Odisha Link
Bridging the Missing Links in Odisha
Browsing Tag

Digital Document

ଡ଼ିଜିଟାଲରେ ଗାଡ଼ି କାଗଜପତ୍ର

ଭୁବନେଶ୍ବର: ଏବେ ଡିଜିଟାଲ ପଦ୍ଧତିରେ ବି ଦେଖାଇ ହେବ ଗାଡ଼ି କାଗଜପତ୍ର। ଡିଜି ଲକର ଏବଂ ଏମ୍-ପିରବହନ ଆପରେ ଦେଖାଇହେବ କାଗଜପତ୍ର। ଏନେଇ ସବୁ ଜିଲ୍ଲାର ଏସପି ମାନଙ୍କୁ ଚିଠି କଲେ ପରିବହନ କମିଶନର। ଡିଜିଟାଲ ପଦ୍ଧତିରେ ଗାଡ଼ି କାଗଜପତ୍ର ଦେଖାଇଲେ ଗ୍ରହଣ କରିବାକୁ ନର୍ଦ୍ଦେଶ ଦିଆଯାଇଛି।