Odisha Link
Bridging the Missing Links in Odisha
Browsing Tag

Durga Puja

ଦଶହରା ପରେ ବଦଳିଲେ କଟକ ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ତେବେ ଗତକାଲି ଦୁର୍ଗାପୂଜା ଭସାଣି ହୋଇଥିବାବେଳେ ଆଜି କଟକରେ ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ଭବାନୀ…

ବ୍ରହ୍ମପୁର ଭସାଣିରେ ବାଜିବନି ଡିଜେ,…

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ବ୍ରହ୍ମପୁର ଭସାଣରେ କୌଣସି ପୂଜା ମଣ୍ଡପ ବଜାଇପାରିବେନି ଡିଜେ।…

ଆଜି ଭସାଣି: କଟକଣା ଜାରି କଲା…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଦୁର୍ଗା ପୂଜା। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା' ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ଭସାଣି ପାଇଁ ଟୁଇନ୍‌ ସିଟିରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଭୁବନେଶ୍ୱର ଓ କଟକରେ ଭସାଣ ଉତ୍ସବକୁ…

କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା…

ନୂଆଦିଲ୍ଲୀ: ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ବୀକୃତି। ୟୁନେସ୍କୋ ଐତିହ୍ୟରେ ସାମିଲ ହେଲା କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା। ୟୁନେସ୍କୋର 'ଇନଟାଞ୍ଜିବୁଲ୍‌ ହେରିଟେଜ୍'ରେ ଦୂର୍ଗାପୂଜାକୁ ମିଳିଛି ସ୍ଥାନ। ଏନେଇ ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି।…

କଟକବାସୀଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ…

ଭୁବନେଶ୍ୱର: କଟକବାସୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଭାବରେ ମାଆଙ୍କ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଉଚିତ୍‌ ପଦକ୍ଷେପ ନେବେ ବୋଲି ଟ୍ୱିଟ୍‌ ଜରିଆରେ ଆଶାପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।…

ମେଲାଣି ନେଲେ ମା’

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଶେଷ ହୋଇଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ପୂଜା। ଆଜି ଧରାପୃଷ୍ଠରୁ ମେଲାଣି ନେବେ ମା'। ଆଜି ମା'ଙ୍କର ଭସାଣ ଉତ୍ସବ। ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ମୂର୍ତ୍ତି…

ଦୂର୍ଗାପୂଜା: ଆଜି ମଣ୍ଡପରେ ମହାଷ୍ଟମୀ…

ଭୁବନେଶ୍ବର: ଆଜି ପୀଠରେ ମାଆଙ୍କ ନବମୀ ହୋଇଥିବା ବେଳେ ପୂଜା ମଣ୍ଡପ ମାନଙ୍କରେ ମହାଷ୍ଟମୀ ପାଳନ କରାଯାଉଛି। ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ଲାଗୁଛି। ଭଳିକିଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍ଭୀ ତୋରଣ। କଟକଣା ପଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି।…

କରୋନା କଟକଣା ମଧ୍ୟରେ ଆଜି ମା’ଙ୍କ ଷଷ୍ଠୀ…

କଟକ: ମହାମାରୀ କରୋନା କଟକଣା ମଧ୍ୟରେ ଆଜି ମା’ଙ୍କ ଷଷ୍ଠୀ ପୂଜା। ପ୍ରତିବର୍ଷ ପାର୍ବଣରରେ ଗାଁଠାରୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳେ। ମଣ୍ଡପରେ ଆକର୍ଷଣୀୟ ତୋରଣ ସହ ମା’ଙ୍କ ଅଳଙ୍କାର, ଆଲୋକ ସାଜସଜ୍ଜା ଦେଖିବାକୁ ମିଳେ। ଚଳିତବର୍ଷ କରୋନା ମହାମାରୀ ପାଇଁ ପାର୍ବଣର ମହକ ଫିକା ପଡିଛି। ଆଜି…

ପୁରୀ ଗୋଷାଣୀ ଦୁର୍ଗା ମୂର୍ତ୍ତିକୁ…

ପୁରୀ: ପୁରୀ ଗୋଷାଣୀ ଯାତ୍ରା ଦୁର୍ଗା ମୂର୍ତ୍ତିକୁ ଅନୁମତି। ଗତକାଲି କଟକର ୯ଟି ପୂଜା କମିଟିକୁ ଉଚ୍ଚ ମୂର୍ତ୍ତି ପାଇଁ ଅନୁମତି ମିଳିଥିବା ବେଳେ ପୁରୀ ଗୋଷାଣୀ ମୂର୍ତ୍ତିକୁ ଅନୁମତି ମିଳିଛି। ପରମ୍ପରା ଅନୁସାରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟ ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, ଦୁର୍ଗାପୂଜା…

ମୂର୍ତ୍ତି ଉଚ୍ଚତାରେ କଟକଣା ନାହିଁ:…

କଟକ: ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆଜି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ରହିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। କଟକରେ ବଡ ମୂର୍ତ୍ତି ଥିବା ୯ଟି ଦୁର୍ଗା ମଣ୍ଡପଙ୍କୁ ମିଳିଛି ଅନୁମତି। ଆଜି ମୂର୍ତ୍ତି ଉଚ୍ଚତା ନେଇ କୋର୍ଟଙ୍କୁ ସବିଶେଷ…