Odisha Link
Bridging the Missing Links in Odisha
Browsing Tag

Dengu

ଅଗଷ୍ଟ ୧୫ ପରଠୁ ଘରୁ ମଶା ବାହାରିଲେ…

ଓଏଲ୍‌ ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ଡେଙ୍ଗୁ ଥମିବାର ନା ନେଉନି। ଦିନକରେ ୫୩ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ୧୦୦୦ ପାର ହେଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଡେଙ୍ଗ ସଂକ୍ରମଣକୁ ରୋକିବା ପାଇଁ ଏଣିକି ଘରକୁ ଘର ବୁଲି ଡେଙ୍ଗା ମଶା ଖୋଜିବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)। ଯଦି ଘରୁ…

ଡେଙ୍ଗୁ ଆତଙ୍କ: ସୁନ୍ଦରଗଡ଼ରେ ୫୬ ନମୂନା…

ସୁନ୍ଦରଗଡ଼: ପୁଣିଥରେ ରାଜ୍ୟରେ ଦେଖାଦେଇଛି ଡେଙ୍ଗୁ ଆତଙ୍କ। ସୁନ୍ଦରଗଡ଼ ଜିଲ୍ଲାରେ କାୟା ବିସ୍ତାର କରୁଛି ଡେଙ୍ଗୁ। ଦିନକୁ ଦିନ ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲ୍ଲାର ୩୨୯ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୬ଟି…

ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କଟକ: ଏସ୍‌ସିବି ମେଡିକାଲରେ ମଙ୍ଗଳବାର ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ମହିଳା । ସୂଚନା ଅନୁସାରେ, ଗତ ୨୯ରେ ସେ ଏସ୍‌ସିବି ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଚଳିତ ବର୍ଷ…