Odisha Link
Bridging the Missing Links in Odisha
Browsing Tag

Congress

ଓଡ଼ିଶା: ଏପ୍ରିଲ ଶେଷ ସପ୍ତାହରେ ତାତିକୁ…

ଓଏଲ୍‌ ବ୍ୟୁରୋ: ତାତି ବଢ଼ିବା ସାଙ୍ଗକୁ ରାଜ୍ୟରେ ଏବେ ନିର୍ବାଚନର ପ୍ରଚାର ବି ଜମୁଛି। ୨୦୨୪ ମହାସଂଗ୍ରାମ ପାଇଁ ଓଡ଼ିଶା ପ୍ରସ୍ତୁତ ଥିବା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ କରୁଛନ୍ତି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ଏପ୍ରିଲ ଶେଷ ସପ୍ତାହରୁ ପ୍ରଚାର ମୈଦାନରେ ହେବ ହେଭିଓ୍ବେଟ୍‌ ନେତାଙ୍କ ଟକ୍କର। କାରଣ…

ନୀଳଗିରି ବିଧାନସଭା: ପ୍ରାର୍ଥୀ ଘୋଷଣା…

ଓଏଲ୍‌ ବ୍ୟୁରୋ:ବାଜି ସାରିଛି ନିର୍ବାଚନୀ ବିଗୁଲ।ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନୀଳଗିିରି ରାଜନୀତି ପ୍ରତି ମୁହୁର୍ତ୍ତରେ ରୋଚକ ମୋଡ଼ ନେବାରେ ଲାଗିଛି। କାରଣ ନୀଳଗିରି ବିଧାନସଭା ଏଭଳି ଏକ ଆସନ ଯେଉଁଠି ରାଜ୍ୟର ତିନି ପ୍ରମୁଖ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ…

‘ମୋ ବାପା କଂଗ୍ରେସରେ ଥିଲେ, ମୁଁ…

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ ନେତାଙ୍କ ଦଳ…

ଓଡ଼ିଶା: ଆଉ ୯ ଲୋକସଭା ଆସନ ପାଇଁ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଆଜି କଂଗ୍ରେସ ଓଡ଼ିଶାର ୯ଟି ଲୋକସଭା ଆସନ ପାଇଁ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ସବୁଠୁ ବଡ଼ କଥା ହେଲା ଯେ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନଓ୍ବାଜଙ୍କୁ ଭୁବନେଶର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ। ସେହିପରି ବାଲେଶ୍ବର ଆସନରୁ ଶ୍ରୀକାନ୍ତ…

ସୋନାଲିଙ୍କ ଘର ବାହୁଡ଼ା, କଂଗ୍ରେସର…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଢୁଥିବା ତାପମାତ୍ରର ପରି ରାଜ୍ୟ ରାଜନୀତିର ପାରା ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତେ ପାଖଉଛି ନେତାଙ୍କ ଦଳବଦଳ ସେତେ ପରିମାଣର ବଢିବାରେ ଲାଗିଛି। ବିଶେଷ କରି ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ କଂଗ୍ରେସ ନେତାମାନେ ଦଳ ଛାଡି ଅନ୍ୟଦଳରେ ଯୋଗ…

କଂଗ୍ରେସର ହାତ ଛାଡ଼ିଲେ ଚିରଞ୍ଜୀବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା କଂଗ୍ରେସର ହାତ ଛାଡ଼ିଲେ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ। ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁରରୁ ବିଧାୟକ ଥିଲେ। ୨୦୦୪ରୁ ୨୦୦୯ ତିର୍ତ୍ତୋଲରୁ ବିଧାୟକ ଥିଲେ। ବିଧାନସଭାରେ ବିରୋଧୀ ଦଳ ଉପନେତା ମଧ୍ୟ ଥିଲେ ଚିରଞ୍ଜୀବ। ତେବେ…

ନିର୍ବାଚନ ଋତୁରେ କଂଗ୍ରେସରେ ମିଶିଲେ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ହାତ ସାଥେ ହାତ ମିଶାଇଲେ ଅଭିନେତା ମନୋଜ ମିଶ୍ର। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଜି ଜଣାଶୁଣା ଅଭିନେତା ମନୋଜ ମିଶ୍ର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ତଥା କଂଗ୍ରେସର ବରିଷ୍ଠ ନେତା ନରସିଂହ…

୨ ସପ୍ତାହ ତଳେ ବିଜେଡି ଛାଡ଼ିଥିଲେ,…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି କଂଗ୍ରେସରେ ମିଶିବେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ଶ୍ରୀ ମାଝୀ ଭବାନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସେ ସାମିଲ ହୋଇ ଦଳରେ ମିଶିବେ। କଂଗ୍ରେସର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ…

୩ କଂଗ୍ରେସ ନେତାଙ୍କ ଉପରୁ ହଟିଲା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟର ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କଟକ-ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା କଂଗ୍ରେସ।…

ଅଯୋଧ୍ୟାରୁ ବିରୋଧୀଙ୍କୁ ମୋଦିଙ୍କ…

ଓଏଲ୍‌ ବ୍ୟୁରୋ: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେଲେ ରାମଲାଲା। ୫୦୦ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ଆଜି ଶେଷ ହୋଇଛି। ଭାବ, ଶ୍ରଦ୍ଧା ଓ ଆସ୍ଥାର ମହାପର୍ବରେ ଝୁମୁଛି ଭାରତ ସମେତ ସାରା ବିଶ୍ବ। ଏଥିସହିତ ୧୫୨୮ ମସିହାରୁ ଲାଗି ରହିଥିବା ରାମଜନ୍ମଭୂମି ସଂଘର୍ଷର ସୁଖଦ ଅନ୍ତ ଘଟିଛି। ଦିନେ…