Odisha Link
Bridging the Missing Links in Odisha
Browsing Tag

Dance Video

ଜଙ୍ଗଲରେ ମାଓବାଦୀଙ୍କ ନାଚର ଆସର, ଭାଇରାଲ…

ଓଏଲ୍‌ ବ୍ୟୁରୋ: ଜଙ୍ଗଲରେ ବାଜୁଛି ଗୀତ। ଆଉ ସେ ଗୀତର ତାଳେ ତାଳେ ନାଚଛନ୍ତି ମାଓବାଦୀ।ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମିଳିଥିବା ସୂଚନା ମୁତାବକ ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାରେ। ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି…

ଅଟୋ ଡ୍ରାଇଭରଙ୍କ ଡ୍ୟାନ୍ସ ଭିଡିଓ…

ମୁମ୍ବାଇ: ସୋସିଆଲ ମିଡିଆ କେତେ ବେଳେ କାହାର ଭାଗ୍ୟ ବଦଳାଇ ଦେବ ତାହା କହିହେବନି। ରାତାରାତି କାହାକୁ ଷ୍ଟାର କରିବାରେ ସୋସିଆଲ ମିଡିଆର ଅବଦାନ ଅନେକ। ସୋସିଆଲ ମିଡିଆ ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ବଦଳାଇ ଦେଇଛି। ଖୁସିରେ ନାଚୁ ନାଚୁ ରାତାରାତି ହୋଇଗଲେ ଷ୍ଟାର ଏବଂ ମିଳିଲା ଫିଲ୍ମ ଅଫର। କଥାଟା…

ପୁରା ବିନ୍ଦାସ ମୁଡରେ ତାରା ପ୍ରସାଦ…

ଜୟପୁର: ରାଜନୀତିରେ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ୪ଦିନ ତଳେ ମଞ୍ଚ ଉପରେ ନାଚି ଲୋକଙ୍କ ମନ ଜିଣିଥିବା ଜୟପୁରର ବିଧାୟକ ତାରା ପ୍ରସାଦ ବାହିନୀପତି ପୁଣି ତାଙ୍କ ନାଚ ପାଇଁ ଚର୍ଚ୍ଚାରେ ଅଛନ୍ତି। ପୁଣିଥରେ ମଞ୍ଚ ଉପରେ ରଙ୍ଗୀନ ମିଜାଜରେ ପୁରା…

ନାଚିଲେ ବରଗଡ଼ ସାଂସଦ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଚର୍ଚ୍ଚାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ। ସର୍ବଦା ରାଜନୀତିକୁ ନେଇ ଚର୍ଚ୍ଚାରେ ରୁହନ୍ତି ସୁରେଶ। ହେଲେ ଏଥର ଟିକେ ନିଆରା କାର୍ଯ୍ୟ ପାଇଁ ଚର୍ଚ୍ଚାରେ ସାଂସଦ ସୁରେଶ ପୂଜାରୀ। ଗତ ୨୯ ତାରିଖରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ରାଜଧାନୀରେ ଆୟୋଜିତ ହୋଇଥିଲା ନୂଆଁଖାଇ ଭେଟଘାଟ୍‌…