ରିଲିଜ୍ ହେଲା କବୀର୍ ସିଂହ
ମୁମ୍ବାଇ : ବଲିଉଡ୍ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍ ସିଂହ’ ରିଲିଜ୍ ହୋଇସାରିଛି । ଫିଲ୍ମର ଟିଜର୍ ରିଲିଜ୍ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍ ହେବା ଦିନ ହିଁ ଦର୍ଶକ ଭଲ ପ୍ରତିକ୍ରିୟା ଦେଇଥିଲେ । ପ୍ରେମ, ବିଚ୍ଛେଦ ଏବଂ ବର୍ବାଦ୍କୁ ନେଇ ତିଆରି ହୋଇଥିବା ଏହି…