Odisha Link
Bridging the Missing Links in Odisha
Browsing Tag

Capital Hospital

ଏଣିକି କ୍ୟାପିଟାଲ ହସ୍ପିଟାଲରେ ହେବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ କରାଯିବ ନାର୍କୋ ଆନାଲିସିସ ଟେଷ୍ଟ। ଏଣିକି କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ ହେବ। କ୍ୟାପିଟାଲ ହସ୍ପିଟାଲ ଓଟିରେ ନାର୍କୋ ପରୀକ୍ଷା କରାଯିବ। ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ମାନସିକ ରୋଗ ବିଶେଷଜ୍ଞ ଆଜି…

କ୍ୟାପିଟାଲ ହସ୍ପିଟାଲରୁ ୬୦ ଲକ୍ଷ ଟଙ୍କାର…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ଥିବା କ୍ୟାପିଟାଲ ହସ୍ପିଟାଲରୁ ବଡ଼ ଧରଣର ଚୋରି। ପାଖାପାଖୀ ୫୦ରୁ ୬୦ ଲକ୍ଷ ଙ୍କାର ଲାବ୍‌ ଯନ୍ତ୍ରାଂଶ ଚୋରି ହୋଇଥିବା ଜଣାପଡ଼ିଛି। ସଫେଇ କର୍ମଚାରୀଙ୍କ ବେଶରେ ଆସି କ୍ୟାପିଟାଲ ହସ୍ପିଟାଲରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାହାର ପୁରା ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି।…

କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କଡ଼ା…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଥିଲା। ଏହା ପରେ ଡିଏନ୍‌ଏ ଟେଷ୍ଟ ହୋଇଥିଲା। ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ…

କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ବଦଳ…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। ଏନେଇ ତଦନ୍ତ କ୍ରମେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ଯେ, ଭୁଲ୍ ବୁଝାମଣା…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ…

ଓଏଲ୍‌ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୁଅ ହୋଇଛି କହି ଝିଅ ଧରାଇବା ପରି ସାଂଘାତିକ ଅଭିଯୋଗ ହୋଇଛି। ରାଜକନିକା ଅଞ୍ଚଳର ଜଣେ ବ୍ୟକ୍ତି ଏନେଇ ଅଭିଯୋଗ ଆଣିଛନ୍ତି। କାଲି ରାତି ସାଢ଼େ ୧୦ରେ ପୁଅ ହେଲା ବୋଲି ସୂଚନା ଦେଲେ। ଫଟୋ ଉଠାଇବା ବେଳେ ଝିଅ…

କ୍ୟାପିଟାଲ ହସ୍ପିଟାଲରେ ସ୍ନାତକୋତ୍ତର,…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିଧା ଓ ଗବେଷଣା ଅନୁଷ୍ଠାନ । ଆଜି ଅପରାହ୍ନରେ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା…

କ୍ୟାପିଟାଲ ହସ୍ପିଟାଲରୁ ଫେରିବେନି ରୋଗୀ…

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରବଚ୍ଛିନ ପ୍ରୟାସ।କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଆସି ଏଥର ଆଉ ଫେରିକି ଯିବେନି।ପୂର୍ବରୁ ଥିବା ଓପିଡି ସମୟ ପରିବର୍ତ୍ତନ କରିବା ସହ ରୋଗୀଙ୍କୁ ସୁସ୍ଥ ସ୍ୱାସ୍ଥ୍ୟ ଦେବା ପାଇଁ ନୂତନ ପ୍ରୟାସ। କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମଇଆରରେ ଓପିଡି ସମୟରେ…

କ୍ୟାପିଟାଲ ହସ୍ପିଟାଲର ସମୀକ୍ଷା କଲେ 5T…

ଓଏଲ୍ ବ୍ୟୁରୋ : ଚିକିତ୍ସାଳୟ ଭିତ୍ତିଭୂମି ସୁଦୃଢ ପାଇଁ ନୂତନ ପଦକ୍ଷେପ। ସକାଳ ପ୍ରାୟ ୫.୩୦ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ କ୍ୟାପିଟାଲ ହସ୍ପିଟାଲର ପରିଦର୍ଶନରେ ଯାଇଥିଲେ । ସେ ଟ୍ରମା କେୟାର ଓ ମେଡିକାଲ କଲେଜର ଭିତ୍ତିଭୂମି ସମୀକ୍ଷା…

କ୍ୟାପିଟାଲ ହସ୍ପିଟାଲ: ୧୩୦…

ଓଏଲ୍‌ ବ୍ୟୁରୋ: ସ୍ମାର୍ଟ ସିଟି ରାଜଧାନୀରେ କରୋନା ଆତଙ୍କ। ମେଡିକାଲ ହବ୍‌ କୁହାଯାଉଥିବା କ୍ୟାପିଟାଲ୍‌ ହସ୍ପିଟାଲରେ କରୋନା ବିସ୍ଫୋରଣ। ରାଜଧାନୀ ଭୁବନେଶ୍ବରସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲର ୪୦ ଜଣ ଡାକ୍ତରଙ୍କ ସମେତ ମୋଟ ୧୩୦ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ। ଯାହାଫଳରେ ଓପିଡିର ସମୟକୁ ହ୍ରାସ…

ଝାରପଡ଼ା ଜେଲରେ କଏଦୀ ମୃତ

ଭୁବନେଶ୍ବର: ଝାରପଡ଼ା ଜେଲରୁ ଜଣେ ବିଚାରାଧୀନ କଏଦୀ ମୃତ। ମୃତ କଏଦୀର ହେଲେ ରବି ଦୁଲାଲ୍। ତାଙ୍କୁ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ କରି ଜେଲରେ ରଖା ଯାଇଥିଲା। ସୂଚନା ଅନୁସାରେ,ଆଜି ସକାଳେ ରବି ପାଣି ଆଣିବାକୁ ଯିବା ସମୟରେ ତାଙ୍କର ମୁଣ୍ଡ ବାଡ଼େଇ ହୋଇ ଯାଇଥିଲା। ସେ ତଳେ ପଡ଼ି ଯାଇଥିଲେ।…