Odisha Link
Bridging the Missing Links in Odisha
Browsing Tag

Deepika Padukone

ଦୀପିକା ପାଦୁକୋନଙ୍କୁ କରୋନା

ମୁମ୍ବାଇ: ଦେଶରେ କାୟା ମେଲାଇଛି ମହାମାରୀ କରୋନା। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ବହୁ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ଦୀପିକା ପାଦୁକୋନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୀପିକାଙ୍କ ପିତା ପ୍ରକାଶ ପାଦୁକୋନ, ମାତା…

ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀଙ୍କ…

ମୁମ୍ବାଇ : ବିଶ୍ବର ଲୋକ ପ୍ରିୟ ଅଭିନେତ୍ରୀର ଶୀର୍ଷ ସ୍ଥାନ ପ୍ରାପ୍ତ କରିଛନ୍ତି ଦୀପିକା ପାଦୁକୋନ୍। ସେ ୨୦୨୦ର ସବୁଠୁ ଲୋକପ୍ରିୟ ମହିଳା ତାରକା ସୂଚୀରେ ପୁଣିଥରେ ଟପ୍ କରିଛନ୍ତି। ଦୀପିକା ତାଙ୍କର ନିଖୁଣ ଅଭିନୟରେ ସମସ୍ତଙ୍କ ମନକୁ କିଣି ନେଇଛନ୍ତି। ସେ ଅନେକ ସିନେମାରେ ଚମତ୍କାର ଅଭିନୟ ପ୍ରଦର୍ଶନ…

୩୫ ବର୍ଷ ବୟସରେ ପାଦ ଥାପିଲେ ଦୀପିକା

ମୁମ୍ବାଇ: ଆଜି ବଲିଉଡ ସୁନ୍ଦରୀ ଦୀପିକା ପାଦୁକୋନଙ୍କ ଜନ୍ମ ଦିନ । ସେ ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି। ସେ ନିଜର ଦମ୍ ଦାର ଅଭିନୟରେ ଅନେକ ଦର୍ଶକଙ୍କ ମନ ଜିଣିଛନ୍ତି ।  ୧୯୮୬ ମସିହା ଜାନୁୟାରୀ ୫ ରେ ଡେନମାର୍କରେ ଜନ୍ମଗ୍ରହଣ କରିଥିଲେ ଦୀପିକା। ସେ ୨୦୦୭ରେ ସିନେମା 'ଓମ୍ ଶାନ୍ତି ଓମ୍‌'ରେ ଅଭିନୟକରି…

ଦୀପିକାଙ୍କ ମ୍ୟାନେଜର କରିସ୍ମାଙ୍କ ଘରେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ଘରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଚଢଉ କରିଥିଲା। ତାଙ୍କ ଘରୁ ବିପୁଳ ପରିମାଣ ନିଶା ଔଷଧ ଓ ସାମଗ୍ରୀ ମିଳିଥିଲା। ଏନସିବି ପୂର୍ବରୁ କରିସ୍ମାଙ୍କୁ ଦୁଇଥର ପଚରାଉଚରା କରିଛି। କରିସ୍ମା ଓ ଦୀପିକା ପାଦୁକୋନଙ୍କୁ ମଧ୍ୟ…

ସାଉଥ ସିନେମାରେ ନଜର ଆସିବେ ଅମିତାଭ

ନୂଆଦିଲ୍ଲୀ : ବଲିଉଡର ବିଗ ବି ଅମିତାଭ ବଚ୍ଚନ ଖୁବ ଶୀଘ୍ର ସାଉଥ ସିନେମାରେ ନଜର ଆସୁଛନ୍ତି । ତାଙ୍କ ସହ ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ପ୍ରଭାସ ମଧ୍ୟ ନଜର ଆସିବେ। ଏହା ସିନେମାଟି ବିଭିନ୍ନ ଭାଷାରେ ରିଲିଜ ହେବ। ତେବେ ସିନେମାର ନାଁଟି ଜଣାପଡ଼ି ନାହିଁ । ତେବେ ବୈଜୟନ୍ତୀ ମୁଭିଜ ଅଲଗା ଅଲଗା…

ଗୋଆ ଫେରିବେ ଦୀପିକା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପୁଣି ଥରେ ଗୋଆ ଅଭିମୁଖେ ବାହାରିବେ। ସେ ନିଜ ସିନେମା ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏନିସିବି ବଲିଉଡ୍ ଡ୍ରଗ୍ସ ଲିଙ୍କରେ ଦୀପିକାଙ୍କୁ ସମନ୍ ପଠାଇ ଥିଲା। ତେଣୁ ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ମୁମ୍ବାଇ ଆସିଥିଲେ । ସେ ତାଙ୍କର ପ୍ରୋଜେକ୍ଟ…

ମୋବାଇଲ ଫୋନରୁ ମିଳିପାରେ ତଥ୍ୟ : ଏନସିବି

ମୁମ୍ବାଇ :ବଲିଉଡ଼ରେ ଡ୍ରଗ୍ସ ଲିଙ୍କର ଗୁମର ଧୀରେ ଧୀରେ ବାହାର କରୁଛି ଏନସିବି । ତେବେ ଏନସିବି ଶୁକ୍ରବାର ଏବଂ ଶନିବାର ଦିନ ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ଦୀପିକା ପାଦୁକୋନ, ତାଙ୍କ ପୂର୍ବତନ ମ୍ୟାନେଜର କରିସ୍ମା ପ୍ରକାଶ ଏବଂ ଫ୍ୟାଶନ ଡିଜାଇନର୍ ସିମୋନ ଖମ୍ବଟାଙ୍କୁ ପ୍ରଶ୍ନ କରିଥିଲା ।…

ଏନସିବି ରେ ହାଜର ହେଲେ ଦୀପିକା

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ବର୍ତ୍ତମାନ ବଲିଉଡ ଡ୍ରଗ୍ ଗୋଷ୍ଠୀର ତନାଘନା ଆରମ୍ଭ କରିସାରିଲାଣି। ଖାଲି ସେତିକି ନୁହେଁ, ବଲିଉଡର ଡ୍ରଗ୍ସ ଟ୍ରୁପର ପ୍ରକୃତ ମାଷ୍ଟରମାଇଣ୍ଡ କିଏ, ଏହାର ଉତ୍ତର ଖୋଜିବା ପାଇଁ ଏନସିବି ଏହାର ଅନୁସନ୍ଧାନ…

ଡ୍ରଗ୍ସ ଗ୍ରୁପ୍ ର ଆଡମିନ୍ ଥିଲେ ଦୀପିକା

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଏନସିବି ଦୀପିକାଙ୍କୁ ସମନ ପଠାଇଥିଲା । ଗତ କାଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ହାଜର ହେବେ ଦୀପିକା । ସୂଚନା ଅନୁସାରେ ଯେଉଁ ହ୍ଵାଟ୍ସଆପ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା କରାଯାଉଥିଲା ସେହି ଗ୍ରୁପର ଆଡମିନ୍ ହେଉଛନ୍ତି ଦୀପିକା ।…

ଏନସିବି କାର୍ଯ୍ୟାଳୟରେ ଦୀପିକାଙ୍କ ସହ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଛାନଭିନ ଭିତରେ ବଲିଉଡର ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିଥିଲା । ଶ୍ରଦ୍ଧା କାପୁର, ସାରା ଅଲି ଖାନ ଓ ରକୁଲ ପ୍ରିତ ସିଂଙ୍କ ଭଳି ନବାଗତା ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଥିବାବେଳେ ଏବେ ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ଏଥିରେ…