Odisha Link
Bridging the Missing Links in Odisha
Browsing Tag

Flight

ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ…

ଓଏଲ୍‌ ବ୍ୟୁରୋ: ଆସନ୍ତା ୪ରେ ସିଙ୍ଗାପୁରରେ ପାଳନ ହେବ ଓଡ଼ିଶା ଦିବସ। ଏହାର ଗୋଟେ ଦିନ ପୂର୍ବରୁ ଅର୍ଥାତ ଜୁନ୍‌ ୩ରେ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ। ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ। ଉଭୟ ରୁଟରେ ଇଣ୍ଡିଗୋ ଏୟାର…

ଭୁବନେଶ୍ୱରରୁ ରାଉରକେଲା ବିମାନ ଉଡ଼ାଣର…

ଓଏଲ୍‌ ବ୍ୟୁରୋ : ରାଉରକେଲା ବିମାନ ଉଡ଼ାଣର ଶୁଭାରମ୍ଭ। ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଭିଡିଓ କନଫରେନ୍ସିଂରେ ଆଜି ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣର ଉଦଘାଟନ…

ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ,…

ନାଗପୁର: ମଝି ଆକାଶରେ ପାଇଲଟଙ୍କୁ ହୃଦଘାତ। ୧୨୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବାଂଲାଦେଶର ଏକ ବିମାନର ପାଇଲଟଙ୍କୁ ଅଚାନକ ହୃଦଘାତ ହୋଇଛି। ଏହାପରେ ବିମାନଟି ନାଗପୁରରେ ଜରୁରୀକାଳୀନ ଅବତରଣ କରିଛି। ତେବେ ପାଇଲଟ ଏବଂ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରିଉ ମେମ୍ୱର ସୁରକ୍ଷିତ ରହିଥିବା ସୂଚନା…

ଲ୍ୟାଣ୍ଡିଙ୍ଗ୍‌ ବେଳେ ଫାଟିଲା ବିମାନ…

ହୁବଲୀ: ଲ୍ୟାଣ୍ଡିଙ୍ଗ୍‌ ବେଳେ ଫାଟିଲା ବିମାନ ଟାୟାର୍‌। କର୍ଣ୍ଣାଟକ ହୁବଲୀରେ ଲ୍ୟାଣ୍ଡିଂ କରିବା ସମୟରେ ଇଣ୍ଡିଗୋ ବିମାନର ଟାୟାର ଫାଟିଗଲା। ଗତକାଲି ସନ୍ଧ୍ୟାରେ। ହେଲେ ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କ କୌଣସି ପ୍ରକାରର ଜୀବନ ହାନି ହୋଇନାହିଁ।ସମସ୍ତେ ସୁରକ୍ଷିତ ଅଛନ୍ତି। ସୂଚନା…

ମେ ୧ରୁ ଆରମ୍ଭ ହେବ ଝାରସୁଗୁଡ଼ା ଓ ପାଟନା…

ଝାରସୁଗୁଡ଼ା: ମେ ୧ତାରିଖ ଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହେବ। ଏନେଇ ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ କିଶୋର କୁମାର ସେନାପତି। ସ୍ପାଇସଜେଟ୍ କମ୍ପାନିର ୭୮ ସିଟ୍ ବିଶିଷ୍ଟ ବିମାନ କ୍ୟୁ ୪୦୦ ପ୍ରତିଦିନ ପାଟନାରୁ ବାହାରି…

ଉଡ଼ାଣ ପରେ ନିଖୋଜ ହେଲା ବିମାନ

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଏକ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ। ଯାକର୍ତ୍ତାରୁ ଯାତ୍ରା କରିବାର ୪ ମିନିଟ୍‌ ପରେ ବିମାନ ସହ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି। ବିମାନରେ ୫୬ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ଶନିବାର ଅପରାହ୍ନରେ ଇଣ୍ଡୋନେସିଆ ଶ୍ରୀଜୟ ଏୟାର ଫ୍ଲାଇଟ୍‌ ୧୮୨ ବିମାନ ସୋକାର୍ନୋ-ହାଟା…

ଲୁଚାଇଲେ କରୋନା ସଂକ୍ରମଣ, ମଝି ଆକାଶରେ…

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କର ବିମାନରେ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣଙ୍କ କରୋନା ଆକ୍ରାନ୍ତ ହୋଇଥିବା ନେଇ ଲୁଚାଇଥିଲେ। ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀଙ୍କ ଶରୀରରେ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ କରୋନାର ଲକ୍ଷଣ ଦେଖାଯାଉଥିଲା। ତାଙ୍କୁ ନିଶ୍ବାସ…

ଚୀନ୍‌‌କୁ ଭାରତୀୟ ବିମାନ ପ୍ରବେଶ ନିଷେଧ,…

ଚୀନ୍‌କୁ ଭାରତୀୟ ବିମାନ ଉଡ଼ାଣ ଉପରେ ସାମୟିକ ଭାବେ ନିଷାଧାଦେଶ ଜାରି କରିଛି ଚୀନ୍। ଉହାନ୍‌ରେ ପହଞ୍ଚିବା ପରେ ୧୯ ଜଣ ଭାରତୀୟ ଯାତ୍ରୀଙ୍କ ଠାରେ କୋଭିଡ୍‌ ପଜିଟିଭ୍‌ ଠାବ ହେବା ପରେ ଚୀନ୍‌ କର୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚୀନ୍‌କୁ ଭିସା ମାଧ୍ୟମରେ ଯାତ୍ରା କରୁଥିବା ଭାରତୀୟ ଅଥବା ଭାରତରୁ…

ଏଣିକି ଖାଲି ରହିବ ବିମାନର ମଝି ସିଟ୍‌,…

ନୂଆଦିଲ୍ଲୀ: ପ୍ରାସ ୨ ମାସ ପରେ ଦେଶରେ ଆଜି ଆରମ୍ଭ ହୋଇଛି ବିମାନ ସେବା। ଅପରପକ୍ଷେ ବିମାନର ମଝି ସିଟ୍‌ ଖାଲି ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମାନ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ପାଳନକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।…

ଫ୍ଲାଇଟ୍‌ ଭିତରେ ପାରା

ନୂଆଦିଲ୍ଲୀ: ଅହମଦାବାଦରୁ ଜୟପୁର ଯାଉଥିବା ‘ଗୋଏୟାର୍‌’ ବିମାନ ଭିତରେ ପାରାଟିଏ ଉଡୁଥିବା ଦେଖି ଯାତ୍ରୀମାନେ ଆଚମ୍ବିତ ହୋଇଯାଇଥିଲେ। ଏହି ଘଟଣାର ଉତ୍ତୋଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ପାରାଟି ବିମାନ ଭିତରେ ଏମୁଣ୍ଡରୁ ସେମୁଣ୍ଡକୁ ଉଡ଼ି ବୁଲୁଛି। କାଳେ ପାରା ସେମାନଙ୍କ ଦେହରେ…