Odisha Link
Bridging the Missing Links in Odisha
Browsing Tag

Brown Sugar Seized

ପୁରୀରୁ ଧଳା ଜହର ଜବତ, ୧୬ ଗିରଫ

ପୁରୀ: ଆଜି ପୁରୀରୁ ବ୍ରାଉନସୁଗାର ଜବତ। ୩୫୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏହି ମାମଲାରେ ପୁଲିସ ୧୬ ଜଣଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରାଉନ ସୁଗାର କାରବାର କରୁଥିବା ବେଳେ ୨ଜଣ ମୁଖ୍ୟ ଯୋଗାଣକାରୀ…

ରାଜଧାନୀରୁ ୧୫୫ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର। ରାଜଧାନୀ ଭୁବନେଶ୍ବରରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବ୍ରାଉନସୁଗାର ବିକ୍ରି ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ…

୫୦ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ

ଭଦ୍ରକ: ଦିନକୁ ଦିନ ବଢ଼ିବାରେ ଲାଗିଛି ବ୍ରାଉନସୁଗର କାରବାର। ଆଜି ଭଦ୍ରକ ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ଥାନା ପୋଲିସ୍‌ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବୋଲି ଜଣାପଡିଛି। ରାଣୀତାଲ ଗ୍ରାମାଞ୍ଚଳ ଥାନା ପୋଲିସ୍‌…

୪ଲକ୍ଷ ୫୦ହଜାର ଟଙ୍କାର ବ୍ରାଉସୁଗାର ଜବତ

ବ୍ରହ୍ମପୁର: ବ୍ରହ୍ମପୁରରୁ ପୁଣି ବ୍ରାଉସୁଗାର ଜବତ। ଅବକାରୀ ବିଭାଗର ଗୁଇନ୍ଦା ଟିମ୍‌ ଦ୍ୱାରା ୪୫ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଏହାର ମୂଲ୍ୟ ପ୍ରାୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରି ପୁଲିସ । ଖବର ଅନୁଯାୟୀ, ଜଣେ ଯୁବକ ପୁରୀରୁ ଗତକାଲି…

ରାଜଧାନୀରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ବର: ରାଜଧାନୀରୁ ୧୦୨ ଗ୍ରାମ ବ୍ରାଉନସୁଗାର ଜବତ। କମିସନରେଟ୍ ପୁଲିସର ସହାୟତାରେ ଏସଟିଏଫ୍ ୧୦୨ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତକାଲି ଭୁବନେଶ୍ୱରର ୟୁନିଟ୍ -୮ ଅଞ୍ଚଳରେ ଥିବା ନାରାୟଣ ବସ୍ତିରେ…

କଟକରୁ ଜବତ ହେଲା ବ୍ରାଉନ୍ ସୁଗର

କଟକ: ଆଜି ରୌପ୍ୟ ନଗରୀ କଟକରୁ ବ୍ରାଉନ୍ ସୁଗର ଜବତ କରିଛି ପୁଲିସ୍। ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗର୍ ପୁଲିସ୍ କରିଛି, ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୩ଜଣ ବେପାରୀ ରହିଥିବା ବେଳେ ୨ଜଣ ମେଡିସିନ୍ ଦୋକାନୀ ଏବଂ ଜଣେ…

୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଜଗତସିଂହପୁର: ୩୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ। ଜଗତସିଂହପୁର ଜିଲ୍ଲା ସଦର ଥାନା ତରତଙ୍ଗ ଗାଁରେ ଅବକାରୀ ବିଭାଗ ଚଢ଼ଉ କରି ୩୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହି ମାମଲାରେ ଅବକାରୀ ବିଭାଗ ପକ୍ଷରୁ ଜଣକୁ ଗିରଫ କରାଯାଇଛି। ଗିରଫ ଯୁବକ ଜଣଙ୍କ ତୋଟାପଡ଼ା ଗାଁର ପ୍ରଭାତ ରଂଜନ ମହାପାତ୍ର ବୋଲି…

ରାଜଧାନୀରୁ ୨୫ ଲକ୍ଷ ଟଙ୍କାର…

ଭୁବନେଶ୍ୱର: ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ। ଭୁବନେଶ୍ୱରର ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ୍ ୨୨୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ ବେଲି ଆକଳନ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି।…

୧୮ ଗ୍ରାମ୍ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ କୋଣାର୍କ ଥାନା ପୋଲିସ ବ୍ରାଉନ ସୁଗାର ବେପାର କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୮ ଗ୍ରାମ୍ ବ୍ରାଉନସୁଗାର ସହ ୫୦ ହଜାର ଟଙ୍କା ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ କୋଣାର୍କ ଅଣସରା ଅଞ୍ଚଳର ପ୍ରଭାତ ସେଠୀ ଓ ଜୁଣେଇର ଦିଲ୍ଲୀପ କାଣ୍ଡି। ମିଳିଥିବା…

୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର…

ପୁରୀ : ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ। ଆଜି ପୁରୀ ଜିଲ୍ଲା ମଙ୍ଗଳାଘାଟ ଛକ ନିକଟରେ ଗାଡ଼ି ଯାଞ୍ଚ ସମୟରେ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ବାସେଳି ଥାନା ପୁଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ଏହି ବ୍ରାଉନସୁଗାର ଜବତ କରିଛି। ବ୍ରାଉନସୁଗାର ସହ ପିସ୍ତଲ,…