁର୍ନୀତିର ଚେର ବଢି ବଢି ଚାଲିଛି। ଭାରତରେ ଲାଞ୍ଚ ନ ଦେଲେ କୌଣସି କାମ ହେଉ ନଥିବା ଏକାଧିକ ସର୍ଭେରୁ ଜଣାପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏସିଆ ମହାଦେଶରେ ଲାଞ୍ଚ କାରବାର ଚାଲିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ୧ ନଂ ସ୍ଥାନରେ ରହିଛି। ଭାରତରେ ଲାଞ୍ଚ କାରବାର ହାର ୩୯% ରହିଥିବା…

ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ

ବାଙ୍କି: ଲାଞ୍ଚ ନେଇ ଫସିଲେ ପ୍ରଧାନ ଶିକ୍ଷୟତ୍ରୀ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବାଙ୍କୀ ଥାନା ଅନ୍ତର୍ଗତ ତୁଳସୀପୁର ରଗଣି ସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀପ୍ରଭା ଶତପଥୀ। ଜନ୍ମ ପ୍ରମାଣ ପତ୍ର ଦେବା ପାଇଁ ଲାଞ୍ଚ ନେଉଥିବାବେଳେ ପ୍ରଧାନ…

ଲାଞ୍ଚ ମାଗି ବହିଷ୍କାର ହେଲେ ସ୍କୁଲର…

ସୁନ୍ଦରଗଡ଼ : ମହଙ୍ଗା ପଡିଲା ଲାଞ୍ଚ ମାଗିବା। ପାଚିକା ଚାକିରି ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗି ଚାକିରିରୁ ବହିଷ୍କୃତ ହୋଇଛନ୍ତି ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପିଇଟି। ବହିଷ୍କୃତ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଏବଂ ପିଇଟି ଅମର ଅନନ୍ତ ପଟ୍ଟନାୟକ।…

‘ଲାଞ୍ଚ ନ ଦେବାରୁ ଅଶ୍ଳୀଳ ଇଙ୍ଗିତ’

ଭଦ୍ରକ: ଲାଞ୍ଚ ନ ଦେବାରୁ କଲେଜ କର୍ମଚାରୀଙ୍କ ଅଶ୍ଳୀଳ ଇଙ୍ଗିତ। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ବିଏନଏମଏ କଲେଜରେ। ଯୁକ୍ତ ୩ ପ୍ରଥମ ଶ୍ରେଣୀ ଛାତ୍ରୀମାନଙ୍କ କହିବା ମୁତାବକ, “କଲେଜରେ ନାଁ ଲେଖାଇବା ବେଳେ ଆମକୁ ଲାଞ୍ଚ ମାଗିଥିଲେ ଆମେ ନ ଦେବାରୁ ଆରମ୍ଭ କରିଦେଲେ…

ଲାଞ୍ଚ ନେବା ବେଳେ ଗିରଫ ହେଲେ ପିଇଓ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁନ୍ଥା ବ୍ଳକ୍ ଅନ୍ତର୍ଗତ ଉଧୁରା ଗ୍ରାମପଞ୍ଚାୟତର ପିଇଓ ମନୋଜ କୁମାର ସାହୁଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ମାଗିବା ଏବଂ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସେହି ଗ୍ରାମପଞ୍ଚାୟତର…

ବାରଙ୍ଗ ବିଡିଓଙ୍କୁ ୪୦ ହଜାର ଲାଞ୍ଚ ଦେଲେ…

ଭୁବନେଶ୍ବର: 'ରାଜ୍ୟ ସରକାର ସ୍ବଚ୍ଛତା କଥା କହୁଛନ୍ତି, ଦୁର୍ନୀତି ହଟାଇଛୁ ବୋଲି କହୁଛନ୍ତି। ଅଥଚ ମୁଁ ନିଜେ ରଂଜୀବ ବିଶ୍ବାଳ ନଥି ପାରିତ କରାଇବା ପାଇଁ ନିରାଶ ହୋଇ ଶେଷରେ ବାରଙ୍ଗ ବ୍ଲକ୍‌ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ଦେଇଛି।' ଆଜି କନକ ନ୍ୟୁଜର ୧୦ମ ସ୍ବନକ୍ଷତ୍ର ଉତ୍ସବରେ…

ଲାଞ୍ଚ ନେଇ ଧରାପଡ଼ିଲେ ଜେଇ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ତ୍ରିପାଠୀ ଲାଞ୍ଚ ନେବା ବେଳେ ବୁଧବାର ଧରାପଡ଼ିଛନ୍ତି। ବ୍ଲକ କାର୍ଯ୍ୟାଳୟରେ ସେ ୧୦ ହଜାରଟଙ୍କା ଲାଞ୍ଚ ନେବା ସୟୟରେ ଧରାପଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଖଲିଆପାଲି ପଞ୍ଚାୟତର ମିଛାପାଲି ଗାଁରେ କଂକ୍ରିଟ…